Thursday, April 30, 2026 08:21 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସରପଞ୍ଚମାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

by Our Correspondent
24 Apr, 2020- 03:28 PM
in Latest News, News
1 min read
0
ସରପଞ୍ଚମାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଆଜି ଜାତୀୟ ପଞ୍ଚାୟତିରାଜ ଦିବସରେ ଭାରତର ବିଭିନ୍ନ ରାଜ୍ୟର ସରପଞ୍ଚଙ୍କ ସହ ଭିଡ଼ିଓ କନଫରେନ୍ସିଂ ଯୋଗେ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା ମୁକାବିଲାରେ ସରପଞ୍ଚଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାରୁ ସେମାନଙ୍କ ଅଞ୍ଚଳରେ ଲକ୍ ଡାଉନ୍ ନିୟମ କିଭଳି ପାଳନ ହେଉଛି ପ୍ରଧାନମନ୍ତ୍ରୀ ପଚାରିଥିଲେ । ଏଥିସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମର ରୂପାୟନ ସମ୍ପର୍କରେ ସରପଞ୍ଚଙ୍କଠାରୁ ପଚାରି ବୁଝିଥିଲେ ପ୍ରଧାନମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ କରୋନା ମୁକାବିଲା ନେଇ ଗାଁ ଲୋକଙ୍କୁ ଭୁରି ପ୍ରଶଂସା କରିଥିଲେ । “ ଆପଣମାନେ ଦୁନିଆକୁ ଅତି ସରଳ ଶବ୍ଦରେ ‘ ଦୁଇ ଗଜ ଦୂର’ ମନ୍ତ୍ର ଦେଇଛନ୍ତି । ସୀମିତ ସମ୍ବଳ, ସାଧନା ସତ୍ତ୍ୱେ କେବଳ ସାମାଜିକ ଦୂରତ୍ୱ ରକ୍ଷା କରି କରୋନାକୁ କିଭଳି ମୁକାବିଲା କରିହେବ ତାହା ଦୁନିଆକୁ ଶିଖାଇଦେଲେ । ସଂକଳ୍ପ ଓ ସାମର୍ଥ୍ୟ ଥିଲେ କଠିନ ପରିସ୍ଥିତିରୁ ମୁକୁଳିବାର ରାସ୍ତା ଦେଖାଇଲେ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏବେ କରୋନା ଅନେକ ପ୍ରକାର ସମସ୍ୟା ସୃଷ୍ଟି କରିଛି । ଏହାର ମୁକାବିଲା କରିବା ପାଇଁ ଆମକୁ ଆତ୍ମନିର୍ଭରଶୀଳ ହେବାକୁ ପଡ଼ିବ । ପଞ୍ଚାୟତ ବ୍ୟବସ୍ଥା ମଜବୁତ ହେଲେ ଯାଇ ଲୋକତନ୍ତ୍ର ମଜଭୂତ ହେବ ବୋଲି ସରପଞ୍ଚମାନଙ୍କୁ କହିଥିଲେ ମୋଦି ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଇ-ଗ୍ରାମ ସ୍ୱରାଜ ପୋର୍ଟାଲ୍ ର ଶୁଭାରମ୍ଭ କରିଥିଲେ । ଏଥିରେ ପଞ୍ଚାୟର ସମ୍ପୂର୍ଣ୍ଣ ଡିଜିଟାଇଜେସନ ବ୍ୟବସ୍ଥା କରାଯାଇଛି । ଗାଁର ଯେ କୌଣସି ଲୋକ ଏହି ପୋର୍ଟାଲ୍ ରୁ ପଞ୍ଚାୟତ ବିଷୟରେ ସବୁ ଜାଣିପାରିବେ । ପଞ୍ଚାୟତକୁ କେତେ ପାଣ୍ଠି ଆସୁଛି, ବିକାଶ କିଭଳି ହେଉଛି ତାହାର ସମସ୍ତ ତଥ୍ୟ ପାଇବେ । ଏହାଦ୍ୱାରା ପଞ୍ଚାୟତର ସ୍ୱଚ୍ଛତା ଓ ଦକ୍ଷତା ବୃଦ୍ଧି ପାଇବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ଏଥିସହ ‘ସ୍ୱାମୀତ୍ୱ’ ଯୋଜନା ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ । ଏହି ଯୋଜନାରେ ଲୋକଙ୍କୁ ନିଜ ସମ୍ପତ୍ତିର ମାଲିକାନା ସତ୍ତ୍ୱ ମିଳିବ । ଡ୍ରୋନ୍ ଯୋଗେ ଗାଁ ଲୋକଙ୍କ ସମ୍ପତ୍ତିର ମ୍ୟାପିଂ କରାଯାଇ ସତ୍ତ୍ୱ ପ୍ରଦାନ କରାଯିବ । ଫଳରେ ଜମିବାଡ଼ିକୁ ନେଇ ନେଇ ଗାଁରେ ଲାଗୁଥିବା ଝଗଡ଼ାର ଅବସାନ ହେବ ଏବଂ ବ୍ୟାଙ୍କରୁ ଋଣ ମିଳିବା ସହଜ ହେବ । ପ୍ରାରମ୍ଭିକ ଭାବେ ୬ଟି ରାଜ୍ୟରେ ପରୀକ୍ଷାମୂଳକ ଭାବେ ଏହି ଯୋଜନା ଲାଗୁ କରାଯିବ । ଏହାର ସଫଳତା ଦେଖି ସବୁ ରାଜ୍ୟରେ ପ୍ରଚଳନ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
Previous Post

ଭଦ୍ରକରୁ ଆଉ ଜଣେ, ଆକ୍ରାନ୍ତଙ୍କ ସଂଖ୍ୟା ୯୦

Next Post

ଭଦ୍ରକରୁ ଗୋଟିଏ ଦିନରେ ୫ ପଜିଟିଭ୍ , ସମସ୍ତେ କୋଲକତା ଫେରନ୍ତା

Next Post
ଭଦ୍ରକରୁ ଗୋଟିଏ ଦିନରେ ୫ ପଜିଟିଭ୍ , ସମସ୍ତେ କୋଲକତା ଫେରନ୍ତା

ଭଦ୍ରକରୁ ଗୋଟିଏ ଦିନରେ ୫ ପଜିଟିଭ୍ , ସମସ୍ତେ କୋଲକତା ଫେରନ୍ତା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA