Monday, May 25, 2026 04:37 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସରେ ଓଡ଼ିଶାରେ ଲାଗିଲା ରେକର୍ଡ ସଂଖ୍ୟକ ୧,୪୯,୧୧,୩୩୯ ଗଛ

ଧାର୍ଯ୍ୟ ଲକ୍ଷ୍ୟର ପ୍ରାୟ ଦୁଇ ଗୁଣ ଗଛ ଲାଗିଲା

by Our Correspondent
17 Sep, 2025- 11:59 PM
in Latest News, News
1 min read
0
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସରେ ଓଡ଼ିଶାରେ ଲାଗିଲା ରେକର୍ଡ ସଂଖ୍ୟକ ୧,୪୯,୧୧,୩୩୯  ଗଛ

ଭୁବନେଶ୍ୱର: ଆଜି ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଜନ୍ମଦିବସରେ ସାରା ରାଜ୍ୟରେ ରେକର୍ଡ ସଂଖ୍ୟକ ୧,୪୯,୧୧, ୩୩୯ ଟି ଗଛ ଲଗାଯାଇଛି । ପ୍ରଧାନମନ୍ତ୍ରୀଙ୍କ ୭୫ତମ ଜନ୍ମଦିବସରେ ୭୫ ଲକ୍ଷ ଗଛ ଲଗାଇ ଓଡ଼ିଶାବାସୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଏକ ସଶ୍ରଦ୍ଧ ଉପହାର ଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପରିକଳ୍ପନା କରିଥିଲେ ଏବଂ ରାଜ୍ୟବାସୀଙ୍କୁ ଏଥିପାଇଁ ଅନୁରୋଧ କରିଥିଲେ ।

ତେବେ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଜଣାଇ ଗଛ ଲଗାଇବା ପାଇଁ ରାଜ୍ୟବାସୀଙ୍କ ପକ୍ଷରୁ ଅଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଥିଲା । ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଚାରାରୋପଣ କାର୍ଯ୍ୟକ୍ରମ ଥିଲେ ମଧ୍ୟ ଅପରାହ୍ଣ ୧.୩୩ ସୁଦ୍ଧା ୭୫ ଲକ୍ଷ ଚାରା ରୋପଣ ଲକ୍ଷ୍ୟ ପୂରଣ ହୋଇଯାଇଥିଲା । ଆଜି ସନ୍ଧ୍ୟା ୫ ଟା ସୁଦ୍ଧା ରାଜ୍ୟରେ ଧାର୍ଯ୍ୟ ଲକ୍ଷ୍ୟର ପ୍ରାୟ ଦୁଇ ଗୁଣ ଗଛ ଲାଗିଛି । ରାଜ୍ୟର ସମୁଦାୟ ୭୧, ୯୨୪ ଟି ସ୍ଥାନରେ ଏହି ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ଜିଲ୍ଲାମାନଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲା ସର୍ବାଧିକ ୧୪,୨୧,୬୧୮ ଟି ଗଛ ଲଗାଇ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ, କୋରାପୁଟ ଜିଲ୍ଲା ୧୧, ୦୧, ୬୨୪ ଟି ଗଛ ଲଗାଇ ଦ୍ୱିତୀୟ ସ୍ଥାନ ଏବଂ କେନ୍ଦୁଝର ଜିଲ୍ଲା ୧୦, ୪୨, ୯୨୭ ଟି ଗଛ ଲଗାଇ ତୃତୀୟ ସ୍ଥାନ ଅଧିକାର କରିଛି ।

ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇବା ସହିତ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଓଡ଼ିଶାବାସୀଙ୍କ ଏହି ଭଲପାଇବା ତାଙ୍କୁ ଅଭିଭୂତ କରିଛି ବୋଲି କହିଛନ୍ତି । କାର୍ଯ୍ୟକ୍ରମର ସଫଳତା ପାଇଁ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ସହିତ ସମସ୍ତ ସମ୍ପୃକ୍ତ ବିଭାଗକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି।

ବିଭିନ୍ନ ଜିଲ୍ଲାରେ ଆଜି ଲାଗିଥିବା ଗଛ ସଂଖ୍ୟା –
ସୁନ୍ଦରଗଡ – ୧୪, ୨୧, ୬୧୮
କୋରାପୁଟ – ୧୧, ୦୧, ୬୨୪
କେନ୍ଦୁଝର – ୧୦, ୪୨, ୯୨୭
ମୟୂରଭଞ୍ଜ – ୯, ୧୭, ୬୫୯
କଳାହାଣ୍ଡି – ୭, ୬୭, ୫୧୦
କନ୍ଧମାଳ – ୭, ୧୯, ୨୭୨
ଗଞ୍ଜାମ – ୬, ୮୯, ୪୩୯
ଅନୁଗୁଳ – ୫, ୭୯, ୨୩୧
ନୂଆପଡା – ୫, ୭୨, ୪୦୭
ରାୟଗଡା – ୫, ୬୬, ୯୫୭
ବାଲେଶ୍ୱର – ୫, ୨୮, ୩୬୯
ସମ୍ୱଲପୁର – ୪, ୭୪, ୮୦୦
ବଲାଙ୍ଗୀର – ୪, ୪୪, ୨୨୦
ବୌଦ୍ଧ – ୪, ୧୧, ୪୧୯
ଗଜପତି – ୪, ୧୦, ୪୬୬
ନବରଙ୍ଗପୁର – ୩, ୫୯, ୯୬୫
ବରଗଡ଼ – ୩, ୪୬, ୨୫୯
ଜଗତସିଂହପୁର – ୩, ୩୭, ୫୩୭
ଯାଜପୁର – ୩, ୩୪, ୩୫୫
କଟକ – ୩, ୩୧, ୮୯୭
ସୁବର୍ଣ୍ଣପୁର – ୩, ୩୦, ୨୬୯
ଖୋର୍ଦ୍ଧା – ୩, ୨୨, ୧୯୪
ଢେଙ୍କାନାଳ – ୩, ୧୪, ୪୯୧
ପୁରୀ – ୩, ୦୯, ୮୮୯
ଝାରସୁଗୁଡ଼ା – ୨, ୮୮, ୨୦୯
କେନ୍ଦ୍ରାପଡା – ୨, ୭୩, ୭୪୯
ଭଦ୍ରକ – ୧, ୯୭, ୬୪୨
ନୟାଗଡ – ୧, ୯୨, ୬୧୫
ମାଲକାନଗିରି – ୧, ୯୨, ୪୬୫
ଦେବଗଡ – ୧, ୩୧, ୮୮୫

Previous Post

ମା’ ମାନଙ୍କ ପାଇଁ ସୁସ୍ଥ ନାରୀ-ସଶକ୍ତ ପରିବାର ଅଭିଯାନ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

Next Post

ନାରୀଙ୍କୁ ସୁରକ୍ଷା ଦେବାରେ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ

Next Post
ନାରୀଙ୍କୁ ସୁରକ୍ଷା ଦେବାରେ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ

ନାରୀଙ୍କୁ ସୁରକ୍ଷା ଦେବାରେ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA