Thursday, April 30, 2026 01:24 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

୧+୩ ଫର୍ମୂଲା, ନିରଞ୍ଜନଙ୍କ ନାଁ ଚୂଡାନ୍ତ !

by Our Correspondent
05 Sep, 2017- 04:03 PM
in Latest News, Politics
1 min read
1
୧+୩ ଫର୍ମୂଲା, ନିରଞ୍ଜନଙ୍କ ନାଁ ଚୂଡାନ୍ତ !
ନୂଆଦିଲ୍ଲୀ: ଦ୍ୱିତୀୟ ଥର ପାଇଁ ରାଜ୍ୟ କଂଗ୍ରେସର ମଙ୍ଗ ଧରିବେ ନିରଞ୍ଜନ ପଟ୍ଟନାୟକ । ପ୍ରସାଦ ହରିଚନ୍ଦନଙ୍କୁ ହଟାଇ ନିରଞ୍ଜନଙ୍କୁ ପିସିସି ସଭାପତି ଆସନ ଦିଆଯିବ । ଓଡ଼ିଶାର ବରିଷ୍ଠ କଂଗ୍ରେସ ନେତାମାନଙ୍କ ସହ ରାହୁଲ ଗାନ୍ଧୀଙ୍କ ବୈଠକ ପରେ ଆପାତତଃ ଏହି ସୂଚନା ମିଳିଛି । କେବଳ ଘୋଷଣା ବାକି ଅଛି । ଯେ କୌଣସି ମୁହୁର୍ତ୍ତରେ ଏହା ଘୋଷଣା ହୋଇପାରେ । ଓଡ଼ିଶା କଂଗ୍ରେସରୁ କନ୍ଦଳ ଦୂର ପାଇଁ ରାହୁଲ ୧+୩ ଫର୍ମୂଲା ପ୍ରସ୍ତୁତି କରିଛନ୍ତି । ଜଣେ ସଭାପତି ଓ ବିଭିନ୍ନ ଜୋନ୍ ରୁ ତିନିଜଣଙ୍କୁ କାର୍ଯ୍ୟକାରୀ ସଭାପତି କରାଯିବ । ସମ୍ଭାବ୍ୟ କାର୍ଯ୍ୟକାରୀ ସଭାପତିମାନେ ହେଲେ ଦକ୍ଷିଣାଞ୍ଚଳରୁ ପ୍ରଦୀପ ମାଝୀ, ପଶ୍ଚିମାଞ୍ଚଳରୁ ନବ ଦାସ ଏବଂ ଉପକୂଳରୁ ଚିରଞ୍ଜିବୀ ବିଶ୍ୱାଳ । ଭକ୍ତ ଦାସଙ୍କୁ ପ୍ରଚାର କମିଟି ଅଧ୍ୟକ୍ଷ ପଦରେ ଥଇଥାନ କରାଯାଉଥିବା ସୂଚନା ମିଳିଛି ।
ରାହୁଲ ଗାନ୍ଧୀ ଆଜି ଦଳର ୱାର୍ ରୁମ୍ ରେ ଓଡ଼ିଶାର ୩୬ ଜଣ କଂଗ୍ରେସ ନେତାଙ୍କ ବୈଠକ ନେଇଥିଲେ । କାହାରିକୁ ସେ କହିବାର ସୁଯୋଗ ନ ଦେଇ ନିଜେ ୨୦ ମିନିଟ୍ କହିଥିଲେ । କହିଥିଲେ, ‘ଆମେ ଗୋଟିଏ ବିଚାରାଧାରାରୁ ଆସିଛେ । ସାମୁହିକ ନେତୃତ୍ୱରେ ହିଁ ଦଳ ଆଗକୁ ବଢ଼ିବ । ଆପଣଙ୍କ ମତ ଅନୁଯାୟୀ ନିଷ୍ପତ୍ତି ନଆଯିବ । ଏଥର ଓଡ଼ିଶା କଂଗ୍ରେସରେ ଯୋଡି ହେବ ନୂଆ ଫର୍ଦ୍ଦ । ଆଜିଠାରୁ ଦଳରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି । ଯାହାର ଯାହା ଅଭିଯୋଗ ସିଧାସଳଖ ମୋତେ ଜଣାଇବେ ।’ ରାହୁଲଙ୍କୁ ପୂର୍ବରୁ ଓଡ଼ିଶା କଂଗ୍ରେସ ନେତାଙ୍କୁ ପ୍ରଭାରୀ ବି.କେ.ହରିପ୍ରସାଦ ଟିଉସନ୍ କରିଥିଲେ । ପରେ ରାହୁଲ ୱାର୍ ରୁମ୍ ବୈଠକ ସାରି ତାଙ୍କ ଲନ୍ କୁ ଯାଇଥିଲେ । ସେଠାକୁ ପ୍ରଥମେ ଡାକିଥିଲେ ନିରଞ୍ଜନ ପଟ୍ଟନାୟକଙ୍କୁ । ପରେ ପରେ ପ୍ରଦୀପ ମାଝୀ, ନବ ଦାସ , ଚିରଞ୍ଜୀବି ବିଶ୍ୱାଳ ଓ ଭକ୍ତ ଦାସଙ୍କୁ ଡାକି ମନ୍ତ୍ରଣା କରିଥିଲେ । ରାହୁଲଙ୍କୁ ଭେଟି ଫେରିବା ପରେ ପ୍ରସାଦ ହରିଚନ୍ଦନଙ୍କ ମୁହଁ ଶୁଖିଯାଇଥିଲା ବେଳେ ନିରଞ୍ଜନଙ୍କ ମୁହଁରେ ହସ ଫୁଟୁଥିବା ଲକ୍ଷ୍ୟ କରାଯାଇଥିଲା । ନୂଆ ପିସିସି ଟିମ୍ ସଂକ୍ରାନ୍ତରେ ଆପାତତଃ ନିଷ୍ପତ୍ତି ହୋଇସାରିଥିବା ସେମାନଙ୍କଠାରୁ ଆଭାଷ ମିଳିଛି ।
Previous Post

ମାତିଛନ୍ତି ଡକାୟତ ଗ୍ୟାଙ୍ଗ୍, ପୁଲିସ ହାତବନ୍ଧା

Next Post

ଧର୍ମେନ୍ଦ୍ରଙ୍କ ପାଇଁ ଗୁମାସ୍ତାଙ୍କ ମାମଲତି

Next Post
ଧର୍ମେନ୍ଦ୍ରଙ୍କ ପାଇଁ ଗୁମାସ୍ତାଙ୍କ ମାମଲତି

ଧର୍ମେନ୍ଦ୍ରଙ୍କ ପାଇଁ ଗୁମାସ୍ତାଙ୍କ ମାମଲତି

Comments 1

  1. ନିରଞ୍ଜନ says:
    9 years ago

    ଏଇଟା ଆଗରୁ ଜଣାଥିଲା

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA