Wednesday, April 29, 2026 05:33 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସୁରଟରେ କମ୍ୟୁନିଟି ସେଣ୍ଟର ପାଇଁ ଜମି ମାଗିଲେ ମୁଖ୍ୟମନ୍ତ୍ରୀ

by Our Correspondent
15 Dec, 2018- 09:57 PM
in Latest News, News
1 min read
0
ସୁରଟରେ କମ୍ୟୁନିଟି ସେଣ୍ଟର ପାଇଁ ଜମି ମାଗିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ସୁରଟରେ ରହୁଥିବା ଓଡ଼ିଆମାନଙ୍କ ପାଇଁ ଏକ କମ୍ୟୁନିଟି ସେଣ୍ଟର ନିର୍ମାଣ ସକାଶେ ଜମି ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କୁ ଅନୁରୋଧ କରିଛନ୍ତି । ସୁରଟ ସହରର କୌଣସି ଏକ ଉପଯୁକ୍ତ ସ୍ଥାନରେ ଗୋଟିଏ ଏକର ଜମି ଦେବାକୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି ।
ସୁରଟ ସହରରେ ୭ ଲକ୍ଷରୁ ଅଧିକ ଓଡ଼ିଆ ବସବାସ କରୁଛନ୍ତି । ସେମାନେ ଲୁଗାକଳ, ଛାପାଖାନା, ହୀରାଶିଳ୍ପ ଭଳି ବିଭିନ୍ନ ଶିଳ୍ପସଂସ୍ଥାରେ କାର୍ଯ୍ୟ କରୁଛନ୍ତି । ସେମାନଙ୍କୁ ଭେଟିବା ପରିବାର ଓ ସମ୍ପର୍କୀୟମାନେ ନିୟମିତ ସୁରଟ ଯାଉଛନ୍ତି । ଓଡ଼ିଶା ଲୋକଙ୍କ ଆବଶ୍ୟକତାକୁ ଚାହିଁ ରାଜ୍ୟ ସରକାର ସୁରଟରେ ଏକ କମ୍ୟୁନିଟି ସେଣ୍ଟର ସ୍ଥାପନ ପାଇଁ ଯୋଜନା କରିଛନ୍ତି । ପ୍ରସ୍ତାବିତ ସେଣ୍ଟରଟି ଓଡ଼ିଶା ଓ ଗୁଜୁରାଟ ମଧ୍ୟରେ ସାଂସ୍କୃତିକ ବିନିମୟର ନାଭିକେନ୍ଦ୍ର ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ।
ଅନ୍ୟପକ୍ଷରେ ଭୁବନେଶ୍ୱର ଓ ସୁରଟ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ଏ ସମ୍ପର୍କରେ ଗତ ଅଗଷ୍ଟ ୨୪ ତାରିଖରେ ଲେଖିଥିବା ଚିଠି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ତାଙ୍କୁ ମନେ ପକାଇ ଦେଇଛନ୍ତି । ସୁରଟରେ ବହୁ ସଂଖ୍ୟାରେ ଓଡ଼ିଆ ଲୋକ ରହୁଥିଲେ ମଧ୍ୟ ଭୁବନେଶ୍ୱର ସହ ସିଧାସଳଖ ବିମାନ ଯୋଗାଯୋଗ ନ ଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତୁରନ୍ତ ଏ ଦିଗରେ ଧ୍ୟାନ ଦେଇ ଏୟାର ଇଣ୍ଡିଆ ସମେତ ଅନ୍ୟାନ୍ୟ ଘରୋଇ ବିମାନ ଚଳାଚଳ କରାଇବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।
ସେହିଭଳି ବ୍ରହ୍ମପୁରରୁ ସୁରଟ ମଧ୍ୟରେ ସିଧାସଳଖ ଟ୍ରେନ ଏବଂ ଅନ୍ୟ ସ୍ଥାନରୁ ସୁରଟକୁ ଅଧିକ ଟ୍ରେନ ଚଳାଚଳ କରାଇବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ରେଳମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ଚିଠି ଲେଖିଛନ୍ତି । ବ୍ରହ୍ମପୁର ଓ ସୁରଟ ମଧ୍ୟରେ ପ୍ରତିଦିନ ଦୁଇଟି ରେଳଗାଡ଼ି ଚଳାଇବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଗତ ଅଗଷ୍ଟ ମାସରେ ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ଚିଠି ଲେଖିଥିଲେ ।
Previous Post

କାଲି କଳିଙ୍ଗ ଷ୍ଟାଡିୟମ୍ ଆସିବେ ତେନ୍ଦୁଲକର

Next Post

ନିରଞ୍ଜନଙ୍କୁ ସତ୍ୟ ଅଡୁଆ !

Next Post
ନିରଞ୍ଜନଙ୍କୁ ସତ୍ୟ ଅଡୁଆ !

ନିରଞ୍ଜନଙ୍କୁ ସତ୍ୟ ଅଡୁଆ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA