Thursday, April 30, 2026 06:41 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଯାଜପୁରରୁ ଥରକରେ ଆଉ ୧୪ ପଜିଟିଭ୍, ଆକ୍ରାନ୍ତଙ୍କ ସଂଖ୍ୟା ୧୪୨

by Our Correspondent
30 Apr, 2020- 06:05 PM
in Latest News, News
1 min read
0
ଯାଜପୁରରୁ ଥରକରେ ଆଉ ୧୪ ପଜିଟିଭ୍, ଆକ୍ରାନ୍ତଙ୍କ ସଂଖ୍ୟା ୧୪୨
ଭୁବନେଶ୍ୱର: ଯାଜପୁର ଜିଲ୍ଲାରେ ନୂଆ ୧୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ୧୪ ଜଣ ଯାକ ହେଉଛନ୍ତି କଟିକଟା ଗାଁ ଲୋକ । ପୂର୍ବରୁ ଏହି ଗାଁରୁ ୬ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ । ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା ଥିଲେ । ଆଜି ସକାଳେ ଗାଁର ଜଣେ ଯୁବତୀ ଏବଂ ୫୬ ବର୍ଷର ବ୍ୟକ୍ତିଙ୍କ ସମେତ ଜିଲ୍ଲାରୁ ୩ ପଜିଟିଭ୍ ଚିହ୍ନଟ ହୋଇଥିଲେ ।
ନୂଆ ୧୪ କୁ ମିଶାଇ ଯାଜପୁର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୬ ହୋଇଥିବା ବେଳେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୨ କୁ ବୃଦ୍ଧି ପାଇଛି ।
ନୂଆ ୧୪ ଆକ୍ରାନ୍ତଙ୍କ ମଧ୍ୟରେ ୬ ପୁରୁଷ, ୫ ମହିଳା, ଜଣେ ନାବାଳକ, ୨ ଜଣ ଶିଶୁ ଅଛନ୍ତି । ପୁରୁଷଙ୍କ ବୟସ ଯଥାକ୍ରମେ ୨୯, ୩୮, ୩୫, ୨୯, ୩୪ ଏବଂ ୬୨ ବର୍ଷ । ସେହିଭଳି ମହିଳାଙ୍କ ବୟସ ଯଥାକ୍ରମେ ୪୦, ୨୦, ୮୫, ୩୬ ଓ ୫୨ ବର୍ଷ । ନାବାଳକଙ୍କ ବୟସ ୧୨ ବର୍ଷ । ୨ ଶିଶୁ ମଧ୍ୟରେ ଜଣେ ୩ ବର୍ଷର ଝିଅ ଏବଂ ୩ ବର୍ଷର ପୁଅ ଅଛନ୍ତି ।
ସୂଚନା ଓ ଲୋକସମ୍ପର୍କ ବିଭାଗର ସଚିବ ସଞ୍ଜୟ ସିଂହଙ୍କ ସୂଚନା ଅନୁଯାୟୀ, ପୂର୍ବରୁ କଟିକଟାରୁ ୬ ଜଣ ପଜିଟିଭ୍ ଚିିହ୍ନଟ ହୋଇଥିଲେ । ଏହାପରେ ଗାଁକୁ କଣ୍ଟେନମେଣ୍ଟ ରେ ରଖାଯାଇଥିଲା । କଟିକଟାରେ ୨୬୯ ପରିବାର ବାସ କରନ୍ତି । କଣ୍ଟେନମେଣ୍ଟ ପରେ ୨୦୦ ସାମ୍ପଲ୍ ନିଆଯାଇଛି । ସେଥିମଧ୍ୟରୁ ୧୪ ପଜିଟିଭ୍ ଏବେ ଚିହ୍ନଟ ହୋଇଛନ୍ତି । ଆହୁରି ସାମ୍ପଲ୍ ନିଆଯାଇ ଟେଷ୍ଟ ପାଇଁ ପଠାଯାଉଛି ।
କଣ୍ଟେନମେଣ୍ଟ ଅଞ୍ଚଳରୁ ଚିହ୍ନଟ ହୋଇଥିବାରୁ କେହି ଛାନିଆ ନ ହେବାକୁ ଶ୍ରୀ ସିଂ ପରାମର୍ଶ ଦେଇଛନ୍ତି । ଯଦି କଟକଟା କଣ୍ଟେମେଣ୍ଟ ହୋଇ ନ ଥାଆନ୍ତା ପରିସ୍ଥିତି ବିଗିଡ଼ି ଯାଇଥାଆନ୍ତା । ସଂପୃକ୍ତ ୬ ଆକ୍ରାନ୍ତ ସମଗ୍ର ଜିଲ୍ଲା ବା ରାଜ୍ୟକୁ ସଂକ୍ରମିତ କରିଥାଆନ୍ତେ ବୋଲି ସେ କହିଛନ୍ତି ।
Previous Post

ଯାଜପୁରରୁ ଆଉ ୩ ପଜିଟିଭ୍, ଆକ୍ରାନ୍ତଙ୍କ ସଂଖ୍ୟା ୧୨୮

Next Post

ପାଲାନିସ୍ୱାମୀଙ୍କ ସହ କଥା ହେଲେ ନବୀନ

Next Post
ପାଲାନିସ୍ୱାମୀଙ୍କ ସହ କଥା ହେଲେ ନବୀନ

ପାଲାନିସ୍ୱାମୀଙ୍କ ସହ କଥା ହେଲେ ନବୀନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA