Wednesday, April 22, 2026 05:41 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସୁଲୋଚନାଙ୍କୁ ନେଇ ବିଜେଡ଼ିରେ ବିଦ୍ରୋହ

by Our Correspondent
27 Aug, 2017- 11:32 PM
in Latest News, Politics
1 min read
3
ସୁଲୋଚନାଙ୍କୁ ନେଇ ବିଜେଡ଼ିରେ ବିଦ୍ରୋହ
ଭୁବନେଶ୍ୱର: ସୁଲୋଚନା ଦାସ ବିଜେଡ଼ି ସପକ୍ଷରେ ଓକିଲାତି କରିବେ । ନବୀନ ପଟ୍ଟନାୟକ କି ଦାମୋଦର ରାଉତଙ୍କୁ ସୁରକ୍ଷା ଦେବେ । ଏମିତିକା କଥାକୁ ବିଜେଡ଼ିର ଅନେକ ନେତା ଗ୍ରହଣ କରିପାରିନାହାନ୍ତି । ଖାସ୍ କରି ଅଧିକାଂଶ ମହିଳା କର୍ମକର୍ତ୍ତା ସୁଲୋଚନାଙ୍କ ନାଁ ଶୁଣି ନାକ ଟେକିଛନ୍ତି । ଆଜି ସଂଧ୍ୟାରେ ବିଜେଡ଼ି ମୁଖପାତ୍ର ତାଲିକା ଘୋଷଣା ହେବା ପରେ ଦଳୀୟ ଶିବିରରୁ ଏହି ଖବର ଆସିଛି । ମୁଖପାତ୍ର ତାଲିକାରେ ସୁଲୋଚନାଙ୍କ ନାଁ ଦେଖି ଅଧିକାଂଶ ବିଦ୍ରୋହୀ ହୋଇପଡ଼ିଛନ୍ତି ।
ସେମାନଙ୍କ ଯୁକ୍ତି, ଦୁଇମାସ ତଳେ ସୁଲୋଚନା ନବୀନ ପଟ୍ଟନାୟକଙ୍କୁ ଗାଳିଗୁଲଜ କରୁଥିଲେ । ବିଜେଡ଼ି ସରକାର ଦୁର୍ନୀତିଗ୍ରସ୍ତ ବୋଲି ଚିଲାଉଥିଲେ । ନବୀନ ସରକାରଙ୍କ ନାରୀ ପ୍ରତି ସମ୍ମାନ ନାହିଁ ବୋଲି ଟିଭିରେ ଗଳା ଫଟାଇ ଚିତ୍କାର କରୁଥିଲେ । ରାଜରାସ୍ତାରେ ଦାମ ରାଉତଙ୍କ ବିରୋଧରେ ନାରାବାଜି କରୁଥିଲେ । ଏବେ ସେହି ସୁଲୋଚନା ଟିଭିରେ ବସି ନବୀନଙ୍କ ଗୁଣ ଗାଇବେ । ବିଜେଡ଼ି ସରକାରଙ୍କ ସ୍ତୁତିଗାନ୍ କରିବେ । ନବୀନ ସରକାର ନାରୀଙ୍କୁ ସମ୍ମାନ ଦିଅନ୍ତି ବୋଲି ଯୁକ୍ତି ରଖିବେ । ହଠାତ୍ ସୁଲୋଚନାଙ୍କ ମୁହଁରେ ଏଭଳି ବିଜେଡ଼ି ଗୁଣଗାନକୁ ସାଧାରଣ ଲୋକେ ଗ୍ରହଣ କରିବେ ତ ? ଲୋକେ ନାଚପାର୍ଟି ଦଳ ବୋଲି ଭାବିବେ ନା ନାଇଁ ?
ଦଳର ଜଣେ ବରିଷ୍ଠ ମହିଳା କର୍ମକର୍ତ୍ତା ନିଜ ନାଁ ରଖିବା ସର୍ତ୍ତରେ ସୁଲୋଚନାଙ୍କ ବିରୋଧରେ ବିଷ ଓଗାଳିଛନ୍ତି । କହିଛନ୍ତି, ସୁଲୋଚନାଙ୍କୁ କଂଗ୍ରେସ ମୁଣ୍ଡରେ ମୁଣ୍ଡାଇଥିଲା । ଦଳୀୟ ଯୋଗ୍ୟତାକୁ ନ କଷି ସିଧାସଳଖ ମୁଖପାତ୍ର ପଦରେ ବସାଇଥିଲା । ଓଡ଼ିଶାର ଘରେ ଘରେ ତାଙ୍କୁ ପରିଚିତ କରାଇଥିଲା । ମାତ୍ର ସେହି ସୁଲୋଚନା ରାତାରାତି କଂଗ୍ରେସକୁ ଗୋଇଠା ମାରି ନବୀନ ନିବାସ ଚାଲିଆସିଲେ । ନବୀନଙ୍କ ଗୋଡ଼ ହାତ ଧରି ବିଜେଡ଼ିରେ ମିଶିଗଲେ । ପାଗଯୋଗ ଦେଖି ସେଇ ସୁଲୋଚନା ଆଗକୁ ଯେ ବିଜେଡ଼ିକୁ ଗୋଇଠା ମାରି ବିଜେପିକୁ ନ ଯିବେ ସେଇ ଗ୍ୟାରେଣ୍ଟିଂ କିଏ ଦେବ ବୋଲି ପଚାରିଛନ୍ତି । ତାପରେ, ସୁଲୋଚନା ବିଜେଡ଼ି ସପକ୍ଷରେ ଟିଭିରେ ଗାଇବେ ଏବଂ ଆମେ ଘରେ ବସି ଶୁଣିବୁ ଏହାଠାରୁ ବଳି ଲଜ୍ଜାର କଥା ଆମ ପାଇଁ ଆଉ କ’ଣ ହୋଇପାରେ ବୋଲି ସେ ପ୍ରଶ୍ନ କରିଛନ୍ତି ।
Previous Post

ବିଜେଡ଼ିର ୧୧ ଜଣିଆ ନୂଆ ମୁଖପାତ୍ର ଟିମ୍

Next Post

ଅରୁଣ-ସଞ୍ଜୟଙ୍କ ଗୁଆ କଟିଲା !

Next Post
ଅରୁଣ-ସଞ୍ଜୟଙ୍କ ଗୁଆ କଟିଲା !

ଅରୁଣ-ସଞ୍ଜୟଙ୍କ ଗୁଆ କଟିଲା !

Comments 3

  1. LNK says:
    9 years ago

    Gaurav Bhatia, Samajwadi Party’s firefighter On TV, now the spokesman of BJP.

    Reply
  2. Ashok Kumar Biswal says:
    9 years ago

    Dhanya Neveen…. Dhanya BJF
    BJD ra ki guna gaiba mularu pahacha pahacha.

    Reply
  3. Bidyadhar Nayak says:
    9 years ago

    Where is the difficulties to pay respect to the decission of the party president ?

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA