Tuesday, May 19, 2026 06:05 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କିମ୍‍ସରେ ‘କହୋଟେକ୍‍’ର ଦଶମ ସଂସ୍କରଣ ଉଦ୍‍ଯାପିତ

by Our Correspondent
16 Nov, 2025- 06:20 PM
in Latest News, News
1 min read
0
କିମ୍‍ସରେ ‘କହୋଟେକ୍‍’ର ଦଶମ ସଂସ୍କରଣ ଉଦ୍‍ଯାପିତ

ଭୁବନେଶ୍ୱରଳ: କନସୋର୍ଟିୟମ୍ ଅଫ୍ ଆକ୍ରେଡିଟେଡ୍ ହେଲଥକେୟାର ଅର୍ଗାନାଇଜେସନ୍‍ସ (କାହୋ) ଦ୍ୱାରା ଆୟୋଜିତ ଭାରତର ପ୍ରିମିୟର ହେଲ୍‍ଥକେୟାର ଟେକ୍ନୋଲୋଜି ଇନୋଭେସନ୍ କନକ୍ଲେଭ୍‌– କାହୋଟେକ୍‍ର ଦଶମ ସଂସ୍କରଣ ରବିବାର କିମ୍‍ସରେ ଉଦଯାପିତ ହୋଇ ଯାଇଛି। କିମସ ଓ କାହୋ ମିଳିତ ଆନୁକୁଲ୍ୟରେ “ଟେକ୍ନୋଲୋଜି ଆଣ୍ଡ ଇମ୍ପାକ୍ଟ: ସଲଭିଂ ଚ୍ୟାଲେଞ୍ଜେସ ଇନ ହେଲ୍‍ଥକେୟାର’ ବିଷୟବସ୍ତୁ ଉପରେ ଆୟୋଜିତ ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟସେବା ଶିଳ୍ପ, ବୃତ୍ତିଗତ, ନବସର୍ଜନାକାରୀ, ଷ୍ଟାର୍ଟଅପ୍ ଓ ଛାତ୍ର ପ୍ରତିନିଧିମାନେ ଯୋଗ ଦେଇଥିଲେ । କିଟ୍‍, କିସ୍‍ ଓ କିମ୍‍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମ କ୍ରମେ ଓଡ଼ିଶାକୁ ପ୍ରଥମ ଥର ଲାଗି ଏହି କାର୍ଯ୍ୟକ୍ରମ କିମ୍‍ସ ତତ୍ତ୍ୱାବଧାନରେ ଆୟୋଜନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇ ଶ୍ରୀ  ସାମନ୍ତ କହିଲେ, ବର୍ଷ ବର୍ଷ ଧରି କାହୋଟେକ୍‍, କାହୋର ସ୍ୱାସ୍ଥ୍ୟ ପ୍ରଯୁକ୍ତି ଫୋରମର ପ୍ରମୁଖ ପ୍ଲାଟଫର୍ମ ଭାବରେ ରହି ଆସିଛି। ଏହା ସ୍ୱାସ୍ଥ୍ୟସେବା ପ୍ରଦାନକାରୀ, ପ୍ରଯୁକ୍ତିବିଦ୍ୟା ଉଦ୍‍ଭାବକ, ନୀତି ନିର୍ଦ୍ଧାରକ, ଉଦ୍ୟୋଗୀ, ନିବେଶକ ଏବଂ ଶିଳ୍ପଦ୍ୟୋଗୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିପାରିଛି। ସ୍ୱାସ୍ଥ୍ୟସେବା ଇକୋସିଷ୍ଟମ ମଧ୍ୟରେ ଅଭିବୃଦ୍ଧି ଓ ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବା ଦିଗରେ ଏହା ସହଯୋଗ, ନବସର୍ଜନା ଓ ପ୍ରଯୁକ୍ତିବିଦ୍ୟା ଗ୍ରହଣକୁ ପ୍ରୋତ୍ସାହିତ କରିଆସୁଛି। କାହୋଟେକ୍‍ ୨୦୨୫ ଦୂରଦୃଷ୍ଟିପୂର୍ଣ୍ଣ ଚିନ୍ତାଧାରାର ଆଦାନପ୍ରଦାନ, ସହଯୋଗୀ ସୁଯୋଗର ଆବିଷ୍କାର ଏବଂ ପ୍ରଭାବଶାଳୀ ନବସର୍ଜନା ପାଇଁ ଏକ ଆଦର୍ଶ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ ବୋଲି ଶ୍ରୀ ସାମନ୍ତ ଆଶା ବ୍ୟକ୍ତ କରିଥିଲେ।

କାହୋର ଦଶମ ସଂସ୍କରଣ ବିଷୟରେ ସୂଚନା ଦେଇ ଏହାର ସଭାପତି ଡ ବିଜୟ ଅଗ୍ରୱାଲ କହିଲେ ସୁରକ୍ଷିତ, ସ୍ମାର୍ଟ ଓ ଅଧିକ ସମାନ ସ୍ୱାସ୍ଥ୍ୟସେବାର ନୂତନ ଦିଗ ଉପରେ ଚିନ୍ତା କରୁଥିବା ଏକ ପ୍ଲାଟଫର୍ମ ହେଉଛି କାହୋ। ଏହାର ଲକ୍ଷ୍ୟ ହେଉଛି ସ୍ୱୀକୃତ ହସ୍ପିଟାଲଗୁଡ଼ିକୁ ସେମାନଙ୍କର ନିରନ୍ତର ଗୁଣାତ୍ମକ ଚିକିତ୍ସା ସେବାରେ ଉନ୍ନତି ଆଣିବା। ଏହା ସହ ଗୁଣାତ୍ମକ ମାନଦଣ୍ଡର ଉଦ୍ଦେଶ୍ୟ ଓ କାର୍ଯ୍ୟାନ୍ୱୟନ ମଧ୍ୟରେ ବ୍ୟବଧାନକୁ ଦୂର କରିବା। ପ୍ରଥମ ଥର ପାଇଁ ଓଡ଼ିଶାରେ କାହୋ ଆରମ୍ଭ କରାଇଥିବାରୁ ସେ ଶ୍ରୀ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।

ସମ୍ମାନୀୟ ଅତିଥି ଭାବେ କିଟ୍‍ ବିଶ୍ୱବିଦ୍ୟାଳୟ ଉପକୁଳାଧିପତି ଡା ସୁବ୍ରତ କୁମାର ଆଚାର୍ଯ୍ୟ ଶ୍ରୀ ସାମନ୍ତଙ୍କ ଦୃଷ୍ଟିକୋଣକୁ ଉଦ୍ଧୃତ କରି କହିଲେ, ଅଚ୍ୟୁତ ସାମନ୍ତ ବିଶ୍ୱାସ କରନ୍ତି, ଦାରିଦ୍ର‌୍ୟ ହେଉଛି ଦେଶର ବଡ଼ ସମସ୍ୟା ଏବଂ ଗୁଣାତ୍ମକ ଶିକ୍ଷା ହିଁ ଦାରିଦ୍ର‌୍ୟ ଦୂର କରିପାରିବ । ସେ ଦୃଷ୍ଟିରୁ କିଟ୍‍ ଓ କାହୋର ଦୃଷ୍ଟିକୋଣ ସମାନ ବୋଲି ସେ କହିଥିଲେ । ଚିକିତ୍ସିତ ହେଉଥିବା ଲୋକଙ୍କ ସୁରକ୍ଷା ହେଉଛି ଚିକିତ୍ସା ବିଜ୍ଞାନର ମୌଳିକ ଲକ୍ଷ୍ୟ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟରତ ଲୋକଙ୍କ ପ୍ରଯୁକ୍ତିବିଦ୍ୟା ଉପରେ ଜ୍ଞାନ ରହିବା ଉଚିତ ବୋଲି ସେ କହିଥିଲେ ।

ଆଇଆଇଟି ନିର୍ଦ୍ଦେଶକ ଡ ସୁମନ ଚକ୍ରବର୍ତ୍ତୀ ଅନ୍ୟତମ ସମ୍ମାନୀୟ ଅତିଥି ଭାବରେ ଯୋଗଦେଇ କହିଲେ, ଚିକିତ୍ସା ପ୍ରଯୁକ୍ତିବିଦ୍ୟା କେବଳ ଆଜି ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ, ଏହା ବିଶ୍ୱର ସମସ୍ତଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇବାର ଏକମାତ୍ର ଉପାୟ ହେବା ଉଚିତ। ସ୍ୱାସ୍ଥ୍ୟସେବା ଓ ଚିକିତ୍ସା ପ୍ରଯୁକ୍ତିବିଦ୍ୟାରେ ଏଆଇର ଭୂମିକା ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ଓ ଚିନ୍ତାର ବିଷୟ ବୋଲି ସେ କହିଥିଲେ। ଆଇଆଇଟି ଖଡ଼ଗପୁରର ଉଦାହରଣ ଦେଇ ସେ କହିଲେ, ଯେତେବେଳେ ଭାରତୀୟ ପ୍ରଯୁକ୍ତିବିଦ୍ୟା ଶିକ୍ଷା ବ୍ୟବସ୍ଥା ଭାରତୀୟ ଚିକିତ୍ସା ଶିକ୍ଷା ବ୍ୟବସ୍ଥାଠାରୁ ବହୁ ଦୂରରେ ଥିଲା, ସେତେବେଳେ ଆଇଆଇଟି ଖଡ଼ଗପୁର ୨୦୦୧ ମସିହାରେ ଚିକିତ୍ସା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ସ୍କୁଲ ଆରମ୍ଭ କରି ଦୂରଦୃଷ୍ଟିପୂର୍ଣ୍ଣ କାର୍ଯ୍ୟ କରିଥିଲା ବୋଲି ସେ ସୂଚନା ଦେଇଥିଲେ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ କାହୋ ସେକ୍ରେଟାରୀ ଜେନେରାଲ ଡ ଲାଲୁ ଯୋସେଫ; ଚାର୍ଣ୍ଣକ୍ ହସ୍ପିଟାଲର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ପ୍ରଶାନ୍ତ ଶର୍ମା, କାହୋ ଉପାଧ୍ୟକ୍ଷ ଡ ଶଙ୍କର ସେନଗୁପ୍ତା ଓ କିମ୍‍ସ ଅପରେସନ୍ସ ନିର୍ଦ୍ଦେଶକ ସୌମ୍ୟକାନ୍ତ ଶଥପଥୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।

Previous Post

ଭ୍ରମାତ୍ମକ ଖବର ପ୍ରେସ୍‌ର ବିଶ୍ୱାସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରେ

Next Post

“ସମ୍ପନ୍ନ ଓଡ଼ିଶା, ସ୍ୱର୍ଣ୍ଣିମ ଓଡ଼ିଶା” ଅଭିଯାନର ଶୁଭାରମ୍ଭ

Next Post
“ସମ୍ପନ୍ନ ଓଡ଼ିଶା, ସ୍ୱର୍ଣ୍ଣିମ ଓଡ଼ିଶା” ଅଭିଯାନର ଶୁଭାରମ୍ଭ

"ସମ୍ପନ୍ନ ଓଡ଼ିଶା, ସ୍ୱର୍ଣ୍ଣିମ ଓଡ଼ିଶା" ଅଭିଯାନର ଶୁଭାରମ୍ଭ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA