Tuesday, May 26, 2026 07:26 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସୁପ୍ରିମକୋର୍ଟ ରାୟରେ ଦିଦି ଖୁସି

by Our Correspondent
05 Feb, 2019- 02:27 PM
in Latest News, News, Politics
1 min read
0
ସୁପ୍ରିମକୋର୍ଟ ରାୟରେ ଦିଦି ଖୁସି
ନୂଆଦିଲ୍ଲୀ: ସିବିଆଇକୁ ଚିଟଫଣ୍ଡ ତଦନ୍ତରେ ସହଯୋଗ ପାଇଁ କୋଲକତା ପୁଲିସ କମିଶନର ରାଜୀବ କୁମାର ସବୁବେଳେ ସହଯୋଗର ହାତ ବଢ଼ାଇଛନ୍ତି । ସିବିଆଇରେ ହାଜର ହେବାକୁ ସେ କେବେ ମନା କରିନାହାନ୍ତି କି ଲୁଚିବାକୁ ଚେଷ୍ଟା କରିନାହାନ୍ତି । ଦୁଇ ପକ୍ଷଙ୍କ ସହମତିରେ କୌଣସି ଏକ ଜାଗାରେ ସାକ୍ଷାତ ପାଇଁ ସିବିଆଇକୁ ବାରମ୍ବାର ଜଣାଇଛନ୍ତି । ଏ ସମ୍ପର୍କରେ ସିବିଆଇକୁ ୫ ଟି ଚିଠି ମଧ୍ୟ ଲେଖିଛନ୍ତି । ମାତ୍ର ସିବିଆଇ ତାଙ୍କୁ ଧରାଛୁଆଁ ଦେଇନି ।
ସୁପ୍ରିମକୋର୍ଟଙ୍କ ରାୟ ପରେ ସାମ୍ବାଦିକମାନଙ୍କ ଆଗରେ ଏହି ଗୁମର ଖୋଲିଛନ୍ତି ମମତା ବାନାର୍ଜୀ । ରାଜୀବ କୁମାର ସିବିଆଇରେ ହାଜର ହେବା ଏବଂ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ତାଙ୍କୁ ଗିରଫ କରାଯାଇପାରିବନି ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମମତାଙ୍କୁ ଖୁସି କରିଛି । ଏହି ରାୟକୁ ସେ ନୈତିକ ବିଜୟ ବୋଲି କହିଛନ୍ତି । ସେ କହିଛନ୍ତି, ସୁପ୍ରିମକୋର୍ଟଙ୍କ ରାୟ ଜନତାଙ୍କ ବିଜୟ ।
ସେପଟେ ରାୟକୁ ନେଇ ବିଜେପି ବି ଖୁସି ଜାହିର କରିବାକୁ ଉଦ୍ୟମ କରିଛି । ମମତାଙ୍କ ପାଇଁ ଏହା ଝଟକା ବୋଲି ଆକ୍ଷେପ କରିଛି । ରାୟ ଆଧାରରେ ମମତାଙ୍କ ଉପରେ ବର୍ଷିଛନ୍ତି ମୋଦି କ୍ୟାମ୍ପ୍ । ମୋଟାମୋଟି ଭାବେ ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ଉଭୟ ପକ୍ଷ ମଧ୍ୟରେ ରାଜନୀତି ଆହୁରି ଜୋର୍ ହୋଇଛି । ଦୁଇପକ୍ଷ ପରଷ୍ପର ଉପରେ ଆକ୍ରମଣ ଓ ପ୍ରତି ଆକ୍ରମଣ ଜାରି ରଖିଛନ୍ତି ।
ଆଜି ସୁପ୍ରିମକୋର୍ଟରେ ମାମଲା ଶୁଣାଣି ବେଳେ ଦୁଇପକ୍ଷଙ୍କ ଗରମ ଯୁକ୍ତି ଶୁଣିଥିଲେ ମୁଖ୍ୟ ବିଚାରପତି ଜଷ୍ଟିସ୍ ଗୋଗୋଇଙ୍କ ଡିଭିଜନ୍ ବେଞ୍ଚ । ସିବିଆଇ ପକ୍ଷରୁ ଆଟର୍ଣ୍ଣି ଜେନେରାଲ୍ କେ.କେ.ବେଣୁଗୋପାଳ ତାଙ୍କ ଯୁକ୍ତିରେ କହିଥିଲେ ଯେ ବିଭିନ୍ନ ଚିଟଫଣ୍ଡ ସଂସ୍ଥାଠାରୁ ତୃଣମୂଳ କଂଗ୍ରେସ ଆକାଉଣ୍ଟକୁ ଚେକ୍ ରେ ଅର୍ଥ ଆସିଛି । କୋଲକତା ପୁଲିସ କମିଶନର ରାଜୀବ କୁମାରଙ୍କ ବିରୋଧରେ ଯଥେଷ୍ଟ ଦସ୍ତାବିଜ୍ ବନ୍ଦ ଲଫାପାରେ ଦାଖଲ କରିବାକୁ କୋର୍ଟଙ୍କ ଅନୁମତି ନେଇଥିଲେ ।
ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଅଭିଷେକ ମନୁ ସିଂହଭି ଯୁକ୍ତି କରିଥିଲେ ଯେ ରାଜୀବ କୁମାରଙ୍କ ଘର ତଲାସି ଉଦ୍ୟମ କରି ସିବିଆଇ ତାଙ୍କୁ ବଦନାମ ଓ ହଇରାଣ କରିବାକୁ ଚାହିଁଛି । ରାଜୀବ କୁମାରଙ୍କ ବିରୋଧରେ ସିବିଆଇର କୌଣସି ଏତଲା ନାହିଁ । ବିଗତ ୪ ବର୍ଷରେ ସେ ସିବିଆଇଠାରୁ ୩ ଟି ନୋଟିସ୍ ପାଇଛନ୍ତି । ଶେଷ ଥର ପାଇଁ ଗତ ଡିସେମ୍ବର ୪ ତାରିଖରେ ତାଙ୍କ ପାଖକୁ ନୋଟିସ୍ ଆସିଥିଲା ।
Previous Post

ରାଜୀବ କୁମାରଙ୍କୁ ସିବିଆଇରେ ହାଜର ନିର୍ଦ୍ଦେଶ

Next Post

ସିବିଆଇ ଉପରେ ମୁହଁ ଖୋଲିଲେ ନବୀନ

Next Post
ସିବିଆଇ ଉପରେ ମୁହଁ ଖୋଲିଲେ ନବୀନ

ସିବିଆଇ ଉପରେ ମୁହଁ ଖୋଲିଲେ ନବୀନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA