Saturday, April 18, 2026 11:28 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଧାନସଭା: ୭୫୭ ରୁ ୧୩୬ ପଜିଟିଭ୍, ଦେବୀ ମିଶ୍ରଙ୍କୁ ପୁଣି କରୋନା

by Our Correspondent
27 Sep, 2020- 06:42 PM
in Latest News
1 min read
0
ବିଧାନସଭା: ୭୫୭ ରୁ ୧୩୬ ପଜିଟିଭ୍, ଦେବୀ ମିଶ୍ରଙ୍କୁ ପୁଣି କରୋନା

ଭୁବନେଶ୍ୱର: ବିଧାନସଭା ଅଧିବେସନ ପୂର୍ବରୁ ଆସିଛି କରୋନା ଟେଷ୍ଟ ରିପୋର୍ଟ । ଗତକାଲି ପରୀକ୍ଷା ହୋଇଥିବା ୭୫୭ ଜଣଙ୍କ ମଧ୍ୟରୁ ୧୩୬ ଜଣଙ୍କର ପଜିଟିଭ୍ ବାହାରିଛି । ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ଓ ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କର ରିପୋର୍ଟ ପଜିଟିଭ୍ ଆସିଛି । ଶ୍ରୀ ମିଶ୍ର ପୂର୍ବରୁ ଥରେ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିଲେ ।

ଆସନ୍ତା ୨୯ ତାରିଖରୁ ବିଧାନସଭା ବସିବାକୁ ଯାଉଥିଲା ବେଳେ ବିଧାନସଭା ପରିସରରେ କରୋନା ପରୀକ୍ଷା(ଆରଟିପିସିଆର୍) କରାଯାଇଛି । ସବୁ ବିଧାୟକ, ବିଧାୟକଙ୍କ ଡ୍ରାଇଭର ଓ ପିଏସଓ, ବିଧାନସଭା କର୍ମଚାରୀ, ସୁରକ୍ଷାକର୍ମୀ ଏବଂ ବିଧାନସଭାରେ ରିପୋର୍ଟିଂ କରିବାକୁ ଥିବା ସାମ୍ବାଦିକମାନଙ୍କର ଗତକାଲି ଓ ଆଜି ନମୁନା ସଂଗ୍ରହ କରାଯାଇଥିଲା । ଗତକାଲି ଟେଷ୍ଟ ହୋଇଥିବା ୭୫୭ ଜଣଙ୍କର ରିପୋର୍ଟ ଆଜି ଆସିଥିବା ବେଳେ ଅନ୍ୟମାନଙ୍କର ଆସନ୍ତାକାଲି ଆସିବ । ଅଧିବେସନର ପଞ୍ଚମ ଦିନରେ ପୁଣି ଥରେ ସମସ୍ତଙ୍କର କୋଭିଡ୍ ଟେଷ୍ଟ କରିବାର ବ୍ୟବସ୍ଥା କରାଯାଇଛି ।

କରୋନା ମହାମାରୀ ସମୟରେ ବସୁଥିବା ବିଧାନସଭାର ମୌସୁମୀ ଅଧିବେସନ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି । ବିଧାୟକଙ୍କ ମଧ୍ୟରେ ସାମାଜିକ ଦୂରତା ଏବଂ ସଂକ୍ରମଣ ପ୍ରତିହତ ପାଇଁ ଗୃହ ମଧ୍ୟରେ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି । ସବୁ ଗଣମାଧ୍ୟମର ପ୍ରତିନିଧିଙ୍କୁ ବିଧାନସଭା ଭିତରକୁ ଅନୁମତି ଦିଆଯାଇନାହିଁ । ୨୮ ତାରିଖ ଅପରାହ୍ନରେ ବିଏମସି ଓ ଅଗ୍ନିଶମ ବିଭାଗ ପକ୍ଷରୁ ବିଧାନସଭା ପରିସରକୁ ବିଶୋଧନ କରାଯିବ ।

Previous Post

ସୁନ୍ଦରଗଡ଼ ଜିଲ୍ଲାରେ ଆଉ ୯ଟି ‘ମା’ ଗୃହ

Next Post

ବିଶ୍ୱବିଦ୍ୟାଳୟ ସଂଶୋଧିତ ଆଇନର ଉପକାରିତା ବୁଝାଇଲେ ଅରୁଣ

Next Post
ବିଶ୍ୱବିଦ୍ୟାଳୟ ସଂଶୋଧିତ ଆଇନର ଉପକାରିତା ବୁଝାଇଲେ ଅରୁଣ

ବିଶ୍ୱବିଦ୍ୟାଳୟ ସଂଶୋଧିତ ଆଇନର ଉପକାରିତା ବୁଝାଇଲେ ଅରୁଣ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA