Thursday, April 30, 2026 09:58 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଲକ୍ ଡାଉନ୍: କିଏ ଅଫିସ୍ ଆସିବେ, କିଏ ଆସିବେନି

by Our Correspondent
22 Mar, 2020- 03:28 PM
in Latest News, News
1 min read
0
ଲକ୍ ଡାଉନ୍: କିଏ ଅଫିସ୍ ଆସିବେ, କିଏ ଆସିବେନି
ଭୁବନେଶ୍ୱର: ରାଜ୍ୟର ୫ଟି ଜିଲ୍ଲା ଖୋର୍ଦ୍ଧା, କଟକ, ଗଞ୍ଜାମ, କେନ୍ଦ୍ରାପଡ଼ା, ଅନୁଗୁଳ ଜିଲ୍ଲା ଏବଂ ୮ଟି ସହର ପୁରୀ, ରାଉରକେଲା, ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ୱର, ଯାଜପୁର ରୋଡ୍ ଏବଂ ଯାଜପୁର ଟାଉନ୍ ଏବେ ସମ୍ପୂର୍ଣ୍ଣ ଲକ୍ ଡାଉନ୍ । ୨୯ ତାରିଖ ରାତି ୯ଟା ଯାଏଁ ଲକ୍ ଡାଉନ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସମୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗଗୁଡ଼ିର କାର୍ଯ୍ୟ ଓ କର୍ମଚାରୀଙ୍କ ଉପସ୍ଥିତିକୁ ନଜରରେ ରଖି ସେଗୁଡ଼ିକୁ କ୍ରିଟିକାଲ୍, ଆଶିଂକ କ୍ରିଟିକାଲ୍ ଏବଂ ନନ୍ କ୍ରିଟିକାଲ୍ କାଟାଗୋରିରେ ବିଭକ୍ତ କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏହାର ନିର୍ଦ୍ଦେଶନାମା ପ୍ରକାଶ ପାଇଛି ।
କ୍ରିଟିକାଲ୍ ବିଭାଗ: ଖାଦ୍ୟ, ସାଧାରଣ ଯୋଗାଣ ଓ ଖାଉଟୀ କଲ୍ୟାଣ, ସାଧାରଣ ପ୍ରଶାସନ, ନଗର ଉନ୍ନୟନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସ୍ୱତନ୍ତ୍ର ରିଲିଫ୍ କମିଶନର ଏବଂ ଓସଡାମା ।
ଏହି ସବୁ ବିଭାଗର ସମସ୍ତ କର୍ମଚାରୀ ଅଫିସ୍ ଆସିବା ବାଧ୍ୟତାମୂଳକ । ସଂପୃକ୍ତ ବିଭାଗ ଅଧୀନରେ ରହୁଥିବା ନିର୍ଦ୍ଦେଶାଳୟ, ଏଜେନ୍ସୀ, ପିଏସୟୁଗୁଡ଼ିକ ସମ୍ପର୍କରେ ସଚିବ ଯାହା ନିଷ୍ପତ୍ତି ନେବେ ।
ଆଶିଂକ କ୍ରିଟିକାଲ୍: ବାଣିଜ୍ୟ ଏବଂ ପରିବ ହନ, ଇଲେକଟ୍ରୋନିକ୍ସ ଏବଂ ଆଇଟି, ଶକ୍ତି, ଅର୍ଥ, ସୂଚନା ଓ ଲୋକ ସମ୍ପର୍କ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ, ରାଜସ୍ୱ, ଏସସି ଏବଂ ଏସଟି ଉନ୍ନୟନ ଏବଂ ପୂର୍ତ୍ତ ।
ବିଭାଗଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିବା ଅଧିକାରୀ ଏବଂ ସହଯୋଗୀମାନେ ଅଫିସ ଆସିବେ । କେଉଁମାନେ ଅଫିସ୍ ଆସିବେ ସଚିବ ସ୍ଥିର କରିବେ । ନିର୍ଦ୍ଦେଶାଳୟ, ଏଜେନ୍ସୀ, ପିଏସୟୁଗୁଡ଼ିକ ସମ୍ପର୍କରେ ନିଷ୍ପତ୍ତି ସଚିବ ହିଁ ନେବେ ।
ନନ୍ କ୍ରିଟିକାଲ: କୃଷି, ସମବାୟ, ଅବକାରୀ, ମତ୍ସ୍ୟ ଓ ପଶୁପାଳନ, ଜଙ୍ଗଲ ଓ ପରିବେଶ, ହସ୍ତତନ୍ତ ଓ ବୟନଶିଳ୍ପ, ଉଚ୍ଚଶିକ୍ଷା, ଆଇନ, ଶିଳ୍ପ, ଶ୍ରମ, ଏମଏସଏମଇ, ସଂସ୍କୃତି, ସଂସଦୀୟ ବ୍ୟାପାର, ଯୋଜନା ଓ ସମନ୍ୱୟ, ସାଧାରଣ ଉଦ୍ୟୋଗ, ଗ୍ରାମ୍ୟ ଉନ୍ନୟନ, ସ୍କୁଲ ଏବଂ ଗଣଶିକ୍ଷା, ଏସଏସଇପିଡି, ମହିଳା ଓ ଶିଶୁ ବିକାଶ, ବିଜ୍ଞାନ ଏବଂ କାରିଗରୀ କୌଶଳ, ବୈଷୟିକ ଶିକ୍ଷା, କ୍ରୀଡ଼ା ଏବଂ ଯୁବସେବା, ଇସ୍ପାତ ଓ ଖଣି, ପର୍ଯ୍ୟଟନ ଏବଂ ଜଳସମ୍ପଦ ବିଭାଗ ।
ଏହି ସବୁ ବିଭାଗର କର୍ମଚାରୀ ଅଫିସ ଆସିବେନି । ତେବେ ଦାୟିତ୍ୱରେ ଥିବା କାର୍ଯ୍ୟଗୁଡ଼ିକର ମନିଟର ଏବଂ ସୁପରଭାଇଜ ଫୋନ୍ ଯୋଗେ କରିବାକୁ କୁହାଯାଇଛି ।
Previous Post

୫ ଜିଲ୍ଲା, ୮ ସହର ଲକ୍ ଡାଉନ୍

Next Post

ରାସ୍ତାଘାଟ ଶୂନଶାନ୍, ଚାରିଆଡେ ଖାଁ ଖାଁ

Next Post
ରାସ୍ତାଘାଟ ଶୂନଶାନ୍, ଚାରିଆଡେ ଖାଁ ଖାଁ

ରାସ୍ତାଘାଟ ଶୂନଶାନ୍, ଚାରିଆଡେ ଖାଁ ଖାଁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA