Friday, April 17, 2026 10:15 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସୌମ୍ୟଙ୍କୁ ସାଥ୍ ଦେଉନି ଭାଗ୍ୟ

by Our Correspondent
12 May, 2017- 07:23 PM
in Latest News, Politics
0
ସୌମ୍ୟଙ୍କୁ ସାଥ୍ ଦେଉନି ଭାଗ୍ୟ

ଭୁବନେଶ୍ୱର: କ୍ଷମତାର ଚଉକି ଖଣ୍ଡେ ପାଇଁ ବହୁ ଆଶା ବାନ୍ଧିଥିଲେ । ଆଖିରେ ଭରି ଦେଇଥିଲେ ଅସୁମାରୀ ସ୍ୱପ୍ନ । ହେଲେ ସବୁ ଫୁସ୍ ହୋଇଗଲା । ଭାଗ୍ୟଟା ଏତେ ନିର୍ଦ୍ଦୟ ଯେ ଯାହାକୁ ଧରି କ୍ଷମତାର ସିଢ଼ି ଚଢ଼ିବାକୁ ସ୍ୱପ୍ନ ଦେଖିଥିଲେ ସେମାନଙ୍କ ଚଉକି ଖସିଗଲା । ଏବେକୁ ମନମାରି ନିଜର ମିଛିମିଛିକା କର୍ମସ୍ଥଳୀ ଖଣ୍ଡପଡ଼ାକୁ ପୁଣି ଆଦରେଇବାକୁ ବାଧ୍ୟ ହୋଇଛନ୍ତି । ଖଣ୍ଡପଡ଼ାବାସୀଙ୍କ ମନ କିଣିବାକୁ ପୁଣି ବ୍ୟାକୁଳ ହୋଇପଡ଼ିଛନ୍ତି ।

ରାଜନୈତିକ ମହଲର ଚର୍ଚ୍ଚା ଅନୁଯାୟୀ, ଖଣ୍ଡପଡ଼ା ଜନସାଧାରଣଙ୍କ ଦ୍ୱାରା ବାରମ୍ବାର ପ୍ରତ୍ୟାଖ୍ୟାତ ସୌମ୍ୟରଂଜନ ନିଜର “ଆମ ଓଡ଼ିଶା ପାର୍ଟି” ଛତା ତଳେ ଭାଗ୍ୟ ପରଖି ପାରୁନାହାନ୍ତି । ପଞ୍ଚାୟତ ନିର୍ବାଚନରେ ବିଜେପିର ଉତଥାନ ଦେଖି ପ୍ରଥମେ ସେୟାଡକୁ ଢ଼ଳିଥିଲେ । ଧର୍ମେନ୍ଦ୍ର ପ୍ରଧାନଙ୍କୁ ଗୋଟା ପଣ କରି ଅନ୍ତରର ଆତ୍ମା କରିଛନ୍ତି । ହେଲେ ତାହା କାମ କରୁନି । ଶେଷ ବିକଳ୍ପ ଭାବେ ସୌମ୍ୟ ବିଜେଡ଼ିକୁ ଢ଼ଳିବାକୁ ଚେଷ୍ଟା କରିଥିଲେ । କିଛି ପାୱରାଫୁଲ୍ ଚେଲାଚାମୁଣ୍ଡାଙ୍କ ପ୍ରରୋଚନା ଓ ସହଯୋଗରେ ବିଜେଡ଼ିର ଶକ୍ତିକେନ୍ଦ୍ର ଆଡକୁ ହାତ ବଢ଼ାଉଥିଲେ । ସେଥିପାଇଁ ତିନି ଜଣ ପାୱାରଫୁଲ୍ ଯୁବମନ୍ତ୍ରୀଙ୍କ ଏକାନ୍ତ ସହଯୋଗକୁ କାମ୍ୟ କରିଥିଲେ ସେ । ସେମାନଙ୍କ ମନ କିଣିବା ପାଇଁ ନିଜ ହୋମ୍ ପ୍ରଡ଼କ୍ସନ୍ ର ବିଭିନ୍ନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି କରି ନେଇଥିଲେ । ସେହି ସଭାରେ ସଂପୃକ୍ତ ଯୁବମନ୍ତ୍ରୀଙ୍କ ଦକ୍ଷତା ଓ ଜ୍ଞାନଗାରିମାକୁ ପ୍ରଂଶସାରେ ପୋତି ଦେଇଥିଲେ । ସେମାନଙ୍କ ଜରିଆରେ ନବୀନ ପଟ୍ଟନାୟକଙ୍କୁ ମନେଇବା ପାଇଁ ଏହି ସବୁ ଚାଲ୍ ଥିଲା । ଖାସ୍ କରି ବିଷ୍ଣୁ ଦାସଙ୍କ ଇସ୍ତଫାରେ ଖାଲି ଥିବା ରାଜ୍ୟସଭା ଆସନ ଆଖେଇ ଦିଲ୍ଲୀ ଯିବାକୁ ମନେ ମନେ ମନସ୍ଥ କରିଦେଇଥିଲେ ସୌମ୍ୟ ।

ହେଲେ ରାଜନୀତିର ମହାବାତ୍ୟା ତାଙ୍କ ସ୍ୱପ୍ନ ଧୂଳିସାତ୍ କରିଦେଇଛି । ଯେଉଁ ଯୁବମନ୍ତ୍ରୀଙ୍କ ହାତ ଧରି କ୍ଷମତା ଚଉକିର ସ୍ୱପ୍ନ ଦେଖୁଥିଲେ ରାତାରାତି ସେହି ଯୁବମନ୍ତ୍ରୀଙ୍କ ଚଉକି ଖସିଯାଇଛି । ମନି ଓ ମିଡ଼ିଆ ପାୱାର୍ ଦେଖାଇ ବିଜେଡ଼ିରେ ନିଜକୁ ବୈଜୟନ୍ତ ପଣ୍ଡା ଏବଂ ଭର୍ତ୍ତୃହରିିଙ୍କ ବିକଳ୍ପ ଉପସ୍ଥାପନ କରୁଥିବା ସୌମ୍ୟରଂଜନଙ୍କ ବିଜେଡ଼ି ସମ୍ପର୍କ ବାନ୍ଧିବା ଆଗରୁ ଡୋରି ଛିଣ୍ଡିଯାଇଛି । ଆଖେଇଥିବା ରାଜ୍ୟସଭା ଆସନ ଚାଲିଯାଇଛି ପ୍ରତାପ ଦେବଙ୍କ ହାତକୁ । ବିଜେପି ଓ ବିଜେଡ଼ିରେ ଆଶ୍ରା ଖୋଜି ବିଫଳ ହୋଇଥିବା ସୌମ୍ୟ ଏବେ କାନମୁଣ୍ଡା ଆଉଁଷି ସେଇ ଖଣ୍ଡପଡ଼ାରେ ମନ ଲଗାଇଛନ୍ତି । ମନ ଛଡ଼େଇଥିବା କର୍ମୀଙ୍କ ମନ କିଣିବାକୁୁ ପୁଣି ଲାଗିପଡ଼ିଛନ୍ତି ।

Previous Post

ପ୍ରଦୀପ ଅମାତ୍ ବାଚସ୍ପତି

Next Post

ବୈଜୟନ୍ତ ସାବାଡ୍

Next Post
ବୈଜୟନ୍ତ ସାବାଡ୍

ବୈଜୟନ୍ତ ସାବାଡ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA