Thursday, July 2, 2026 01:21 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ

by Our Correspondent
09 May, 2020- 01:07 AM
in Latest News, News
1 min read
0
ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ

– ସବୁ ସେବକଙ୍କର ହେବ କରୋନା ଟେଷ୍ଟ୍
– ଟେଷ୍ଟିଂ ଦାୟିତ୍ୱରେ ଡା. ଦେବୀ ପ୍ରସାଦ ମହାପାତ୍ର

ପୁରୀ: ୧୩ ଦିନ ବିଳମ୍ବ ହୋଇଥିଲେ ବି ଶୁକ୍ରବାରଠାରୁ ଚଳଚଞ୍ଚଳ ହୋଇଛି ରଥଖଳା । ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଛି ରଥ ନିର୍ମାଣ କାର୍ଯ୍ୟ । ଶ୍ରୀଫଳରୁ ଶୁଭାରମ୍ଭ ପରେ ମାଳ ଓ ମାହାର୍ଦ୍ଦ ଅର୍ପଣ କରି ରଥ କାଠରେ କୁରାଢ଼ୀ ସ୍ପର୍ଶ କରିଛନ୍ତି ବିଶ୍ୱକର୍ମା ମହାରଣା । ଭୋଇ ସେବକମାନେ ନିର୍ଦ୍ଦିଷ୍ଟ କାଠ ଗଣ୍ଡି ଯୋଗାଇବା ପରେ ପ୍ରାଥମିକ କାର୍ଯ୍ୟ ଭାବେ ତିନି ରଥର ୪୨ ଟି ଚକ ପାଇଁ ତୁମ୍ବ ବାଡ଼ିଆ କରିଛନ୍ତି ।

କୋଭିଡ୍ ଗାଇଡ ଲାଇନ୍ ଅନୁଯାୟୀ ଶ୍ରୀନଅର ସମ୍ମୁଖ ରଥଖଳାରେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି । କୋଭିଡ୍ ଗାଇଡ ଲାଇନକୁ କଡ଼ାକଡ଼ି ପାଳନ କରାଯାଉଛି । ସାମାଜିକ ଦୂରତ୍ୱ ବଜାୟ ରଖୁଛନ୍ତି ସେବକ । ମୁହଁରେ ମାସ୍କ ଓ ହାତରେ ସାନିଟାଇଜର୍ ହୋଇଛି ସାଥୀ ।
କୋଭିଡ୍ ଗାଇଡଲାଇନ୍ ଭିତରେ ରଥ ନିର୍ମାଣକୁ ତ୍ୱରିତ ବେଗରେ ସଠିକ୍ ସମୟରେ ସାରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର ମହାପ୍ରଭୁଙ୍କ ଆର୍ଶିବାଦ ଭିକ୍ଷା କରିଛନ୍ତି । ମହାରଣା, ସେବାୟତ ଏବଂ ସଂପୃକ୍ତ ଅଧିକାରୀମାନଙ୍କ ସହ ଆଲୋଚନା କରି ଉପଯୁକ୍ତ ସମନ୍ୱୟ ରକ୍ଷାର ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରିଛନ୍ତି ମୁଖ୍ୟ ପ୍ରଶାସକ ।
୨୦୦ ଫୁଟ ନିଷିଦ୍ଧାଞ୍ଚମଧ୍ୟରେ ରଥ ନିର୍ମାଣ କାର୍ଯ୍ୟ କରାଯିବା ସହ ମହାରଣା ଓ ସେବାୟତମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଡ. କ୍ରିଷନ୍ କୁମାର ପ୍ରସ୍ତାବ ଦେଇ ସହମତି ଲୋଡିଥିଲେ । ଆସନ୍ତାକାଲିଠାରୁ ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ହେବ । ରଥ ନିର୍ମାଣରେ ସଂପୃକ୍ତ ସେବକମାନଙ୍କୁ ଦୁଇଟି ଭକ୍ତ ନିବାସରେ ରଖାଯିବ ଏବଂ ସେମାନଙ୍କର ଖାଦ୍ୟପେୟ ବ୍ୟବସ୍ଥା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଯିବ । ସେମାନଙ୍କୁ ବସ୍ ଯୋଗେ ରଥଖଳାକୁ ନିଆଯିବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।
ଋଥ ନିର୍ମାଣରେ ସଂପୃକ୍ତ ମହାରଣା ସେବକ, ଭୋଇ ସେବକ, ରୂପକାର ସେବକ, କୁମାର ସେବକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟର ଅତିରିକ୍ତ ନିଦେ୍ର୍ଦଶକ ଡାକ୍ତର ଦେବୀ ପ୍ରସାଦ ମହାପାତ୍ରଙ୍କୁ (ମୋବାଇଲ୍ ନଂ ୯୪୩୯୯୮୫୬୩୩) ଲିଆସନ୍ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି । ଏ ସଂକ୍ରାନ୍ତୀୟ ବିଜ୍ଞପ୍ତି ଶୁକ୍ରବାର ରାତିରେ ପ୍ରକାଶ ପାଇଛି । ଶ୍ରୀମନ୍ଦିର ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ସ୍ୱାସ୍ଥ୍ୟ ପରୀକ୍ଷାର ଆବଶ୍ୟକ ପ୍ରସ୍ତୁତି ତାଙ୍କ ଉପରେ ନ୍ୟସ୍ତ କରାଯାଇଛି । ଆୟୁଷ ଡାକ୍ତର ପ୍ରୀତିଶ ରଞ୍ଜନ ମହାପାତ୍ର ତାଙ୍କୁ ସାହାଯ୍ୟ କରିବେ ।
ଡାକ୍ତର ମହାପାତ୍ରଙ୍କ ଅଧୀନରେ ଅର୍ବାନ୍ ଏମଏଚୟୁ କାର୍ଯ୍ୟ କରିବ ବୋଲି ନିଦେ୍ର୍ଦଶନାମାରେ କୁହାଯାଇଛି । ଜିଲ୍ଲା ଆରଆରଟି ଟିମ୍ ସମ୍ପୂର୍ଣ୍ଣ ଭାବେ ଏଥିପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି ।
ଜିଲ୍ଲା ମୁଖ୍ୟ ଚିକିତ୍ସାାଳୟରେ କାର୍ଯ୍ୟ କରୁଥିବା ହେଲଥ ୱାର୍କର୍ ଅବିନାଶ ହୋତା, ମିଲନ ମହାପାତ୍ର ଏବଂ ପରେଶ ସ୍ୱାଇଁ ୯ ତାରିଖ ସକାଳେ ଲିଆସନ୍ ଅଫିସର ଡାକ୍ତର ମହାପାତ୍ରଙ୍କୁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରିପୋର୍ଟ କରିବାକୁ ନିଦେ୍ର୍ଦଶ ଦିଆଯାଇଛି ।
Previous Post

କ୍ୱାରେଣ୍ଟାଇନ୍ ଅବଧି ୨୮ ଦିନ ବଢ଼ିଲା, ଦିନକୁ୧୫୦ ଟଙ୍କାର ରୋଜଗାର ସୁବିଧା

Next Post

‘୯୨% ପ୍ରବାସୀ ବେସାହାରା, ଭିଟାମାଟି ଫେରିବାକୁ ଅଟକାଇ ହେବନି’

Next Post
‘୯୨% ପ୍ରବାସୀ ବେସାହାରା, ଭିଟାମାଟି ଫେରିବାକୁ ଅଟକାଇ ହେବନି’

‘୯୨% ପ୍ରବାସୀ ବେସାହାରା, ଭିଟାମାଟି ଫେରିବାକୁ ଅଟକାଇ ହେବନି’

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA