Thursday, November 12, 2026 02:11 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କୋଭିଡ୍ ହସ୍ପିଟାଲ୍ କାର୍ଯ୍ୟ ଅନୁଧ୍ୟାନ ପାଇଁ କିମସ୍ ରେ ମୁଖ୍ୟ ଶାସନ ସଚିବ, ପାଣ୍ଡିଆନ୍

by Our Correspondent
28 Mar, 2020- 10:22 PM
in Latest News, News
1 min read
0
କୋଭିଡ୍ ହସ୍ପିଟାଲ୍ କାର୍ଯ୍ୟ ଅନୁଧ୍ୟାନ ପାଇଁ କିମସ୍ ରେ ମୁଖ୍ୟ ଶାସନ ସଚିବ, ପାଣ୍ଡିଆନ୍
ଭୁବନେଶ୍ୱର: ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଆରମ୍ଭ ହୋଇଛି ୧୦୦୦ ଶଯ୍ୟା ବିଶିଷ୍ଟ ଦୁଇଟି କୋଭିଡ୍ ହସ୍ପିଟାଲ୍ ନିର୍ମାଣ କାର୍ଯ୍ୟ । ଭୁବନେଶ୍ୱରର କିମସ୍ ଓ ସମ୍ ହସ୍ପିଟାଲ୍ ରେ ୫୦୦ ଶଯ୍ୟା ଲେଖାଏଁ ଏହି ହସ୍ପିଟାଲ୍ ଯୁଦ୍ଧକାଳୀନ ଭିତ୍ତିରେ ସ୍ଥାପନ ଚାଲିଛି । ଆଜି ସଂଧ୍ୟାରେ କିମସ୍ ହସ୍ପିଟାଲ୍ ଯାଇ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ, ୫ଟି ସଚିବ ଭି.କେ.ପାଣ୍ଡିଆନ୍, ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ କିଶୋର ଧଳ ଏବଂ ଡିଏମଇଟି ସିବିକେ ମହାନ୍ତି ।

କୋଭିଡ୍ -୧୯ ହସ୍ପିଟାଲ୍ ର ଅଗ୍ରଗତି ସେମାନେ ବୁଲି ଦେଖିବା ସହ ୧୫ ଦିନ ଭିତରେ ଏହା ଯେଭଳି କାର୍ଯ୍ୟକ୍ଷମ ହେବ ସେ ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । କିମସ୍ ସିଇଓ ଡାକ୍ତର ବି.ପି.ପାଣିଗ୍ରାହୀ ଏବଂ ଉପ କୁଳାଧିପତି ଡାକ୍ତର ସୁବ୍ରତ ଆଚାର୍ଯ୍ୟଙ୍କ ସହ ସେମାନେ ଆଲୋଚନା କରିଥିଲେ ।
ସୂଚନାଥାଉକି, ଏହି କୋଭିଡ୍ ହସ୍ପିଟାଲ୍ ନିର୍ମାଣ ପାଇଁ ଗତ ୨୬ ତାରିଖରେ ଲୋକସେବା ଭବନରେ ତ୍ରିପକ୍ଷୀୟ ରାଜିନାମା ହୋଇଥିଲା । ରାଜ୍ୟ ସରକାର, କିମସ୍ ଓ ସମ୍ ହସ୍ପିଟାଲ୍ କର୍ତ୍ତୃପକ୍ଷ ଭିତ୍ତିଭୂମି ଯୋଗାଉଥିବା ବେଳେ ଓଡ଼ିଶା ଖଣି ନିଗମ ଓ ମହାନଦୀ କୋଲ୍ ଫିଲଡସ୍ ସିଏସଆର ପାଣ୍ଠିରୁ ଅର୍ଥ ଦେଉଛନ୍ତି । ରାଜ୍ୟ ସରକାର ସମସ୍ତ ସହଯୋଗ ଦେଇ ଏହାର ସମ୍ପୂର୍ଣ୍ଣ ତତ୍ତ୍ୱାବଧାନ କରୁଛନ୍ତି ।
୧୫ ଦିନ ମଧ୍ୟରେ ହସ୍ପିଟାଲ୍ କାର୍ଯ୍ୟକ୍ଷମ କରିବାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇ ମୁଖ୍ୟ ଶାସନ ସଚିବ ଏବଂ ୫ଟି ସଚିବ କିମସ୍ ଯାଇ କାର୍ଯ୍ୟର ଅଗ୍ରଗତି ତଦାରଖ କରିଥିଲେ ମଧ୍ୟ କିମସ୍ ହସ୍ପିଟାଲ୍ ପକ୍ଷରୁ କୌଣସି ସୂଚନା ଦେବାକୁ ମନା କରିଛନ୍ତି ସିଇଓ ଡାକ୍ତର ପାଣିଗ୍ରାହୀ । ଟେଲିଫୋନ୍ ରେ ଆମେ କାହାରିକୁ ସୂଚନା ଦେଇପାରିବୁ ନାହିଁ ବୋଲି କହି ବିରକ୍ତ ହୋଇଛନ୍ତି ।
Previous Post

ଓଡ଼ିଶା ଆପଣମାନଙ୍କୁ ଦରକାର କରୁଛି !

Next Post

ସାମ୍ବାଦିକଙ୍କ ପ୍ରତି ସରକାର ଉଦାସୀନ କାହିଁକି?

Next Post
ସାମ୍ବାଦିକଙ୍କ ପ୍ରତି ସରକାର ଉଦାସୀନ କାହିଁକି?

ସାମ୍ବାଦିକଙ୍କ ପ୍ରତି ସରକାର ଉଦାସୀନ କାହିଁକି?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA