Thursday, April 30, 2026 01:24 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସାମ୍ବାଦିକଙ୍କ ପାଇଁ ବିଜେପିର ବ୍ଲୁ ହ୍ୱେଲ୍ ପଞ୍ଝା

by Our Correspondent
13 Sep, 2017- 01:10 PM
in Latest News, Politics
1 min read
0
ଭୁବନେଶ୍ୱର: “ପ୍ରଥମେ କିଣାଯିବ । ଯଦି କିଣି ନହେଉଛନ୍ତି, ତାହେଲେ ଅପମାନିତ କର । ଯଦି ଅପମାନରେ ବି ଥଣ୍ଡା ନପଡୁଛନ୍ତି, ତା’ହେଲେ ଚାବୁକ୍ ମାର ।”
ୟେ’ ହେଉଛି ସାମ୍ବାଦିକଙ୍କୁ ଚୁପ୍ ରଖିବା ପାଇଁ ବିଜେପିର ନୂଆ ବ୍ଲୁ ହ୍ୱେଲ୍ ଗେମ୍ । ଏ ନୂଆ ଗେମରେ ସେମାନେ ପ୍ରଥମେ ପ୍ରଲୋଭିତ କରି ପରେ କ୍ଷତାକ୍ତ କରିବେ । ଏ ଚାଲ୍ ଧୀରେ ଧୀରେ ପଦାକୁ ଫୁଟି ବାହାରି ଆସିଲାଣି । “ମିଡ଼-ଡେ ଓଡ଼ିଶା” ହାତରେ ଯେଉଁ କ୍ଲିପ୍ଲିଂ ଲାଗିଛି, ତାହା ସଜ୍ଜନ ଶର୍ମା ସେଦିନ ଭରା ସାମ୍ବାଦିକ ସମ୍ମିଳନୀରେ କହିଥିଲେ । ଆପଣ ଜାଣିବା ପାଇଁ ଏହା ଆମେ ଏଠାରେ ପେଶ୍ କରୁଛୁ । ସାମ୍ବାଦିକ ସମ୍ମିଳନୀରେ ଥିବା କିଛି ବରିଷ୍ଠ ସ୍ତମ୍ଭକାର ଓ ଆକ୍ରିଡେଟେଡ୍ ସାମ୍ବାଦିକଙ୍କ ପାଇଁ ସଜ୍ଜନ ଖୋଲା ଧମକ ଦେଇଥିଲେ । ସାମ୍ବାଦିକ ସମ୍ମିଳନୀ ଛାଡି, ପାଖ ୱେଟିଂ ରୁମରେ ବସ । କାରଣ ଏମାନେ ଡାଇରେକ୍ଟ୍ ରିପୋର୍ଟିଂ କରନ୍ତି ନାହିଁ କିମ୍ବା ବିଜେପି ମିଡ଼ିଆ ସେଲ୍ ସହ ଏମାନଙ୍କର ସଂପର୍କ ନାହିଁ । ଖାଲି ସେତିକି ନୁହେଁ, ଡାଏସ୍ ରୁ ଯାହା ନିର୍ଦ୍ଦେଶ ଯିବ ତାକୁ ସାମ୍ବାଦିକମାନେ ମାନିବାକୁ ସଜ୍ଜନ ପରୋକ୍ଷରେ ଧମକ ଦେଇଥିଲେ ।
ଏପରି ଅବିଶ୍ୱସନୀୟ କାଣ୍ଡ କେବେ ବି ହୋଇ ନଥିଲା । କିନ୍ତୁ ସଜ୍ଜନ ଏ ସାହାସ କରିଛନ୍ତି । ଏ ସାହାସ କାହିଁକି କରିଛନ୍ତି ସେଦିନ ସଂଧ୍ୟାରେ(୭ ସେପ୍ଟେମ୍ବର) ଅମିତ ଶାହାଙ୍କ ଡିନର୍ ପାର୍ଟି ଓ ଏଡିଟର୍ସ ମିଟ୍ ରୁ ସ୍ପଷ୍ଟ ହୋଇଥିଲା । ଜଣ ଜଣ କରି ଡାକି ସେଦିନ ନିବୃତ୍ତ ରୁମ୍ ରେ ଧର୍ମେନ୍ଦ୍ର କଥା ହୋଇଥିଲେ । ବିଜେପି ମିଡ଼ିଆ ସେଲ୍ (ଧର୍ମେନ୍ଦ୍ରଙ୍କ ଟିମ୍) ଯେଉଁ ଇସ୍ୟୁ ଉଠେଇବ, ତାହା ହିଁ ବ୍ରେକିଂ ନିଉଜ୍ ଓ ଜନତା ମଂଚ ହେବ ବୋଲି କୁହାଗଲା । ଖାଲି ସେତିକି ନୁହେଁ, କେଉଁ ଟିଭି ବିତର୍କକୁ କାହାରିକୁ ଡକାଯିବ, କାହାକୁ ଡକା ନ ଯିବ ମିଡ଼ିଆ ସେଲ୍ ତାହା ସ୍ଥିର କରିବ ବୋଲି ନିର୍ଦ୍ଦେଶ ରହିଲା । ଏହାର ବଦଳରେ…ଯାହା ଚାହିଁବ ବୋଲି ମଧ୍ୟ ଖୋଲାଖୋଲି କୁହାଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଅମିତ୍ ଶାହାଙ୍କ ସାନ୍ନିଧ୍ୟ ପାଇଥିବା ଏଡିଟର ଏହାକୁ କିଭଳି ଗ୍ରହଣ କରିଛନ୍ତି ତାହା ଆମକୁ ମାଲୁମ୍ ନାହିଁ । ତେବେ ସୋମବାର ସଂଧ୍ୟାରେ ମନୋଜ ନାୟକଙ୍କ ଟିଭି ଚାନେଲ୍ ରେ ପ୍ରାୟୋଜିତ ଖୋଲା ବିତର୍କ ବିଜେପି ମିସନ୍ ର ସଫଳ ଉଦ୍ୟମକୁ ପଦାରେ ପକାଇଛି ।
ସବୁଠାରୁ ଉଦବେଗ୍ ର କଥା, ମାଲିକ,ଏଡିଟର,ସାମ୍ବାଦିକଙ୍କୁ ପ୍ରଲୋଭିତ କରି କାର୍ଯ୍ୟକ୍ରମ ଓ ରିପୋର୍ଟ ପ୍ରସ୍ତୁତି ପାଇଁ ଧମକ ଦିଆଯାଉଥିଲେ ମଧ୍ୟ ରାଜ୍ୟରେ ଥିବା ସାମ୍ବାଦିକ ସଂଘଗୁଡ଼ିକ ଚୁପ୍ ରହିଛନ୍ତି । ଓଡ଼ିଶା ସାମ୍ବାଦିକତା ଯୁଗରେ ଏପରି କଳା ଯୁଗ କେବେ ବି ଆସି ନଥିଲା ବୋଲି ଅନେକ ବରିଷ୍ଠ ସାମ୍ବାଦିକ କହିଛନ୍ତି । ତେବେ ବିଜେପିର ଏ ବ୍ଲୁ ହ୍ୱେଲ୍ ଗେମକୁ ପ୍ରତିରୋଧ କରିବା ପାଇଁ କିଛି ଏଡିଟର,ସାମ୍ବାଦିକ ଆଗେଇ ଆସିବା ନିଶ୍ଚିତ ଭାବେ ଆଶାର କିରଣ ସୃଷ୍ଟି କରିଛି ।
Previous Post

ମିିସନ୍ ୧୨୦: ଟିଭି ଡିବେଟ୍ ବି ଫିକ୍ସିଂ !

Next Post

ପାଖାପାଖି ଦୁଇଗୁଣା ବଢ଼ିଲା ବିଧାୟକଙ୍କ ଦରମା

Next Post
ପାଖାପାଖି ଦୁଇଗୁଣା ବଢ଼ିଲା ବିଧାୟକଙ୍କ ଦରମା

ପାଖାପାଖି ଦୁଇଗୁଣା ବଢ଼ିଲା ବିଧାୟକଙ୍କ ଦରମା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA