ଭୁୁବନେଶ୍ୱର: ସୋମବାର ବିଳମ୍ବିତ ରାତିରେ ଏଆଇସିସି ପକ୍ଷରୁ କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ବରଗଡ଼, ସୁନ୍ଦରଗଡ଼, କଳାହାଣ୍ଡି, ନବରଙ୍ଗପୁର, କନ୍ଧମାଳ ଓ ବ୍ରହ୍ମପୁର ଲୋକସଭା ଆସନ ସମେତ ୩୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ଏହି ତାଲିକାରେ କେବଳ ଜଣେ ମହିଳାଙ୍କୁ ସ୍ଥାନ ମିଳିଛି । ସେ ହେଉଛନ୍ତି ଚିତ୍ରକୋଣ୍ଡାରୁ ଶ୍ରୀମତୀ ଲକ୍ଷ୍ମୀପ୍ରିୟା ନାୟକ ।
ଲୋକସଭା ପ୍ରାର୍ଥୀ ତାଲିକା
ବରଗଡ଼- ପ୍ରଦୀପ କୁମାର ଦେବତା
ସୁନ୍ଦରଗଡ଼- ଜର୍ଜ ତିର୍କୀ
କଳାହାଣ୍ଡି- ଭକ୍ତଚରଣ ଦାସ
ନବରଙ୍ଗପୁର- ପ୍ରଦୀପ ମାଝୀ
କନ୍ଧମାଳ- ମନୋଜ କୁମାର ଆଚାର୍ଯ୍ୟ
ବ୍ରହ୍ମପୁର- ଭି.ଚନ୍ଦ୍ରଶେଖର ନାଇଡୁ
ବିଧାନସଭା ପ୍ରାର୍ଥୀ ତାଲିକା
ପଦ୍ମପୁର- ସତ୍ୟଭୂଷଣ ସାହୁ
ବରଗଡ଼- ନିପନ୍ ଦାସ
ଅତାବିରା- ନିହାର ମହାନନ୍ଦ
ବୀରମିତ୍ରପୁର- ରୋହିତ ଯୋଶେଫ୍ ତିର୍କୀ
ରାଜଗାଙ୍ଗପୁର- ଡ. ସି.ଏସ୍.ରାଜନ୍
ବୀରମହାରାଜପୁର- ବିନୋଦ କୁମାର ପାତ୍ର
ବଲାଙ୍ଗୀର- ନରସିଂହ ମିଶ୍ର
ନୂଆପଡ଼ା- ଘାସିରାମ ମାଝୀ
ଖରିଆର- ଅଧିରାଜ ପାଣିଗ୍ରାହୀ
ଝରିଗ୍ରାମ- ଉଧାର ମାଝୀ
ନବରଙ୍ଗପୁର- ସଦନ ନାଏକ
ଡାବୁଗାଁ- ଭୂଜବଳ ମାଝୀ
ଲାଞ୍ଜିଗଡ଼- ଶିବାଜୀ ମାଝୀ
ଧର୍ମଗଡ଼- ଦିଗମ୍ବର ଦୁରିଆ
ବାଲିଗୁଡ଼ା- ସିମନ୍ ମଲ୍ଲିକ
ଫୁଲବାଣୀ- କିଶୋର ଚନ୍ଦ୍ର କଅଁର
କଣ୍ଟାମାଳ- ପ୍ରଶାନ୍ତ ସାହୁ
ଦଶପଲ୍ଲା- ପ୍ରଶାନ୍ତ କୁମାର ନାୟକ
ଭଞ୍ଜନଗର- ସଞ୍ଜୟ କୁମାର ତ୍ରିପାଠୀ
ପୋଲସରା- ହରିଚରଣ ସ୍ୱାଇଁ
କବିସୂର୍ଯ୍ୟନଗର- ବିଜୟ କୁମାର ସାହୁ
ଆସ୍କା- ମନୋଜ କୁମାର ଜେନା
ସାନଖେମୁଣ୍ଡି- ରମେଶ ଚନ୍ଦ୍ର ଜେନା
ହିଞ୍ଜିଳି- ରାମକୃଷ୍ଣ ପଣ୍ଡା
ଗୋପାଳପୁର- ଏସ୍.ଧାମରାଜ ରେଡ୍ଡି
ବ୍ରହ୍ମପୁର- ଲିଙ୍ଗରାଜ ଚୌଧୁରୀ
ଦିଗପହଣ୍ଡି- ବିସ୍ମୟ ମହାପାତ୍ର
ଚିକିଟି- ସୁବାସ ଚନ୍ଦ୍ର ରାଉତ
ମୋହନା- ଦାଶରଥୀ ଗମାଙ୍ଗ
ଗୁଣୁପୁର- ପୁରୁଷୋତ୍ତମ ଗମାଙ୍ଗ
ବିଷମ କଟକ- ନୀଳମାଧବ ହିକୋକା
ଜୟପୁର- ତାରାପ୍ରସାଦ ବାହିନୀପତି
କୋରାପୁଟ- କୃଷ୍ଣଚନ୍ଦ୍ର କୁଲଦୀପ୍
ପଟାଙ୍ଗୀ- ରାମଚନ୍ଦ୍ର କାଡାମ୍
ମାଲକାନଗିରି- ମାଲା ମାଢ଼ୀ
ଚିତ୍ରକୋଣ୍ଡା- ଶ୍ରୀମତୀ ଲକ୍ଷ୍ମୀପ୍ରିୟା ନାୟକ