Thursday, April 30, 2026 11:49 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସୁଲୋଚନା ବିଜେଡ଼ିକୁ ବିପଦ

by Our Correspondent
07 Sep, 2017- 10:14 AM
in Latest News, Politics
1 min read
1
ସୁଲୋଚନା ବିଜେଡ଼ିକୁ ବିପଦ
ଭୁବନେଶ୍ୱର: ବିଜେଡ଼ି ମୁଖପାତ୍ର ସୁଲୋଚନା ଦାସ ବିଜେଡ଼ି ପାଇଁ ଏବେ ସାନି ବିପଦ ପାଲଟିଛନ୍ତି । ଅମିତ ଶାହା ଏବଂ ତାଙ୍କ ଟିମ୍ ବିଜେଡ଼ି ଉପରେ ଘନଘନ ଆକ୍ରମଣ କରୁଥିବା ବେଳେ ବିଜେଡ଼ି ତରଫରୁ ସୁଲୋଚନାଙ୍କୁ ବ୍ୟାଟିଂ ପାଇଁ ଛଡ଼ାଯିବା ଦଳ ପାଇଁ ଘାତକ ସାବ୍ୟସ୍ତ ହୋଇଛି । କଂଗ୍ରେସର ମୁଖପାତ୍ର ହୋଇ ସୁଲୋଚନା କେବଳ ଲାଭାନ୍ୱିତ ହୋଇଥିବା ବେଳେ ଏବେ ସମାନ ଅବସ୍ଥା । ଅର୍ଥାତ ସୁଲୋଚନା ମୁହଁ ଦେଖେଇ ଲାଭରେ ରହୁଥିବା ବେଳେ ସୁଲୋଚନାଙ୍କ କଥାକୁ ଦଳୀୟ କର୍ମୀ ଛାଡନ୍ତୁ, ସାଧାରଣ ଲୋକ ବି ଗ୍ରହଣ କରିବାକୁ ନାରାଜ ।
ଗ୍ରହଣ ନକରିବା ପଛରେ କାରଣ ରହିଛି । ଏଇ ସୁଲୋଚନା କହିଥିଲେ: ନବୀନ ପଟ୍ଟନାୟକ ତାଙ୍କ ସଂପତ୍ତି ତାଙ୍କ ଭଉଣୀ ପାଖରେ ରଖିଛନ୍ତି । ଏଇ ସୁଲୋଚନା କହିଥିଲେ ନବୀନ ଅପାରଗ, ବିଜେଡ଼ି ସରକାର ଭ୍ରଷ୍ଟ । ଏଇ ସୁଲୋଚନା କହିଥିଲେ ବିଜେଡ଼ି ସରକାର ହେଉଛି ନାରୀ ଉତ୍ପୀଡ଼ନରେ ପ୍ରଥମ । ଖଣି ଦୁର୍ନୀତିରେ ଲଟରପଟର । ଏଇ ସୁଲୋଚନା କହିଥିଲେ ୧୭ ବର୍ଷ ହେଲା ଲୁଟୁଛି ବିଜେଡ଼ି, ମାଫିଆମାନେ ଏ ସରକାରକୁ କଂଟ୍ରୋଲ୍ କରୁଛନ୍ତି । ଏଇ ସୁଲୋଚନା କହିଥିଲେ ମହାନଦୀ ମାମଲାରେ ନବୀନ ଶୋଇଥିଲେ । ରମଣ ସିଂ ଓ ନବୀନ ମିଶି ମହାନଦୀ ଲୁଟ୍ କରିଥିଲେ । ଏ ସରକାର ଯୋଗୁଁ ନଗଡ଼ାରେ ଶିଶୁ ମୃତ୍ୟୁ ହେଲା, ବଡ଼ମେଡିକାଲରେ ଶିଶୁ ମଲେ, ମାଲକାନାଗିରିକୁ ଶିଶୁ ମୃତ୍ୟୁର ପରୀକ୍ଷାଗାର ବୋଲି ଏଇ ସୁଲୋଚନା କହିଥିଲେ ।
ଏବେ ସେ ନିଜ ବ୍ୟକ୍ତିଗତ ଲାଭ ପାଇଁ ବିଜେଡ଼ିକୁ ଆସିଛନ୍ତି । କିନ୍ତୁ ଏହା ଦଳକୁ ଗଭୀର କ୍ଷତି ପହଞ୍ଚାଇଛି । ପବ୍ଲିକ୍ ସୁଲୋଚନାଙ୍କ କଥାକୁ ଗ୍ରହଣ କରି ପାରୁ ନାହାନ୍ତି । ବରଂ ଉଭୟ ମୁଦେଇ ଓ ମୁଦାଲା ପାଇଁ ଲଢ଼ୁଥିବା ଜଣେ ପ୍ରଫେସନାଲ୍ ବୋଲି ଧରି ନେଲେଣି । ଟିଭିକୁ ସୁଲୋଚନାଙ୍କୁ ଛାଡିଲେ, ଲୋକ ବିଜେଡ଼ି କଥା ନଶୁଣି ବିଜେପି କଥା ଶୁଣିବା ଆରମ୍ଭ କରିବା ଆଶଙ୍କା ଦୃଢ଼ ହେଲାଣି ।
Previous Post

ଶାହାଙ୍କ ପ୍ରଥମ ଦିନ: ନାଁ କୁ ବୁଦ୍ଧିଜୀବୀ, ଦଳୀୟ କର୍ମୀରେ ହାଉସ୍ ଫୁଲ୍

Next Post

ଶାହାଙ୍କ କାର୍ଯ୍ୟକ୍ରମରେ ବୁଦ୍ଧିଜୀବୀ, ସାମ୍ବାଦିକ ଫିକ୍ସିଂ !

Next Post
ଶାହାଙ୍କ କାର୍ଯ୍ୟକ୍ରମରେ ବୁଦ୍ଧିଜୀବୀ, ସାମ୍ବାଦିକ ଫିକ୍ସିଂ !

ଶାହାଙ୍କ କାର୍ଯ୍ୟକ୍ରମରେ ବୁଦ୍ଧିଜୀବୀ, ସାମ୍ବାଦିକ ଫିକ୍ସିଂ !

Comments 1

  1. MD K says:
    9 years ago

    Obviously ….. Public is not able to Accept it ….

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA