Saturday, May 9, 2026 08:35 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ହୀନସ୍ତାରେ ବୈଜୟନ୍ତ: ଷ୍ଟେଜ୍ ଖାଲି, ଆୟୋଜକ ଚମ୍ପଟ୍

by Our Correspondent
03 Feb, 2018- 11:35 PM
in Latest News, Politics
1 min read
0
ହୀନସ୍ତାରେ ବୈଜୟନ୍ତ: ଷ୍ଟେଜ୍ ଖାଲି, ଆୟୋଜକ ଚମ୍ପଟ୍
କେନ୍ଦ୍ରାପଡ଼ା: ବିଜେଡ଼ିରୁ ନିଲମ୍ବିତ ହେବାର ୧୦ ଦିନ ପରେ ଆଜି ନିଜ ନିର୍ବାଚନମଣ୍ଡଳୀ ଆସିଥିଲେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା । ପଟ୍ଟାମୁଣ୍ଡାଇ ଅଣ୍ଡରାରେ ପାଣିଟାଙ୍କି ଉଦଘାଟନ କରିବା ସହ ମାର୍ଶାଘାଇ ବ୍ଲକ୍ ରେ ନିଜ ସମର୍ଥକଙ୍କ ଦ୍ୱାରା ଆୟୋଜିତ ଏକ ପ୍ରତିଭା ସମ୍ମାନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା । ସାଂସଦ ପାଣିଟାଙ୍କି ଉଦଘାଟନ କରିଥିଲେ ମଧ୍ୟ ମାର୍ଶାଘାଇରେ ଧୋକା ଖାଇଗଲେ । ସେଠି ସାଂସଦ ପହଞ୍ଚିଲା ବେଳକୁ ଷ୍ଟେଜ୍ ଖାଲି । ଆୟୋଜକ ଚମ୍ପଟ୍ । ପ୍ରତିଭା ସମ୍ମାନ ଉତ୍ସବ ବାତିଲ । ଅପମାନିତ ସାଂସଦ ହାତଗଣତି ସମର୍ଥକଙ୍କ ମେଳରେ ଗାଁ ବୁଲି ଲୋକଙ୍କ ସହ ମିଶିବାକୁ ଚେଷ୍ଟା କଲେ । ଦୁଇ ପ୍ଲାଟୁନ୍ ପୁଲିସ କର୍ଡନ ଭିତରେ ଗସ୍ତ ସାରି ଫେରିଯାଇଥିଲେ ।
ମହାକାଳପଡ଼ା ନିର୍ବାଚନମଣ୍ଡଳୀର ମାର୍ଶାଘାଇ ବ୍ଲକ୍ ତାଳସଂଘରେ ସାଂସଦଙ୍କ ସମର୍ଥକମାନଙ୍କ ଦ୍ୱାରା କଣ୍ଠେଶ୍ୱର ମହାଦେବଙ୍କ ତୃତୀୟ ବାର୍ଷିକ ସମ୍ମାନ ଟାଲେଣ୍ଟ ଉତ୍ସବ ଆୟୋଜନ କରାଯାଇଥିଲା । ମାତ୍ର ବିଜେଡ଼ି ସମର୍ଥକମାନେ ଦଳରୁ ନିଲମ୍ବିତ ସାଂସଦଙ୍କୁ ଘୋର ବିରୋଧ କରୁଥିଲେ । ଫଳରେ ଗତକାଲିଠାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଅଭିଯୋଗ ଅନୁଯାୟୀ, ରାତିରେ କିଛି ଦୁର୍ବୃତ୍ତ ସାଂସଦଙ୍କ ସଭା ପାଇଁ ପ୍ରସ୍ତୁତ ମଞ୍ଚକୁ ଭାଙ୍ଗିଦେଇଥିଲେ । ତେବେ ସାଂସଦ ତାଙ୍କର କାର୍ଯ୍ୟକ୍ରମ କରିବାକୁ ଜିଦ୍ ଧରିଥିବା କୁହାଯାଉଛି । ତାଙ୍କ ସମର୍ଥକମାନେ ସଭା ସଫଳ କରିବା ପାଇଁ ପ୍ରବଳ ଉଦ୍ୟମ କରିଥିଲେ ମଧ୍ୟ ବିଜେଡ଼ି କର୍ମୀଙ୍କ ପ୍ରବଳ ବିରୋଧ ଯୋଗୁଁ ତାହା ସମ୍ଭବ ହୋଇ ନ ଥିଲା । ସାଂସଦ ନିଜ ସମ୍ମାନ ବଞ୍ଚାଇବାକୁ ସେଠାରେ ମୁହଁ ମାରି ଫେରିଲେ । ତେବେ ଏଭଳି ପରିସ୍ଥିତିର ବାସ୍ନା ପୂର୍ବରୁ ପାଇ ସାଂସଦ ରାଗି ସାରିଥିଲେ । ଅଣ୍ଡରାରେ ପାଣିଟାଙ୍କି ଉଦଘାଟନ ସାରି ବିଜେଡ଼ି ସରକାରକୁ ମନଇଚ୍ଛା ବର୍ଷିଥିଲେ । ଅବଶ୍ୟ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କୁ ସିଧା ଟାର୍ଗେଟ୍ ନ କରି ସେଇ ତୃତୀୟ ମହଲା ବାବୁଙ୍କ ମୁଣ୍ଡରେ ଅଠା ବୋଳିଲେ ।
ସାଂସଦଙ୍କ ଏହି ଗସ୍ତକାଳରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଦେଖି ପୋଷାକ/ସାଦା ପୋଷାକରେ ପ୍ରାୟ ୫୦୦ ପୁଲିସ କର୍ମଚାରୀ ନିୟୋଜିତ ହୋଇଥିବା ଜଣାପଡ଼ିଛି । ନିଜେ ଏସପି ମାର୍ଶାଘାଇ ଥାନାରେ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଥିଲେ । ସେପଟେ ବୈଜୟନ୍ତଙ୍କୁ ସ୍ୱାଗତ କରିବା ପାଇଁ ବିଭିନ୍ନ ସ୍ଥାନରେ ଲଗାଯାଇଥିବା ହୋର୍ଡିଂ କୌତୁହଳ ସୃଷ୍ଟି କରିଛି । ସମର୍ଥକମାନେ ତାଙ୍କ ନାଁ ପଛରୁ ସାଂସଦ ପଦ ହଟାଇ ଇମଫାର ଉପସଭାପତି ଭାବେ ସମ୍ବୋଧନ କରିଛନ୍ତି । ଠିକ୍ ବିଜେଡ଼ି ଯେଭଳି ବୈଜୟନ୍ତଙ୍କ ଇମଫାର ଉପସଭାପତି ପରିଚୟଟିକୁ ଏବେ ଆଗକୁ ଆଣିଛି । ସମଗ୍ର କେନ୍ଦ୍ରାପଡ଼ା ଜିଲ୍ଲାରେ ଏହା ଚର୍ଚ୍ଚାର ବିଷୟ ହୋଇଛି ।
Previous Post

ବୈଜୟନ୍ତଙ୍କଠି ବାଜିବ ସାତକୋଶିଆ ଛାଟ !

Next Post

ପ୍ରଣୟ କଂଗ୍ରେସ ପ୍ରାର୍ଥୀ, ଘାଟାରେ ବିଜେପି

Next Post
ପ୍ରଣୟ କଂଗ୍ରେସ ପ୍ରାର୍ଥୀ, ଘାଟାରେ ବିଜେପି

ପ୍ରଣୟ କଂଗ୍ରେସ ପ୍ରାର୍ଥୀ, ଘାଟାରେ ବିଜେପି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA