Wednesday, July 29, 2026 05:15 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୪୮ ଘଣ୍ଟା ପାଇଁ ଭୁବନେଶ୍ୱର, ଭଦ୍ରକ ସଟ୍ ଡାଉନ୍ (କର୍ଫ୍ୟୁ)

by Our Correspondent
03 Apr, 2020- 01:03 PM
in Latest News, News
1 min read
0
୪୮ ଘଣ୍ଟା ପାଇଁ ଭୁବନେଶ୍ୱର, ଭଦ୍ରକ ସଟ୍ ଡାଉନ୍ (କର୍ଫ୍ୟୁ)

– ଗୋଷ୍ଠୀ ସଂକ୍ରମଣ ରୋକିବାକୁ କଠୋର ପଦକ୍ଷେପ
– କେହି ବି ଘରୁ ବାହାରିପାରିବେନି, ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବି ବନ୍ଦ

ଭୁବନେଶ୍ୱର: ସମ୍ଭାବ୍ୟ କରୋନା ସଂକ୍ରମଣକୁ ପ୍ରତିହତ ପାଇଁ ଭୁବନେଶ୍ୱର ଓ ଭଦ୍ରକ ସହରକୁ ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ସଟ୍ ଡାଉନ୍ ଘୋଷଣା କରାଯାଇଛି । ଏହି ସଟ୍ ଡାଉନ୍ କୁ କର୍ଫ୍ୟୁ ଭାବେ ବିଚାର କରିବାକୁ କୁହାଯାଇଛି । ଶୁକ୍ରବାର ସଂଧ୍ୟା ୮ଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ କିଣାବିକା ଉପରେ ମଧ୍ୟ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି ।

ଦୁଇ ସହରରେ କୌଣସି ବି ବ୍ୟକ୍ତି ଘରୁ ବାହାରି ପାରିବେ ନାହିଁ । ଯିଏ ବାହାରିବେ ପୁଲିସ ତାଙ୍କୁ ଜବରଦସ୍ତ ଉଠାଇ ନେଇ ୧୪ ଦିନିଆ କ୍ୱାରେଣ୍ଟାଇନ୍ ରେ ରଖାଯିବ । ଦଣ୍ଡସ୍ୱରୂପ ମାମଲା ରୁଜୁ ହେବ, ଫାଇନ୍ ବି ପଡ଼ିବ । ଅତ୍ୟାବଶ୍ୟକ ସାମଗ୍ରୀ ବିକୁଥିବା କୌଣସି ଦୋକାନ ଖୋଲାରହିବ ନାହିଁ କିଛି ବିକ୍ରିବଟା ହୋଇପାରିବ ନାହିଁ । ଏପରିକି ଔଷଧ ଦୋକାନ ଖୋଲିବା ଉପରେ କଟକଣା ଜାରି ହୋଇଛି । କେଉଁ ଔଷଧ ଦୋକାନ ଖୋଲା ରହିବ ତାହା ପ୍ରଶାସନ ନିଷ୍ପତ୍ତି ନେବ । ଲକ୍ ଡାଉନ୍ ବେଳେ ବାହାରକୁ ଯିବାକୁ ଯେଉଁମାନେ ପାସ୍ ପାଇଛନ୍ତି ସେହି ପାସ୍ କୁ ୪୮ ଘଣ୍ଟା ପାଇଁ ଅକାମୀ କରାଯାଇଛି ।

ମୋଟାମୋଟି ଦେଖିଲେ, ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ଦୃଷ୍ଟିରୁ ରାଜ୍ୟ ସରକାର ଏଭଳି କଠୋର ପଦକ୍ଷେପ ଆପଣାଇବାକୁ ବାଧ୍ୟ ହୋଇଛନ୍ତି । ଭଦ୍ରକ ଓ ଭୁବନେଶ୍ୱର ସୂର୍ଯ୍ୟନଗରର ଆକ୍ରାନ୍ତ ବ୍ୟକ୍ତିଙ୍କ ଟ୍ରାଭେଲ୍ ହିଷ୍ଟ୍ରି ଦେଖିଲା ପରେ ସରକାରଙ୍କ ଚିନ୍ତା ବଢ଼ିଯାଇଛି । ବିଶେଷ କରି ସୂର୍ଯ୍ୟନଗର କେସ୍ ଟି ଅଧିକ ଚିନ୍ତା ବଢ଼ାଇଛି । ଆଜି ସଟ୍ ଡାଉନ୍ ଘୋଷଣା କରି ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ଏହା ସ୍ୱୀକାର କରିଛନ୍ତି । ଏବେ ମଣିଷ ଜୀବନ ବଞ୍ଚାଇବାର ବେଳ । କୌଣସି ବଡ଼ ବିପଦକୁ ଟାଳିବା ପାଇଁ ରାଜ୍ୟ ସରକାର କଠୋର ହେବାକୁ ବାଧ୍ୟ ହୋଇଛନ୍ତି ଏବଂ ଏଥିରେ ସମସ୍ତେ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି । ତେବେ କେହି ଛାନିଆଁ ନ ହେବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି ।
ପୁଲିସ ଡିଜି ଶ୍ରୀ ଅଭୟ ଏହି ସଟ୍ ଡାଉନ୍ କୁ ଏକପ୍ରକାର କର୍ଫ୍ୟୁ ବୋଲି କହିଛନ୍ତି । କର୍ଫ୍ୟୁ ନିୟମ ଯାହା ସଟ୍ ଡାଉନ୍ ସେୟା ବୋଲି ଧରିନେବାକୁ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । କୌଣସି ପରିସ୍ଥିତିରେ ଭୁବନେଶ୍ୱର ଓ ଭଦ୍ରକ ସହରବାସୀ ଘରୁ ବାହାରି ପାରିବେ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି । ସହରରେ ଆମ୍ବୁଲାନସ୍ ବୁଲିବ ଏବଂ ମେଡ଼ିକାଲ୍ କେସ୍ ପାଇଁ ଲୋକେ ଆତଙ୍କିତ
ନ ହେବାକୁ ସେ ପରାମର୍ଶ ଦେଇଛନ୍ତି । ତେବେ ୪୮ ଘଣ୍ଟା ସମ୍ପୂର୍ଣ୍ଣ ଭାବେ ଘରେ ରହିବାକୁ ଲୋକମାନେ ବାଧ୍ୟ ବୋଲି ସେ ଜଣାଇ ଦେଇଛନ୍ତି ।
Previous Post

ରଥକାଠ ଚିରା ଅନୁକୂଳ

Next Post

ସୁସ୍ଥ ହୋଇ ଘରକୁ ଫେରିଲେ ପ୍ରଥମ କରୋନା ଆକ୍ରାନ୍ତ

Next Post
ସୁସ୍ଥ ହୋଇ ଘରକୁ ଫେରିଲେ ପ୍ରଥମ କରୋନା ଆକ୍ରାନ୍ତ

ସୁସ୍ଥ ହୋଇ ଘରକୁ ଫେରିଲେ ପ୍ରଥମ କରୋନା ଆକ୍ରାନ୍ତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA