Thursday, April 30, 2026 06:09 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସିବିଆଇ ପାଇଁ ଅଡୁଆ ବଢ଼ିଲା

by Our Correspondent
22 Sep, 2017- 03:04 PM
in Latest News, News
1 min read
0
ସିବିଆଇ ପାଇଁ ଅଡୁଆ ବଢ଼ିଲା
ଭୁବନେଶ୍ୱର: ହାଇକୋର୍ଟ ଜଷ୍ଟିସ୍ ସି.ଆର.ଦାଶଙ୍କ ଘରେ ରାତିଅଧିଆ ଚଢ଼ଉ ଉଦ୍ୟମ ଘଟଣାରେ ସିବିଆଇ ପାଇଁ ଅଡୁଆ ବଢ଼ିଚାଲିଛି । ଓଡ଼ିଶା ହାଇକୋର୍ଟ ମାମଲାକୁ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି । ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ଦାଏର ଜନସ୍ୱାର୍ଥ ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ସିବିଆଇକୁ ନୋଟିସ୍ ଜାରି କରିଛନ୍ତି । କାହା ଅନୁମତିରେ ସିବିଆଇ ଜଷ୍ଟିସ୍ ଦାଶଙ୍କ ଘରେ ପଶିଥିଲେ ତାହାର କାରଣ ଦର୍ଶାଇବାକୁ କୁହାଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ମଧ୍ୟ ମାମଲାରେ ପକ୍ଷଭୁକ୍ତ କରାଯାଇଛି । ଅକ୍ଟୋବର ୧୬ ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ହାଇକୋର୍ଟ ଦିନଧାର୍ଯ୍ୟ କରିଛନ୍ତି ।
ରାତିଅଧରେ ଜଷ୍ଟିସ୍ ଙ୍କ ଘରେ ପଶିବାକୁ ଉଦ୍ୟମ କରିଥିବା ଇନିସପେକ୍ଟର ପି.ସି.ମିଶ୍ରଙ୍କ ନେତୃତ୍ୱାଧୀନ ସିବିଆଇ ଟିମ୍ ବିରୋଧରେ କ୍ୟାଣ୍ଟନମେଣ୍ଟ ଥାନାରେ କେସ୍ ରୁଜୁ ହୋଇସାରିଛି । ଗତକାଲି କଟକ ଡିସିପି ସିବିଆଇ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଅଭିଯୁକ୍ତ ଟିମ୍ ସମ୍ପର୍କରେ ସବିଶେଷ ବିବରଣୀ ମାଗିଛନ୍ତି । ସେପଟେ ମାମଲାର ଗମ୍ଭୀରତାକୁ ଦେଖି ସିବିଆଇ ଡିଆଇଜି ମନୀଷ କୁମାର ସିହ୍ନା ପୁଲିସ କମିଶନରଙ୍କୁ ଭେଟିଛନ୍ତି । କମିଶନରେଟ୍ ପୁଲିସ ଏହି ଘଟଣାର ଛାନଭିନ୍ କରୁଥିବା ବେଳେ ହାଇକୋର୍ଟଙ୍କ କାରଣଦର୍ଶାଅ ନୋଟିସ୍ ସିବିଆଇର ହୋସ୍ ଉଡ଼ାଇ ଦେଇଛି । ଘଟଣାରେ ଉଭୟ ପୁଲିସ ଓ ସିବିଆଇର ପଦକ୍ଷେପ ସମସ୍ତଙ୍କ ପାଇଁ ଉତ୍କଣ୍ଠା ସୃଷ୍ଟି କରିଛି ।
ହାଇକୋର୍ଟଙ୍କ ଶୁଣାଣି ପରେ ବାର୍ ଆସୋସିଏସନ୍ ଆଜି କାର୍ଯ୍ୟବନ୍ଦ ଆନ୍ଦୋଳନରୁ ଓହରିଥିଲେ ମଧ୍ୟ ପରବର୍ତ୍ତୀ ଶୁଣାଣିକୁ ଅପେକ୍ଷା କରିଛନ୍ତି । ଆସନ୍ତା ୧୯ ତାରିଖରେ ସାଧାରଣ ପରିଷଦର ବୈଠକ ବସି ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର ହେବ ବୋଲି ସଭାପତି ଅଶୋକ କୁମାର ପରିଜା ସୂଚନା ଦେଇଛନ୍ତି । ହାଇକୋର୍ଟ ଜଷ୍ଟିସ୍ ଙ୍କ ଘରେ ସିବିଆଇ ପଶିବା ଉଦ୍ୟମ ଘଟଣାକୁ ରାଜ୍ୟର ବିଭିନ୍ନ ଓକିଲ ସଂଘ ଦୃଢ଼ ନିନ୍ଦା କରିଛନ୍ତି । ସିବିଆଇ ଅଫିସରଙ୍କ ହାମବଢ଼ା ନୀତିକୁ ସେମାନେ ସମାଲୋଚନା କରିଛନ୍ତି । ରାଜନୈତିକସ୍ତରରେ ମଧ୍ୟ ଘଟଣାକୁ ନେଇ ହଟଚମଟ ଜାରି ରହିଛି । ସିବିଆଇର ବଦନାମ ବୋଝରୁ ବିଜେଡ଼ି ଫାଇଦା ନେବାକୁ ଉଦ୍ୟମ କରୁଥିବା ବେଳେ ବେଳେ ବିଜେପି ଏକଘରିକିଆ ହୋଇଛି । ଦଳର ଅସନ୍ତୁଷ୍ଟ ନେତା ବିଜୟ ମହାପାତ୍ର ସିବିଆଇର ଆଚରଣକୁ ଖୋଲାଖୋଲି ନାପସନ୍ଦ କରିବା ଦଳୀୟ ଶିବିରରେ କମ୍ପମାନ ସୃଷ୍ଟି କରିଛି ।
Previous Post

ଚନ୍ଦନଙ୍କ ସନ୍ଦେହ, ଖୋଦ୍ ଶାହାଙ୍କର ବି

Next Post

ବିଜେଡ଼ି ପାଇଁ ସହଜ ନୁହେଁ ବିଜେପୁର

Next Post
ବିଜେଡ଼ି ପାଇଁ ସହଜ ନୁହେଁ ବିଜେପୁର

ବିଜେଡ଼ି ପାଇଁ ସହଜ ନୁହେଁ ବିଜେପୁର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA