Saturday, April 18, 2026 03:32 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସହରାଞ୍ଚଳ ବସ୍ତିବାସିନ୍ଦାଙ୍କୁ ମନେଇବା ଉଦ୍ୟମ

by Our Correspondent
08 Aug, 2017- 03:18 PM
in Latest News, News
1 min read
0
ସହରାଞ୍ଚଳ ବସ୍ତିବାସିନ୍ଦାଙ୍କୁ ମନେଇବା ଉଦ୍ୟମ
ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ରାଜ୍ୟ ସରକାର ମୈଦାନ ପ୍ରସ୍ତୁତ କରିଛନ୍ତି । ସହରରେ ବାସ କରୁଥିବା ଭୂମିହୀନ ବସ୍ତିବାସିନ୍ଦାଙ୍କୁ ସ୍ୱର୍ଗର ସୁଖ ଆଣିଦେଇଛନ୍ତି । ଆଜି ରାଜ୍ୟ କ୍ୟାବିନେଟ୍ ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସେମାନଙ୍କ ମନଖୁସି କରି ମନେଇବାକୁ ଉଦ୍ୟମ କରିଛନ୍ତି । ସହରାଞ୍ଚଳରେ ବାସ କରୁଥିବା ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଏଣିକି ଜମି ଅଧିକାର ମିଳିବ । ସରକାର ସେମାନଙ୍କୁ ମାଗଣାରେ ଜମି ଯୋଗାଇ ଦେବେ । ଏନଏସି ଅଞ୍ଚଳରେ ୬୦୦ ବର୍ଗଫୁଟ ଏବଂ ମ୍ୟୁନିସିପାଲିଟି ଅଞ୍ଚଳରେ ୪୫୦ ବର୍ଗଫୁଟ୍ ଜମି ଦିଆଯିବ । ସେଠାରେ ସେମାନେ ମୁଣ୍ଡ ଗୁଞ୍ଜିବା ପାଇଁ ଘର କରିବେ । ତେବେ ସେହି ଘରକୁ ବିକ୍ରି କରିପାରିବେନି କି ବଦଳ କରିପାରିବେନି । ବାସଗୃହ ଜମିକୁ ବ୍ୟାଙ୍କରେ ବନ୍ଧକ ରଖି କିନ୍ତୁ ଲୋନ୍ ଆଣି ପାରିବେ । କର୍ପୋରେସନ୍ ଅଞ୍ଚଳର ବସ୍ତିବାସିନ୍ଦାଙ୍କ ପାଇଁ ଘର ବଦଳ ଲଗାମ ନିୟମ ସାମାନ୍ୟ କୋହଳ କରାଯାଇଛି । ସେମାନଙ୍କୁ ସୀମିତ ବଦଳ ଅଧିକାର ଦିଆଯାଇଛି । କ୍ୟାବିନେଟ୍ ବୈଠକର ଏହି ନିଷ୍ପତ୍ତିକୁ ନିଜେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ସହରାଞ୍ଚଳ ବସ୍ତିବାସିନ୍ଦାଙ୍କ ଜୀବନ ସୁଗମ କରିବା ପାଇଁ ରାଜ୍ୟ ସରକାରଙ୍କର ଏହି ନିଷ୍ପତ୍ତିକୁ ଐତିହାସିକ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ ଅଭିହିତ କରିଛନ୍ତି । ସମଗ୍ର ଦେଶରେ ଏହା ନଜିର ସୃଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସହରାଞ୍ଚଳ ବସ୍ତିବାସିନ୍ଦାଙ୍କ ଜମି ଅଧିକାର ନେଇ ରାଜ୍ୟ ସରକାର ଦୁଇଟି ଅଧ୍ୟାଦେଶ ଆଣିବେ । ବସ୍ତିବାସିନ୍ଦାଙ୍କ ଥଇଥାନ ଓ ସେମାନଙ୍କ ବିକାଶ ପାଇଁ ଏହି ଅଧ୍ୟାଦେଶ ଆସିବ । ଏଥିସହ ସହରାଞ୍ଚଳ ଦାରିଦ୍ର୍ୟ କଲ୍ୟାଣ ପାଣ୍ଠି ଗଠନ ପାଇଁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି ।
Previous Post

ସାମାଜିକ କର୍ମୀଙ୍କ ଅସାମାଜିକ ଚେହେରା !

Next Post

ସତପାଲ୍ ଙ୍କ ଘର ନିଆଁ: ସିସିଟିଭି ଫୁଟେଜ୍ ସେଟିଂରୁ ଷଡ଼ଯନ୍ତ୍ରର ଗନ୍ଧ

Next Post
ସତପାଲ୍ ଙ୍କ ଘର ନିଆଁ: ସିସିଟିଭି ଫୁଟେଜ୍ ସେଟିଂରୁ ଷଡ଼ଯନ୍ତ୍ରର ଗନ୍ଧ

ସତପାଲ୍ ଙ୍କ ଘର ନିଆଁ: ସିସିଟିଭି ଫୁଟେଜ୍ ସେଟିଂରୁ ଷଡ଼ଯନ୍ତ୍ରର ଗନ୍ଧ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA