Tuesday, May 26, 2026 02:57 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘୯୨% ପ୍ରବାସୀ ବେସାହାରା, ଭିଟାମାଟି ଫେରିବାକୁ ଅଟକାଇ ହେବନି’

by Our Correspondent
09 May, 2020- 09:47 PM
in Latest News, News
1 min read
0
‘୯୨% ପ୍ରବାସୀ ବେସାହାରା, ଭିଟାମାଟି ଫେରିବାକୁ ଅଟକାଇ ହେବନି’
ଭୁୁବନେଶ୍ୱର: ନିଜ ଭିଟାମାଟିକୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କୁ ନେଇ ତର୍କ ବିତର୍କ ଚାଲିଥିବା ବେଳେ ଏହାର ମାନବିକ, ନୈତିକ, ଆଇନଗତ ଓ ବାସ୍ତବ ଦୃଷ୍ଟିଭଙ୍ଗୀ ଆଲୋକପାତ କରିଛନ୍ତି ରାଜ୍ୟ ସରକାରଙ୍କ କୋଭିଡ୍ ମୁକିବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ପ୍ରବାସୀ ଓଡ଼ିଆଙ୍କ ଯୋଗୁଁ ପଜିଟିଭ୍ ସଂଖ୍ୟା ବଢ଼ୁଥିବାରୁ ସେଥିରେ ବ୍ୟତିବ୍ୟସ୍ତ ହେବାର ନାହିଁ । ବରଂ ସମ୍ଭାବ୍ୟ ମହା ମହାମାରୀକୁ ଏହା ପ୍ରତିହତ କରିବାର ସମ୍ଭାବନା ରଖିଥିବା ସେ କହିଛନ୍ତି ।
ଶ୍ରୀ ବାଗଚୀ ଉପସ୍ଥାପିତ କରିଥିବା ତଥ୍ୟରେ, ସର୍ବଭାରତୀୟସ୍ତରରେ କର୍ମନିଯୁକ୍ତି ପାଇଁ ବର୍ତ୍ତମାନ ପ୍ରାୟ ୨୦ କୋଟି ପ୍ରବାସୀ ଅଛନ୍ତି । ସେଥିମଧ୍ୟରୁ ୯୨% ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ଆମ ଓଡ଼ିଶାରେ ୧୨ ଲକ୍ଷ ୭୦ ହଜାର ବାହାର ରାଜ୍ୟ ଓ ଦେଶରେ ଯାଇ କାମ କରୁଛନ୍ତି । ଓଡ଼ିଶାରେ ବି ବାହାର ରାଜ୍ୟର ୮ ଲକ୍ଷ ୬୦ ହଜାର ଲୋକ କାମ କରୁଛନ୍ତି । ଭାରତବର୍ଷର ୧୦୦ଟି ପରିବାରରେ ୧୬ ଟି ପରିବାର କର୍ମନିଯୁକ୍ତି ପାଇଁ ଭିଟାମାଟି ଛାଡ଼ି ବାହାରକୁ ଯାଆନ୍ତି । ସୁତରାଂ ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ପ୍ରବାସୀମାନେ ଲକଡାଉନ୍ ଯୋଗୁଁ କାମ ହରାଇଥିବାରୁ ସେମାନଙ୍କର ରହିବା, ଖାଇବା ବ୍ୟବସ୍ଥା ଠପ୍ ହୋଇଯାଇଛି । ଏମାନେ ଦୁଃଖଦୁର୍ଦ୍ଦଶାରେ ରହିଛନ୍ତି ।
ଏଭଳି ପରିସ୍ଥିତିରେ ପ୍ରବାସୀମାନେ ସ୍ୱଇଚ୍ଛାରେ ଭିଟାମାଟି ଫେରିବାକୁ ଚାହିଁଲେ ତାଙ୍କୁ ରୋକା ଯାଇପାରିବ ନାହିଁ । ଏହା ସେମାନଙ୍କର ଆଇନଗତ ଅଧିକାର । ମାନବିକ ଦୃଷ୍ଟିକୋଣରୁ ମଧ୍ୟ ତାଙ୍କୁ ଭିଟାମାଟି ଫେରିବାରେ ବାରଣ କରାଯାଇପାରିବ ନାହିଁ । ବାସ୍ତବ ଦୃଷ୍ଟିକୋଣରୁ ବି ତାହା ଅସମ୍ଭବ ।
ଏହି ପରିସ୍ଥିତିର ମୁକାବିଲା ପାଇଁ ଓଡ଼ିଶା ସରକାର ଯଥେଷ୍ଟ ପଦକ୍ଷେପ ଗ୍ରହଣ କରିଛନ୍ତି । ୬,୮୯୫ଟି ପଞ୍ଚାୟତରେ କ୍ୱାରେଣ୍ଟାଇନ୍ କେନ୍ଦ୍ର ଖୋଲି ପ୍ରବାସୀ ଓଡ଼ିଆଙ୍କୁ ୨୧ ଦିନ ରଖିବାର ବିଶେଷ ବ୍ୟବସ୍ଥା କରିଛନ୍ତି । ତେଣୁ ଏବେ ସେହି କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ସଂକ୍ରମିତ ଚିହ୍ନଟ ହେଉଥିବାରୁ ବିଚଳିତ ହେବାର କାରଣ ନାହିଁ । ଏହି ବାସ୍ତବତାକୁ ଆମକୁ ଗ୍ରହଣ କରି କରୋନାକୁ ମୁକାବିଲା କରିବାକୁ ପଡ଼ିବ ବୋଲି ଶ୍ରୀ ବାଗଚୀ କହିଛନ୍ତି ।
Previous Post

ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ

Next Post

ମିଶନ ଶକ୍ତି ମହିଳାଙ୍କ ପ୍ରଶଂସାରେ ସୁଜାତା କାର୍ତ୍ତିକେୟନ୍

Next Post
ମିଶନ ଶକ୍ତି ମହିଳାଙ୍କ ପ୍ରଶଂସାରେ ସୁଜାତା କାର୍ତ୍ତିକେୟନ୍

ମିଶନ ଶକ୍ତି ମହିଳାଙ୍କ ପ୍ରଶଂସାରେ ସୁଜାତା କାର୍ତ୍ତିକେୟନ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA