Tuesday, August 11, 2026 01:37 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପାଣିଗ୍ରାହୀଙ୍କ ଘରୁ ଦେଢ଼ କିଲୋ ସୁନା, ୨୪ ଲକ୍ଷିଆ ନେକଲେସ୍ ଜବତ

ଭିଜିଲାନସ୍ ରେଡ୍ ରୁ ମିଳିଲା ବିପୁଳ ସମ୍ପତ୍ତି, ଆଟାଚ୍ ପାଇଁ ପଦକ୍ଷେପ

by Our Correspondent
18 Oct, 2021- 02:10 PM
in Latest News, News
1 min read
0
ପାଣିଗ୍ରାହୀଙ୍କ ଘରୁ ଦେଢ଼ କିଲୋ ସୁନା, ୨୪ ଲକ୍ଷିଆ ନେକଲେସ୍ ଜବତ

ଭୁୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରୁ ବିପୁଳ ସମ୍ପତ୍ତି ଠାବ କରିଛି ଭିଜିଲାନସ୍ । ତା’ ଭିତରେ ରହିଛି ପ୍ରାୟ ଦେଢ଼ କିଲୋ(୧୪୪୦ ଗ୍ରାମ୍) ସୁନା ଏବଂ ୨୪.୨୫ ଲକ୍ଷ ଦାମ୍ ର ନେକଲେସ୍ । ଏହି ନେକଲେସ୍ ଟି ସବ୍ୟସାଚୀ ବ୍ରାଣ୍ଡ ଡିଜାଇନର । ଭିଜିଲାନସ୍ ଅଧିକାରୀମାନେ ଏହାକୁ ଜବତ କରିଛନ୍ତି । ବେଆଇନ୍ ସମ୍ପତ୍ତି ଏବଂ ଉକ୍ତ ସୁନାଗହଣା ଆଟାଚ୍ କରିବା ପାଇଁ ପଦକ୍ଷେପ ନିଆଯାଉଛି । ବିଧାୟକ ଓ ତାଙ୍କ ପରିବାରର ସବୁ ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଥିବା ଭିଜିଲାନସ୍ ପକ୍ଷରୁ କୁହାଯାଇଛି ।

ବିଧାୟକ ଓ ତାଙ୍କ ସହଯୋଗୀଙ୍କର ଭୁବନେଶ୍ୱର, ବ୍ରହ୍ମପୁରର ୧୫ ଟି ଜାଗାରେ ଭିଜିଲାନସ୍ ପକ୍ଷରୁ ଚାଲିଥିବା ମାରାଥନ୍ ରେଡ୍ ଶେଷ ହୋଇଛି । ଗତକାଲି ସକାଳ ୬ଟାରୁ ରେଡ୍ ଆରମ୍ଭ ହୋଇଥିଲା । ଭୁବନେଶ୍ୱରର ୟୁନିଟ୍-୬ ରେ ଥିବା ବିଧାୟକଙ୍କ ସରକାରୀ ବାସଭବନରୁ ଭିଜିଲାନସ୍ ଟିମ୍ ଆଜି ସକାଳ ୬ଟାରେ ଯାଇ ବାହାରିଥିଲେ । ବିଧାୟକଙ୍କ ପାଖରେ ୫ କୋଟି ୫ ଲକ୍ଷ ୫ ହଜାର ୬୫୬ ଟଙ୍କାର ବେଆଇନ ସମ୍ପତ୍ତି ଥିବା ଗୁପ୍ତ ଅନୁସନ୍ଧାନରୁ ଜଣାପଡ଼ିବା ପରେ ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ଏହି ରେଡ୍ ହୋଇଥିଲା ।

ଚଢ଼ଉ ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି । ସେଥିରେ ଅଛି ଜମି କିଣା ଓ ବ୍ୟାଙ୍କ ଦସ୍ତାବିଜ୍ । ଭିଜିଲାନସ୍ ବିଭାଗର ଅର୍ଥନୈତିକ ଉଇଙ୍ଗ୍, ପ୍ରଫେସନାଲ୍ ଚାଟାର୍ଡ ଆକାଉଣ୍ଟାଣ୍ଟ ଏବଂ ବ୍ୟାଙ୍କି କନସଲଟାଣ୍ଟଙ୍କ ଦ୍ୱାରା ଏହାର ପରୀକ୍ଷା ନିରୀକ୍ଷା ପାଇଁ ପଠାଯାଉଛି । ସେହିଭଳି ଜବତ ଅନ୍ୟାନ୍ୟ କାଗଜପତ୍ର, କ୍ରେଡିଟ୍/ଡେବିଟ୍ କାର୍ଡ, ଲାପଟପ, ମୋବାଇଲ୍ ସବୁକୁ ଭିଜିଲାନସ ସାଇବର ସେଲ୍ ଦ୍ୱାରା ପରୀକ୍ଷା କରାଯିବ ।

ମାମଲାରେ ସଂପୃକ୍ତ ଆଉ କିଛି ସାକ୍ଷୀ, ଅଭିଯୁକ୍ତଙ୍କୁ ପର୍ଯ୍ୟାୟକ୍ରମେ ତଦନ୍ତ ପରିସରଭୁକ୍ତ କରିବାକୁ ଯୋଜନା କରାଯାଇଛି । ତଦନ୍ତ ଜାରି ରହିଥିବାରୁ ବିଧାୟକଙ୍କ ବେଆଇନ ସମ୍ପତ୍ତିର ଟିକନିକ୍ ହିସାବ ଦିଆଯାଇ ନ ଥିବା ଜଣେ ତଦନ୍ତକାରୀ ଅଧିକାରୀ କହିଛନ୍ତି ।

Previous Post

ପ୍ରଦୀପ ପାଣିଗ୍ରାହୀଙ୍କ ୫.୫ କୋଟି ବେଆଇନ ସମ୍ପତ୍ତିର ଖିଅ ଖୋଜିଲା ଭିଜିଲାନସ୍

Next Post

ମମିତା ମେହେରଙ୍କୁ ମାରି ପୋତି ଦିଆଯାଇଛି !

Next Post
ମମିତା ମେହେରଙ୍କୁ ମାରି ପୋତି ଦିଆଯାଇଛି !

ମମିତା ମେହେରଙ୍କୁ ମାରି ପୋତି ଦିଆଯାଇଛି !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA