Thursday, April 30, 2026 03:18 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଶର୍ମାଙ୍କ ଫାୟାର୍ ଟିମ୍ ବି ଗଲେ

by Our Correspondent
21 Nov, 2019- 11:46 PM
in Latest News, News
1 min read
0
ଶର୍ମାଙ୍କ ଫାୟାର୍ ଟିମ୍ ବି ଗଲେ
ଭୁବନେଶ୍ୱର: ହୋଟେଲ, ମଲ୍, ଶିଳ୍ପ ପ୍ରତିଷ୍ଠାନଗୁଡ଼ିକର ଅଗ୍ନି ସୁରକ୍ଷା ପ୍ରମାଣପତ୍ର ପ୍ରଦାନ କ୍ଷେତ୍ରରେ ଅନିୟମିତତାର ଗମ୍ଭୀରତା ଜଣାପଡ଼ି ନ ଥିଲେ ମଧ୍ୟ ଏହା ଯେ ସାଂଘାତିକ ତାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଠୋରତାରୁ ସ୍ପଷ୍ଟ ବାରି ହୋଇପଡୁଛି । ଅଗ୍ନିଶମ ବିଭାଗ ସହ ପୁଲିସ ମୁଖିଆ ଦାୟିତ୍ୱରେ ଥିବା ବିଜୟ କୁମାର ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ ଗତକାଲି ଅପ୍ରତ୍ୟାଶିତ ଭାବେ ଉଭୟ ଦାୟିତ୍ୱରୁ ହଟାଇ ତଦନ୍ତ ମୁହଁକୁ ଠେଲିଥିବା ବେଳେ ଆଜି ଅଗ୍ନିଶମ ବିଭାଗର କିଛି ଅଧିକାରୀଙ୍କ ଉପରେ ଚୋଟ ବାଜିଛି । ଏହି ମାମଲାରେ ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ କଠୋର ହୋଇପଡ଼ିଥିବା ଏଥିରୁ ଜଣାପଡୁଛି ।
ଅଗ୍ନିଶମ ନିର୍ଦ୍ଦେଶାଳୟର ଫାୟାର୍ ପ୍ରିଭେନସନ୍ ୱିଙ୍ଗ୍ ବୁଝୁଥିବା ଚିଫ୍ ଫାୟାର୍ ଅଫିସର ମହେଶ୍ୱର ସ୍ୱାଇଁଙ୍କୁ ଦାୟିତ୍ୱରୁ ହଟାଇ ଦିଆଯାଇଛି । ଓଏଫଏଡିଆରଏ ର ନିର୍ଦ୍ଦେଶକ ଭାବେ ସେ କେବଳ ତାଙ୍କର ଦାୟିତ୍ୱ ତୁଲାଇବେ । ଚିଫ୍ ଫାୟାର୍ ଅଫିସର ସୁକାନ୍ତ ସେଠୀଙ୍କୁ ମହେଶ୍ୱର ସ୍ୱାଇଁଙ୍କ ଜାଗାରେ ନିର୍ଦ୍ଦେଶାଳୟ ଦାୟିତ୍ୱ ଦିଆଯାଇଛି । ସେହିଭଳି ନିର୍ଦ୍ଦେଶାଳୟର ଫାୟାର୍ ପ୍ରିଭେନସନ୍ ୱିଙ୍ଗ୍ ରେ ଥିବା ଡେପୁଟି ଫାୟାର୍ ଅଫିସର ଅରୁଣ ଷଡ଼ଙ୍ଗୀଙ୍କୁ ଭବାନୀପାଟଣା ସର୍କଲ୍ କୁ ବଦଳି କରାଯାଇଛି । ଜିଲ୍ଲା ଫାୟାର୍ ଅଫିସର ଭାବେ ସେଠାରେ ତାଙ୍କୁ ଅବସ୍ଥାପିତ କରାଯାଇଛି । ସେହି ଜାଗାରେ ଥିବା ସଲିଲ୍ ପ୍ରକାଶ କିଣ୍ଡୋଙ୍କୁ ଅରୁଣ ଷଡ଼ଙ୍ଗୀ ଥିବା ଅଗ୍ନିଶମ ନିର୍ଦ୍ଦେଶାଳୟକୁ ବଦଳି କରାଯାଇଛି ।
ଆଜି ଗୃହ ବିଭାଗ ପକ୍ଷରୁ ଏହି ବଦଳି ନିଦେ୍ର୍ଦଶାନାମା ପ୍ରକାଶ ପାଇଛି ।
ସୂଚନାଯୋଗ୍ୟ, ଡିଜିପି ପଦରୁ ବିଜୟ ଶର୍ମାଙ୍କ ଅପ୍ରତ୍ୟାଶିତ ବିଦାୟ ବିଭିନ୍ନ ମହଲରେ ହଇଚଇ ସୃଷ୍ଟି କରିଛି । ତାଙ୍କ ବିରୋଧରେ ନିର୍ଦ୍ଦିଷ୍ଟ ଅଭିଯୋଗ ସମ୍ପର୍କରେ ଜାଣିବାକୁ ଉତ୍ସୁକତା ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ଅନ୍ତଃରୀଣ ଡିଜିପି ଭାବେ ସତ୍ୟଜିତ୍ ମହାନ୍ତି କାର୍ଯ୍ୟଭାର ଗ୍ରହଣ କରିଛନ୍ତି ।
Previous Post

ମୁଖ୍ୟମନ୍ତ୍ରୀଙ୍କ ୫-ଟି ଛାଟରେ ବିଦା ହେଲେ ଡିଜିପି ବିଜୟ ଶର୍ମା

Next Post

ବାଣୀବିହାର ଛାତରୁ ପାଣି ପିଆଇଲା ମେଣ୍ଟାଲ୍

Next Post
ବାଣୀବିହାର ଛାତରୁ ପାଣି ପିଆଇଲା ମେଣ୍ଟାଲ୍

ବାଣୀବିହାର ଛାତରୁ ପାଣି ପିଆଇଲା ମେଣ୍ଟାଲ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA