Tuesday, May 26, 2026 08:56 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରତ୍ନ ଭଣ୍ଡାର ଚାବିକାଠି ଚେତା ପଶିଲା; ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ

by Our Correspondent
04 Jun, 2018- 01:34 PM
in Latest News, News
1 min read
0
ରତ୍ନ ଭଣ୍ଡାର ଚାବିକାଠି ଚେତା ପଶିଲା; ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
ଭୁବନେଶ୍ୱର: ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଚାବି କାଠି ନେଇ ରାଜ୍ୟ ସରକାରଙ୍କ ଚେତା ପଶିଛି । ହଜି ଯାଇଥିବା ଚାବିକାଠିର ସନ୍ଧାନ ପାଇଁ ଆଜି ମୁଖ୍ୟମନ୍ତ୍ରୀ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । କେଉଁ ପରିସ୍ଥିତିରେ ଚାବି ହଜିଛି ଏବଂ ମିଳୁନି, କମିଶନ ତାହାର ତଦନ୍ତ କରିବେ । ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ତଦନ୍ତ କରି ତିନି ମାସ ମଧ୍ୟରେ ରିପୋର୍ଟ ଦେବେ ।
ଆଶ୍ଚର୍ଯ୍ୟର କଥା କି ରତ୍ନ ଭଣ୍ଡାରର ଚାବି ଆଜିକାଲି ନୁହେଁ, ୪୮ ବର୍ଷ ହେଲାଣି ଜିଲ୍ଲା ଟ୍ରେଜେରିକୁ ଫେରିନାହିଁ । ରତ୍ନଭଣ୍ଡାର ଯାଞ୍ଚ ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଜିଲ୍ଲାପାଳ ଏକଥା ସ୍ପଷ୍ଟ କରିଥିଲେ । ମାତ୍ର ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ଶ୍ରୀମନ୍ଦିର ପରିଚାଳନା କମିଟି ଲୁଚାଇ ରଖିଥିଲେ । ଓଲଟି ଏପ୍ରିଲ୍ ୪ ତାରିଖରେ ରତ୍ନଭଣ୍ଡାର ଯାଞ୍ଚ କରିବାକୁ ଯାଇଥିବା ଶ୍ରୀମନ୍ଦିର ପ୍ରଶାସନ ମୁଖ୍ୟ ପ୍ରଦୀପ ଜେନା ଗଣମାଧ୍ୟମକୁ ଭୂଆଁ ବୁଲାଇଥିଲେ । ରତ୍ନ ଭଣ୍ଡାର ଚାବିକାଠି ହଜିଯିବା ଭଳି ଏକ ଅକ୍ଷମଣୀୟ ଅପରାଧରେ କିଏ ଭାଗିଦାର ଏବଂ ସରକାର ଜାଣିଶୁଣି ଏ ପର୍ଯ୍ୟନ୍ତ କାହିଁକି ଚୁପ୍ ବସିଥିଲେ ତାହାକୁ ନେଇ ପ୍ରଶ୍ନ ଉଠିଛି । ଯଦି ଚାବିକାଠି ମିଳୁନାହିଁ, ତେବେ ରତ୍ନ ଭଣ୍ଡାର ଅଳଙ୍କାର ଯେ ସୁରକ୍ଷିତ ଥିବ ତାହା ଅନେକଙ୍କ ମନରେ ସନ୍ଦେହ ଉପୁଜେଇଛି ।
ମୁଖ୍ୟମନ୍ତ୍ରୀଙ୍କ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶକୁ ଲୋକଦେଖାଣିଆ ବୋଲି ବିଜେପି ସମାଲୋଚନା କରିଛି । ସରକାର ଏ ଯାଏଁ କାହିଁକି ଚୁପ୍ ବସିଥିଲେ ବୋଲି ଦଳ ପ୍ରଶ୍ନ ଉଠାଇଛି । ସେହିଭଳି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତାକୁ ସମାଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଘଟଣାରୁ ନଜର ହଟେଇବା କୌଶଳ ବୋଲି ସେ କହିଛନ୍ତି । ଚାବି ଯାହା ଦାୟିତ୍ୱରେ ଥିଲା କାର୍ଯ୍ୟାନୁଷ୍ଠାନ ହେଉ ବୋଲି ସେ ଦାବି କରିଛନ୍ତି ।
Previous Post

ନେତା ଯେଝା ବାଟରେ ଯିଏ; ବିଗିଡ଼ି ଯାଉଛି ବିଜେଡ଼ି ହାଲତ୍

Next Post

ନଗର ଉନ୍ନୟନ ବିଭାଗରେ ୫୦୦ କୋଟିର ଘୋଟାଲା !

Next Post
ନଗର ଉନ୍ନୟନ ବିଭାଗରେ ୫୦୦ କୋଟିର ଘୋଟାଲା !

ନଗର ଉନ୍ନୟନ ବିଭାଗରେ ୫୦୦ କୋଟିର ଘୋଟାଲା !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA