Monday, June 29, 2026 05:56 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଭୁବନେଶ୍ୱରରେ ପ୍ରଥମ ବ୍ଲାକ୍ ଫଙ୍ଗସ୍ ରୋଗୀ !

ସମ ଅଲଟିମେଟ ରେ ଚିକିତ୍ସା

by Our Correspondent
10 May, 2021- 10:43 PM
in Health, Latest News, News
1 min read
0
ଭୁବନେଶ୍ୱରରେ ପ୍ରଥମ ବ୍ଲାକ୍ ଫଙ୍ଗସ୍ ରୋଗୀ !

ଭୁବନେଶ୍ୱର: ଓଡ଼ିଶାବାସୀ କରୋନା ଆତଙ୍କରେ ଯୁଝୁଥିବା ବେଳେ ବ୍ଲାକ୍ ଫଙ୍ଗସ୍ ଆତଙ୍କ ବି ମାଡ଼ି ଆସିଲାଣି । ରାଜ୍ୟରେ ଆଜି ପ୍ରଥମ ରୋଗୀ ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି । ତାଙ୍କୁ ଏକ ଘରୋଇ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ।

ବ୍ଲାକ୍ ଫଙ୍ଗସ୍ ଲକ୍ଷଣ ଥିବା ଏହି ରୋଗୀଙ୍କ ଘର ଯାଜପୁର ଅଞ୍ଚଳରେ । ଭୁବନେଶ୍ୱର କଳିଙ୍ଗନଗରରେ ରହୁଛନ୍ତି । ତାଙ୍କର ବୟସ ୭୧ ବର୍ଷ ଏବଂ ସେ ଉଚ୍ଚ ମଧୁମେହ ରୋଗରେ ପୀଡ଼ିତ । ଗତ ୨୦ ତାରିଖରେ ତାଙ୍କଠାରେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲା । ସେ ସୁସ୍ଥ ହୋଇ ଘରେ ବିଶ୍ରାମ ନେଉଥିଲେ । ଦୁଇ ଦିନ ତଳେ ତାଙ୍କର ଆଖି ହଠାତ୍ ଫୁଲିଥିଲା ଏବଂ ନାକରୁ କଳା ପାଣି ବୋହିଥିଲା । ଆଜି ପରୀକ୍ଷାରୁ ତାଙ୍କଠାରେ ବ୍ଲାକ୍ ଫଙ୍ଗସ୍ ରୋଗର ଲକ୍ଷଣ ଦେଖିବାକୁ ମିଳିଛି ।

ଘରେ ବ୍ୟବହାର କରୁଥିବା ପୁରୁଣା ଏୟାର କୁଲର୍ ରୁ ସଂକ୍ରମଣ ହୋଇଥିବା ସନେ୍ଦହ କରାଯାଉଛି । ଏୟାର କୁଲର୍ ରେ ବ୍ୟବହୃତ ପାଣି ବହୁତ ଦିନ ଧରି ବଦଳାଯାଇ ନ ଥିବା ରୋଗୀଙ୍କ ପରିବାର ସଦସ୍ୟଙ୍କଠାରୁ ଜଣାପଡ଼ିଛି ।

ତେବେ ବ୍ଲାକ୍ ଫଙ୍ଗସ୍ ର ନମୁନାକୁ ଅଧିକ ପରୀକ୍ଷା ନିମନ୍ତେ ପଠାଯାଇଥିବା ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି ।

ବିଶେଷଜ୍ଞଙ୍କ ମତରେ, ବ୍ଲାକ୍ ଫଙ୍ଗସ୍ ନୂଆ ରୋଗ ନୁହେଁ । ମାତ୍ର ଏବେକାର କରୋନା ବେଳେ ଏହାର ପ୍ରାଦୁର୍ଭାବ ଦେଖିବାକୁ ମିଳିଛି । କରୋନାକୁ ହରାଇଥିବା ଡାଇବେଟିସ୍, କର୍କଟ, ହୃଦରୋଗୀ ଓ କିଡନୀ ରୋଗୀଙ୍କର ରୋଗ ପ୍ରତିରୋଧକ ଶକ୍ତି କମ ଥିଲେ ବ୍ଲାକ୍ ଫଙ୍ଗସ୍ ଆକ୍ରମଣର ସମ୍ଭାବନା ରହୁଛି । ବ୍ଲାକ୍ ଫଙ୍ଗସ୍ ହେଲେ ଆଖି ନାଲି ପଡ଼ି ଫୁଲିଯାଏ, ମୁଣ୍ଡ ବିନେ୍ଧ, ନାକରୁ କଳାରଙ୍ଗର ପାଣି ବାହାରେ ଏବଂ ପାଟିରେ ଯନ୍ତ୍ରଣା ହୁଏ । ପ୍ରାରମ୍ଭିକ ଅବସ୍ଥାରେ ଏହାର ଚିକିତ୍ସା କରିବା ନିହାତି ଦରକାର ।

Previous Post

ବିିଦେଶରୁ ଟିକା କିଣିବେ ଓଡ଼ିଶା ସରକାର

Next Post

୧୬ ଜିଲ୍ଲାରେ ଆରଟି-ପିସିଆର ଲାବ୍

Next Post
୧୬ ଜିଲ୍ଲାରେ ଆରଟି-ପିସିଆର ଲାବ୍

୧୬ ଜିଲ୍ଲାରେ ଆରଟି-ପିସିଆର ଲାବ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA