Monday, May 25, 2026 09:35 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଶନିବାର ୨୪ ପଜିଟିଭ୍, ଜଣଙ୍କୁ ଛାଡ଼ି ସମସ୍ତେ ସୁରତ ଫେରନ୍ତା

by Our Correspondent
09 May, 2020- 10:48 PM
in Latest News, News
1 min read
0
ଶନିବାର ୨୪ ପଜିଟିଭ୍, ଜଣଙ୍କୁ ଛାଡ଼ି ସମସ୍ତେ ସୁରତ ଫେରନ୍ତା

. ଗଞ୍ଜାମ ୧୮, ମୟୁରଭଞ୍ଜ ୩, ଭଦ୍ରକ୧, ସୁନ୍ଦରଗଡ଼ ୧, ନୟାଗଡ଼ ୧
. ୧୯ ଜିଲ୍ଲାରୁ ୨୯୪ କରୋନା ଆକ୍ରାନ୍ତ

ଭୁୁବନେଶ୍ୱର: ଗଞ୍ଜାମରେ ସୁରତ ଫେରନ୍ତା ୧୮ ପଜିଟିଭ୍ ଙ୍କୁ ଆଜି ଚିହ୍ନଟ କରାଯାଇଛି । ସେହିଭଳି ମୟୁରଭଞ୍ଜରୁ ୩, ଭଦ୍ରକରୁ ୧, ରାଉରକେଲାରୁ ୧ ଏବଂ ପ୍ରଥମ ଥର ପାଇଁ ନୟାଗଡ଼ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଉରକେଲା ଆକ୍ରାନ୍ତଙ୍କୁ ଛାଡ଼ିଦେଲେ ସମସ୍ତେ ସୁରତ ଫେରନ୍ତା । ସୁରତ ଫେରନ୍ତାମାନେ କ୍ୱାରେଣ୍ଟାଇନ୍ ରେ ଥିଲା ବେଳେ ରାଉରକେଲା ଆକ୍ରାନ୍ତ କଣ୍ଟେନମେଣ୍ଟ ଜୋନ୍ ର ।
କେବଳ ଗଞ୍ଜାମରୁ ୮୯ ଜଣ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୪ କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ସୁରତ ଲିଙ୍କ୍ ରେ ୧୧୨ ଜଣ ଅଛନ୍ତି । ଯେଉଁଥିରେ ଗଞ୍ଜାମର ଅଛନ୍ତି ୮୮ ସୁରତ ଫେରନ୍ତା । ଗଞ୍ଜାମ ସମେତ ମୋଟ ୮ଟି ଜିଲ୍ଲାରୁ ସୁରତ ଫେରନ୍ତାଙ୍କଠାରେ ପଜିଟିଭ୍ ଚିହ୍ନଟ ହେଲାଣି ।
ଆଜି ସକାଳେ ପ୍ରଥମ ଦଫାରେ ଗଞ୍ଜାମର ୧୨, ସୁନ୍ଦରଗଡ଼ର ୧ ଏବଂ ଭଦ୍ରକର ୧ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ମୟୁରଭଞ୍ଜର ୩ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହି ଆକ୍ରାନ୍ତମାନଙ୍କ ବୟସ ୨୦, ୨୬ ଏବଂ ୩୦ ବର୍ଷ । ତୃତୀୟ ପର୍ଯ୍ୟାୟରେ ଗଞ୍ଜାମର ୨୬ ବର୍ଷର ଆଉ ଜଣେ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଚତୁର୍ଥ ପର୍ଯ୍ୟାୟରେ ନୟାଗଡ଼ ଜିଲ୍ଲାରୁ ଜଣେ ୪୦ ବର୍ଷର ଯୁବକଙ୍କର ପଜିଟିଭ୍ ବାହାରିଥିଲା । ପଞ୍ଚମ ପର୍ଯ୍ୟାୟରେ ଗଞ୍ଜାମରୁ ଆଉ ୫ ପଜିଟିଭ୍ ଚିହ୍ନଟ ହୋଇଥିଲେ । ସମସ୍ତେ ପୁରୁଷ ଏବଂ ସେମାନଙ୍କର ବୟସ ଯଥାକ୍ରମେ ୩୯,୪୯,୧୬, ୪୮ ଏବଂ ୪୫ ବର୍ଷ ।
ଆଜି ଦିନରେ କରୋନା ଆକ୍ରାନ୍ତ ତାଲିକାରେ ୮୯ ପଜିଟିଭ୍ ସହ ଗଞ୍ଜାମ ଜିଲ୍ଲା ଶୀର୍ଷରେ ରହିଛି । ତାଲିକା ଉପରେ ନଜର ପକାନ୍ତୁ…
ଗଞ୍ଜାମ-୮୯, ଯାଜପୁର-୫୫, ଖୋର୍ଦ୍ଧା- ୫୦,ବାଲେଶ୍ୱର-୨୭, ଭଦ୍ରକ-୨୫, ସୁନ୍ଦରଗଡ଼- ୧୩, କେନ୍ଦ୍ରାପଡ଼ା- ୮, ମୟୁରଭଞ୍ଜ- ୭, ଜଗତସିଂହପୁର- ୫, ବଲାଙ୍ଗୀର-୨, କଟକ-୨, ଝାରସୁଗୁଡ଼ା-୨, କଳାହାଣ୍ଡି-୨, କେନ୍ଦୁଝର-୨, ଦେବଗଡ଼-୧, ଢ଼େଙ୍କାନାଳ-୧, କୋରାପୁଟ-୧, ନୟାଗଡ଼-୧, ପୁରୀ-୧ ।
ଗଞ୍ଜାମରୁ ୮୯ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ବି ସୁସ୍ଥ ହୋଇନାହାନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ଆକ୍ରାନ୍ତ ୫୦ ଜଣଙ୍କ ମଧ୍ୟରୁ ସର୍ବାଧିକ ୩୨ ଜଣ ସୁସ୍ଥ ହୋଇସାରିଛନ୍ତି । କଳାହାଣ୍ଡି, ଢ଼େଙ୍କାନାଳ ଓ ପୁରୀରୁ ଆକ୍ରାନ୍ତମାନେ ସୁସ୍ଥ ହୋଇସାରିଛନ୍ତି । ଏହିଭଳି ଭାବେ ରାଜ୍ୟରେ ୬୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ଦୁଇଜଣଙ୍କର ମୃତ୍ୟୁ ହୋଇଥିବାରୁ ଆକ୍ଟିଭ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୨୨୪ ।
Previous Post

ମିଶନ ଶକ୍ତି ମହିଳାଙ୍କ ପ୍ରଶଂସାରେ ସୁଜାତା କାର୍ତ୍ତିକେୟନ୍

Next Post

କୋଭିଡ୍ ସଚେତନାରେ ଚାଲିଛି ରଥ ନିର୍ମାଣ

Next Post
କୋଭିଡ୍ ସଚେତନାରେ ଚାଲିଛି ରଥ ନିର୍ମାଣ

କୋଭିଡ୍ ସଚେତନାରେ ଚାଲିଛି ରଥ ନିର୍ମାଣ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA