Thursday, April 30, 2026 06:40 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

୧୧୨ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି ତୃତୀୟ ଆକ୍ରାନ୍ତ ବ୍ୟକ୍ତି

by Our Correspondent
28 Mar, 2020- 08:39 PM
in Latest News, News
1 min read
0
୧୧୨ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି ତୃତୀୟ ଆକ୍ରାନ୍ତ ବ୍ୟକ୍ତି
ଭୁବନେଶ୍ୱର: ରାଜ୍ୟର ତୃତୀୟ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ସମୁଦାୟ ୧୧୨ ଜଣ ଆସିଛନ୍ତି । ଏମାନଙ୍କ ମଧ୍ୟରୁ ୯୭ ଜଣ ଚିହ୍ନଟ ହୋଇ ସାରିଥିଲେ ମଧ୍ୟ ୧୫ ଜଣ ଚିହ୍ନଟ ହୋଇପାରିନାହାନ୍ତି । ଚିହ୍ନଟଙ୍କ ମଧ୍ୟରୁ ଆଜି ୧୧ ଜଣଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ଜଣଙ୍କର ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ ଅନ୍ୟ ୧୦ ଜଣଙ୍କର ରିପୋର୍ଟକୁ ଅପେକ୍ଷା କରାଯାଇଛି ।
ରାଜ୍ୟ ସରକାରଙ୍କ କୋଭିଡ୍ ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସାମ୍ବାଦିକ ସମ୍ମିଳନୀରେ ଏହି ତଥ୍ୟ ଦେଇଛନ୍ତି ।
ଶ୍ରା ବାଗଚୀଙ୍କ ସୂଚନା ଅନୁଯାୟୀ, ତୃତୀୟ କରୋନା ଆକ୍ରାନ୍ତ, ତାଙ୍କ ପତ୍ନୀ, ଝିଅ, ଡ୍ରାଇଭର ଏବଂ ସହାୟିକାଙ୍କ ସଂସ୍ପର୍ଶରେ ଆସିଥିବା ୧୧୨ ଜଣଙ୍କ ମଧ୍ୟରେ ଅଛନ୍ତି ଆକ୍ରାନ୍ତ କାମ କରୁଥିବା ବ୍ୟାଙ୍କର ୪୪ କର୍ମଚାରୀ, ବିଧାନସଭାର ୭, କ୍ଲିନିକ୍ ର ୨୧ ଓ ନମୁନା ସଂଗ୍ରହକାରୀ ୩ ଜଣ ବ୍ୟକ୍ତି । ଦିଲ୍ଲୀରୁ ଆସିଥିବା ଇଣ୍ଡିଗୋ ବିମାନର ୩୨ ଜଣ ଯାତ୍ରୀ ମଧ୍ୟ ତାଙ୍କ ସଂସ୍ପର୍ଶରେ ଆସିଥିଲେ ।
ଆଜି ମଧ୍ୟାହ୍ନ ସୁଦ୍ଧା ରାଜ୍ୟରେ ସମୁଦାୟ ୨୫୬ଟି ନମୁନା କୋଭିଡ୍-୧୯ ପରୀକ୍ଷା ପାଇଁ ପଠାଯାଇଥିଲା ବେଳେ ୨୨୬ ନମୁନାର ରିପୋର୍ଟ ଆସିଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିନି, ସେହି ୩ରେ ସୀମିତ ରହିଛି । ଚିକିତ୍ସିତ ହେଉଥିବା ଦୁଇ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଏବଂ ଲକ୍ଷଣମୁକ୍ତ ଅଛନ୍ତି । ତୃତୀୟ ବ୍ୟକ୍ତିଙ୍କ ଅବସ୍ଥାରେ ଆଜି ଉନ୍ନତି ହୋଇଛି । ସମସ୍ତେ ହସ୍ପିଟାଲ୍ ରେ ସାଧାରଣ ଖାଦ୍ୟ ଖାଉଛନ୍ତି । ଅନ୍ୟପକ୍ଷରେ ୫୬ ଜଣ କରୋନା ସନ୍ଦିଗ୍ଧ ବିଭିନ୍ନ ହସ୍ପିଟାଲ୍ ରେ ଆଇସୋଲେସନ୍ ରେ ଅଛନ୍ତି ।
ଆଜି ପର୍ଯ୍ୟନ୍ତ ମୋଟ ୭୦୮୦ ଜଣ ଅନଲାଇନ୍ ଏବଂ ୧୦୪ ମାଧ୍ୟମରେ ପଞ୍ଜିକରଣ କରାଇଛନ୍ତି । ସେମାନଙ୍କ ମଧ୍ୟରୁ ୪୨୮୬ ବିଦେଶରୁ ଓ ୨୭୯୪ ଜଣ ଅନ୍ୟ ରାଜ୍ୟରୁ ଫେରିଛନ୍ତି ।
ବିିଶ୍ୱ ଓ ଦେଶର କରୋନା ସ୍ଥିତି ସମ୍ପର୍କରେ ସୂଚନା ଦେଇ ଶ୍ରା ବାଗଚୀ କହିଛନ୍ତି, କାଲି ସୁଦ୍ଧା ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୫ ଲକ୍ଷ ୩୭ ହଜାର ୧୭୫ । ଆଜି ଏହି ସଂଖ୍ୟା ୬ ଲକ୍ଷ ୧ ହଜାର ୫୨୦ ରେ ପହଞ୍ଚିଛି । ସେହିଭଳି କାଲି ସୁଦ୍ଧା ବିଶ୍ୱରେ ମୃତକଙ୍କ ସଂଖ୍ୟା ଥିଲା ୨୪,୧୨୬ । ଆଜି ଏହି ସଂଖ୍ୟା ୨୭,୪୪୧ ରେ ପହଞ୍ଚିଛି । କାଲି ସୁଦ୍ଧା ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୭୫୩ । ଆଜି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦୮ ରେ ପହଞ୍ଚିଛି । କାଲି ସୁଦ୍ଧା ଦେଶରେ ମୃତ୍ୟୁ ସଂଖ୍ୟା ୨୦ ଥିଲା । ଆଜି ସେହି ୨୦ରେ ସ୍ଥିର ଅଛି ।
Previous Post

ଗରିବ, ଖଟିଖିଆଙ୍କ ପାଇଁ ନବୀନଙ୍କ ୨୨୦୦ କୋଟିର ପ୍ୟାକେଜ୍

Next Post

ରାଜ୍ୟ ସରକାରଙ୍କ ପଦକ୍ଷେପ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

Next Post
ରାଜ୍ୟ ସରକାରଙ୍କ ପଦକ୍ଷେପ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ରାଜ୍ୟ ସରକାରଙ୍କ ପଦକ୍ଷେପ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA