Monday, May 25, 2026 09:29 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘୮୦% ଆକ୍ରାନ୍ତଙ୍କର କରୋନା ଲକ୍ଷଣ ନାହିଁ’

by Our Correspondent
11 Apr, 2020- 07:59 PM
in Latest News, News
1 min read
0
‘୮୦% ଆକ୍ରାନ୍ତଙ୍କର କରୋନା ଲକ୍ଷଣ ନାହିଁ’
ଭୁୁବନେଶ୍ୱର: ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ନିର୍ଦ୍ଦେଶିକା ଶ୍ରୀମତୀ ଶାଳିନୀ ପଣ୍ଡିତ ଆଜିର ସାମ୍ବାଦିକ ସମ୍ମିଳନୀରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ରାଜ୍ୟରେ ଏବେ ସୁଦ୍ଧା ୫୦ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୦ ପ୍ରତିଶତ ଆକ୍ରାନ୍ତଙ୍କର କରୋନା ଲକ୍ଷଣ ନାହିଁ । କରୋନାର କୌଣସି ଲକ୍ଷଣ ନଥିଲେ ମଧ୍ୟ ଟେଷ୍ଟ ପରେ ପଜିଟିଭ୍ ରିପୋର୍ଟ ଆସିଥିଲା । ଅର୍ଥାତ୍ ବିନା ଲକ୍ଷଣରେ ଜଣେ କରୋନା ସଂକ୍ରମିତ ହୋଇପାରେ । ତେଣୁ ସେଥିପାଇଁ ସତର୍କ ରହିବା ଜରୁରୀ ।
ଶ୍ରୀମତୀ ପଣ୍ଡିତଙ୍କର ସୂଚନା ହେଲା, ପୂର୍ବରୁ ୨ ଜଣ ଡିସଚାର୍ଜ ହୋଇଥିଲେ, ଏବେ ଆଉ ୧୦ ଜଣ ଡିସଚାର୍ଜ ହେଲେ । ବର୍ତ୍ତମାନ ଚିକିତ୍ସିତ ହେଉଥିବା ୩୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩୫ ଜଣଙ୍କଠାରେ କରୋନା ଲକ୍ଷଣ ନାହିଁ । କିଛି ଲକ୍ଷଣ ନ ଥିଲେ ମଧ୍ୟ ରିପୋର୍ଟ ପଜିଟିଭ୍ ଆସିବାରୁ ଆମେ ହସ୍ପିଟାଲ୍ ଆଣିଥିଲୁ । ସେମାନଙ୍କର କାଶ, ଥଣ୍ଡା, ଜ୍ୱର ଭଳି ଲକ୍ଷଣ ନ ଥିବାରୁ ହସ୍ପିଟାଲ୍ କେୟାର ଦରକାର ପଡୁନି । କିଛି ଦିନ ମଧ୍ୟରେ ସେମାନେ ହସ୍ପିଟାଲ୍ ରୁ ଡିସଚାର୍ଜ ହେବାର ଆଶା କରାଯାଉଛି ।
ଶ୍ରୀମତୀ ପଣ୍ଡିତ ପୁଣି କହିଥିଲେ ଯେ କରୋନାକୁ କାବୁ କରିବାକୁ ହେଲେ ଅଧିକ ଟେଷ୍ଟିଂ କରାଯିବାର ଆବଶ୍ୟକତା ଅଛି । ଯେତେ ଅଧିକ ଟେଷ୍ଟ ହେବ, ସେତେ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇପାରିବେ । ରାଜ୍ୟ ସରକାରଙ୍କ ପକ୍ଷରୁ ଏବେ ସେଥିପାଇଁ ବ୍ୟାପକ ଭାବେ ନମୁନା ସଂଗ୍ରହ ହୋଇ କରୋନା ଟେଷ୍ଟ କରାଯାଉଛି । ବିଭିନ୍ନ ପଞ୍ଚାୟତରେ ଶିବିର କରାଯାଇ ନମୁନା ନିଆଯାଉଛି । ଏବେ ଦୈନିକ ୩୦୦ରୁ ୪୦୦ ଟେଷ୍ଟ କରାଯାଉଥିବା ବେଳେ ୧୦ ଦିନରେ ଏହାକୁ ୩ ଗୁଣା କରାଯିବ ବୋଲି ସେ ସୂଚନା ଦେଇଥିଲେ ।
Previous Post

ଦେଶରେ ଲକ୍ ଡାଉନ୍ ୩୦ ଯାଏଁ ବଢ଼ାଇବାକୁ ନବୀନଙ୍କ ପ୍ରସ୍ତାବ

Next Post

ଆଉ ୪ ପିଜିଟିଭ୍; ଅମାନିଆ ସ୍ୱାସ୍ଥ୍ୟ ବିଭାଗ ୱେବସାଇଟ୍!

Next Post
ଆଉ ୪ ପିଜିଟିଭ୍; ଅମାନିଆ ସ୍ୱାସ୍ଥ୍ୟ ବିଭାଗ ୱେବସାଇଟ୍!

ଆଉ ୪ ପିଜିଟିଭ୍; ଅମାନିଆ ସ୍ୱାସ୍ଥ୍ୟ ବିଭାଗ ୱେବସାଇଟ୍!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA