Monday, May 25, 2026 06:34 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସୌମ୍ୟଙ୍କର ଆଉ ଏକ ଭିଡ଼ିଓ ଚର୍ଚ୍ଚାରେ

by Our Correspondent
09 Mar, 2018- 04:02 PM
in Latest News
1 min read
0
ଭୁବନେଶ୍ୱର: ବିଜେଡ଼ିରେ ଯୋଗଦେଇ ରାଜ୍ୟସଭା ପ୍ରାର୍ଥୀ ହୋଇଥିବା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କର ଆଉ ଏକ ଭିଡ଼ିଓ ଚର୍ଚ୍ଚାକୁ ଆସିଛି । ନିକଟ ଅତୀତରେ ଓଟିଭିର ‘ଖୋଲାକଥା’ରେ ସେ ଦେଇଥିବା ସାକ୍ଷାତକାରର ଏହା କିଛି ଅଂଶ । ସେଥିରେ ସେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ବିଜେଡ଼ିର ଚଉଦ ପୁରୁଷ ଉଦ୍ଧାର କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଲକ୍ଷ୍ୟ କରି ଖଣି ମାଫିଆ ଭଳି କଡ଼ା ଶବ୍ଦ ବ୍ୟବହାର କରିଛନ୍ତି । ସୌମ୍ୟ ବିଜେଡ଼ିରେ ମିଶିବା ପରେ ଜୀ କଳିଙ୍ଗର ତତ୍କାଳୀନ ମୁଖ୍ୟ ସତ୍ୟପ୍ରକାଶ ନାୟକଙ୍କ ସହ ସାକ୍ଷାତକାରର ଏକ ଭିଡ଼ିଓ ପ୍ରବଳ ଭାଇରାଲ୍ ହେବା ପରେ ଏବେ ‘ଖୋଲାକଥା’ରେ ସତ୍ୟଜିତ୍ ମିଶ୍ରଙ୍କ ସହ ସାକ୍ଷାତକାର ଭିଡ଼ିଓ ପୁଣି ଚର୍ଚ୍ଚାର ଖୋରାକ ଆଣିଛି ।
ସେହି ଭିଡ଼ିଓର କିଛି ଅଂଶକୁ ଆମେ ଏଠାରେ ଅବିକଳ ଉପସ୍ଥାପନ କରୁଛୁ ।
“ନବୀନବାବୁଙ୍କର ଯଦି ଏତେ ଦମ୍ ଅଛି ତେବେ ଖଣି ମାଫିଆ କିଏ ସେ କହୁନାହାନ୍ତି କାହିଁକି ? ନବୀନ ବାବୁ ତ ଏତେ ଭୋଟ ପାଇଛନ୍ତି ଡରୁଛନ୍ତି କାହାକୁ ? ତାଙ୍କ ସପକ୍ଷରେ ତ ଏତେ ଲୋକ ଅଛନ୍ତି ସେ କାହିଁକି ଘରେ ବନ୍ଦ ହେଇ ଅଛନ୍ତି ? ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ । ଅପ୍ରତିଦ୍ୱନ୍ଦୀ ନେତା । ହଜାର ହଜାର ଲୋକଙ୍କର ଭୋଟ ପାଇଛନ୍ତି । ଅଧିକରୁ ଅଧିକ ଲୋକଙ୍କର ଜନସମର୍ଥନ ପାଇଆସୁଛନ୍ତି । ହେଲେ ତାଙ୍କର ଦିନଚର୍ଯ୍ୟା କ’ଣ ବୁଝୁନାହାନ୍ତି ? ସେ ସକାଳୁ କେତେବେଳେ ଉଠନ୍ତି ? କେତେବେଳେ କ’ଣ କରନ୍ତି ? ମୁଖ୍ୟମନ୍ତ୍ରୀଙ୍କର ଦିନଚର୍ଯ୍ୟା ଜାଣିବାର ଆମର ଅଧିକାର ଅଛି । ତାଙ୍କର ଶାସନ ଚାଲିଛି, ଲୋକେ ତାଙ୍କୁ ସମର୍ଥନ କରୁଛନ୍ତି ବୋଲି ଆମେ ତାଙ୍କୁ କ’ଣ କିଛି କହିପାରିବାନି । ଏଟା କ’ଣ ରାଜନୀତି ? ନବୀନବାବୁ କେବେ କେଉଁଠି ପ୍ରେସ୍ କନଫରେନସ୍ କଲେଣି ? ପ୍ରଶ୍ନର ଉତ୍ତର ଦେଲେଣି ? ମୁଁ ତାଙ୍କୁ ସ୍ୱୀକାର କରିବି ଯଦି ସେ ନିର୍ଭୁଲ ଓଡ଼ିଆ କହିବେ । ମୁଁ ତାଙ୍କୁ ସ୍ୱୀକାର କରିବି ଯଦି ଚାଷୀମାନଙ୍କୁ ଅଗ୍ରାଧିକାର ଦେବେ । ଏ ପୁଞ୍ଜିପତିମାନଙ୍କ ସପକ୍ଷରେ ପଡ଼ିବେନି ।.. ନବୀନବାବୁଙ୍କ ଆଡକୁ ମୁଁ ଢ଼ଳିବାର ପ୍ରଶ୍ନ ଉଠୁନି । ଢ଼ଳିବି.. ଯେଉଁଦିନ ସେ ଓଡ଼ିଆ ଭାଷା ପାଇଁ କାମ କରିବେ । କାହିଁକି କଳା ପଟୁଆର ଚାଲିଛି ? ସେ ତ କଳାପତାକା ଦେଖିଲେ ଡେଉଁଛନ୍ତି । ସେ ତ କଳାଓଢ଼ଣୀ ଦେଖିଲେ ଝିଅମାନଙ୍କୁ ଲଙ୍ଗଳା କରିଦେବାକୁ ପ୍ରସ୍ତୁତ ଅଛନ୍ତି । ହେଲେ କଳାପତାକା ଧରି ୪ ଜଣ ଓଡ଼ିଆ ଲୋକ ଓଡ଼ିଆ ଭାଷା ବ୍ୟବହାର ହେଉ ପାଇଁ କହିଲେ ତାଙ୍କୁ ଦଣ୍ଡଦେବାକୁ କହୁଛନ୍ତି । କିନ୍ତୁ କାହିଁକି କି ଅପରାଧ କରୁଛନ୍ତି ସେମାନେ ? ଓଡ଼ିଶା ଲୋକଙ୍କର ମନ କିଣିବା ପାଇଁ ଯେଉଁମାନେ ଚେଷ୍ଟା କରୁଛନ୍ତି । ଜୋତା, ଭତ୍ତା, ଛତା, ଟଙ୍କିକିଆ ଚାଉଳ, କୁଡ଼ିଆ ଦେଇ ଯୋଉଭଳି ଭାବେ ଭୋଟ କିଣା ବେପାର ଚାଲିଛି..ଓଡ଼ିଶା ତ ଗରିବ ତେଣୁ ନବୀନ ବାବୁ ଚାହୁଁଛନ୍ତି ଓଡ଼ିଶା ଲୋକ ଗରିବ ହୋଇ ଥାଆନ୍ତୁ..”
Previous Post

ରାଜ୍ୟସଭା: ବିଜେଡ଼ିର ତିନି ପ୍ରାର୍ଥୀ କଲେ ନାମାଙ୍କନ

Next Post

ଓଡ଼ିଶା ସିଭିଲ୍ ସର୍ଭିସ୍ ରେଜଲ୍ଟ: ଚିନ୍ମୟୀ ଟପ୍ପର୍

Next Post
ଓଡ଼ିଶା ସିଭିଲ୍ ସର୍ଭିସ୍ ରେଜଲ୍ଟ: ଚିନ୍ମୟୀ ଟପ୍ପର୍

ଓଡ଼ିଶା ସିଭିଲ୍ ସର୍ଭିସ୍ ରେଜଲ୍ଟ: ଚିନ୍ମୟୀ ଟପ୍ପର୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA