Monday, May 25, 2026 07:16 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସ୍ୱାସ୍ଥ୍ୟ ସଚିବ କହିଲେ ‘ଭୁବନେଶ୍ୱର ସୁରକ୍ଷିତ’

by Our Correspondent
18 Apr, 2020- 10:52 PM
in Latest News, News
1 min read
0
ସ୍ୱାସ୍ଥ୍ୟ ସଚିବ କହିଲେ ‘ଭୁବନେଶ୍ୱର ସୁରକ୍ଷିତ’
ଭୁବନେଶ୍ୱର: ଓଡ଼ିଶାର କରୋନା ହଟ୍ ସ୍ପଟ୍ ଭୁବନେଶ୍ୱର ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ । ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ଆଜି ଏହି ଆଶ୍ୱାସନା ଦେଇଛନ୍ତି । ସେ କହିଛନ୍ତି ସହରର ହଟ୍ ସ୍ପଟ୍ ଇଲାକକୁ ସର୍ଭେଲାନ୍ସରେ ରଖାଯାଇ ଆକ୍ରାନ୍ତମାନଙ୍କ ଟ୍ରାଭେଲ୍ ହିଷ୍ଟ୍ରି, କଣ୍ଟାକ୍ଟ ଲିଷ୍ଟ ସଂଗ୍ରହ କରାଯାଇଛି । ସେହି ଅନୁସାରେ ସାମ୍ପଲ୍ ନିଆଯାଇ ଟେଷ୍ଟ କରାଯାଉଛି । ତେଣୁ ଡରିବାର କୌଣସି କାରଣ ନାହିଁ । ଗୋଟିଏ ବାକ୍ୟରେ କହିଲେ ଭୁବନେଶ୍ୱର ସୁରକ୍ଷିତ ଅଛି ।
କୋଭିଡ୍ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପର୍ଯ୍ୟାପ୍ତ ପ୍ରସ୍ତୁତ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଯେତେ ବେଡ୍ ପ୍ରସ୍ତୁତ ହୋଇଛି, ଆକ୍ରାନ୍ତ ସଂଖ୍ୟା ଦୃଷ୍ଟିରୁ ତାହାର ୧% ବି ପୂରଣ ହୋଇନି । ତେବେ ଭବିଷ୍ୟତରେ ସମ୍ଭାବ୍ୟ ପରିସ୍ଥିତିକୁ ନଜରରେ ରଖାଯାଇ ଏଭଳି ପ୍ରସ୍ତୁତି କରାଯାଇଥିବା ସ୍ୱାସ୍ଥ୍ୟ ସଚିବ କହିଛନ୍ତି ।
କରୋନା ହଟ୍ ସ୍ପଟ୍ କୁହାଯାଉଥିବା ଦେଶର ଅନ୍ୟ ସହର ତୁଳନାରେ ଭୁବନେଶ୍ୱରରୁ ଅଧିକ ସାମ୍ପଲ୍ ଟେଷ୍ଟ କରାଯାଉଛି । ଦିଲ୍ଲୀରେ ପ୍ରତି ଲକ୍ଷେ ଲୋକଙ୍କ ମଧ୍ୟରୁ ୯୨ ଜଣଙ୍କର ଟେଷ୍ଟ ହେଉଛି । ମୁମ୍ବାଇରେ ୧୮୮ ଜଣଙ୍କର ଟେଷ୍ଟ ହେଉଛି । ଭୁବନେଶ୍ୱରରେ ପ୍ରତି ଲକ୍ଷେ ଲୋକରେ ୧୯୦ ଜଣଙ୍କ ଟେଷ୍ଟ ହେଉଛି । ଏହାକୁ ଅଧିକ ବଢ଼ାଇବା ପାଇଁ ଆମେ ଉଦ୍ୟମ କରିଛୁ । ତେଣୁ ଆଜିଠାରୁ ଭୁବନେଶ୍ୱରରେ ରାପିଡ ଟେଷ୍ଟ ଆରମ୍ଭ ହୋଇଛି ।
ସ୍ୱାସ୍ଥ୍ୟ ବିଭାଗର ଟିମ୍ ଘରକୁ ଘର ବୁଲି ସର୍ଭେ କରି ସାମ୍ପଲ୍ ନେଉଛନ୍ତି । ଆଜି ସକାଳେ ୭୫୬ ସାମ୍ପଲ୍ ନିଆଯାଇଛି ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ।
ରାପିଡ୍ ଟେଷ୍ଟ କେମିତି ହୁଏ: ଲୋକଙ୍କ ଭେନ୍ ରୁ ରକ୍ତ ନିଆଯାଇ ପରୀକ୍ଷା କରାଯାଏ । ସାମ୍ପଲ୍ ସଂଗ୍ରହର ୧୫/୨୦ ମିନିଟ୍ ଭିତରେ ରିପୋର୍ଟ ମିଳିଯିବ । ନମୁନା ପଜିଟିଭ୍ ବାହାରିଲେ ଆଉ ଥରେ ସ୍ୱାବ୍ ଟେଷ୍ଟ ହେବ ।
Previous Post

ମୁଖ୍ୟ ଶାସଚ ସଚିବଙ୍କ ସହ ୪ ଜିଲ୍ଲା ବୁଲିଲେ ପାଣ୍ଡିଆନ୍

Next Post

ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା; ୧୪ ଦିନିଆ କ୍ୱାରେଣ୍ଟାଇନ୍ ରେ ରହିବେ ବାହାର ରାଜ୍ୟ ଫେରନ୍ତା

Next Post
ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା; ୧୪ ଦିନିଆ କ୍ୱାରେଣ୍ଟାଇନ୍ ରେ ରହିବେ ବାହାର ରାଜ୍ୟ ଫେରନ୍ତା

ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା; ୧୪ ଦିନିଆ କ୍ୱାରେଣ୍ଟାଇନ୍ ରେ ରହିବେ ବାହାର ରାଜ୍ୟ ଫେରନ୍ତା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA