ଭୁବନେଶ୍ୱର: ଜାଭିୟର୍ ବିଶ୍ୱବିଦ୍ୟାଳୟର ଜାଭିୟର୍ ସ୍କୁଲ୍ ଅଫ୍ କମ୍ୟୁନିକେସନ୍ ଦ୍ୱାରା ଗତ ୧୨ ତାରିଖରେ ଅନୁଷ୍ଠିତ ହୋଇଥିଲା ‘ରେପୁଟେସନ୍ ଟୁଡେ’ ଶୀର୍ଷକ କନକ୍ଲେଭ୍ । ଜନସମ୍ପର୍କ(ପିଆର) ଏବଂ କର୍ପୋରେଟ୍ ଯୋଗାଯୋଗ ଥିଲା ଏହାର ବିଷୟବସ୍ତୁ । ଭୁବନେଶ୍ୱର ଏବଂ କଟକର ୯ଟି କଲେଜର ଛାତ୍ରଛାତ୍ରୀଙ୍କୁ ନେଇ ଏହାର ଆୟୋଜନ କରାଯାଇଥିଲା ।







