Monday, May 25, 2026 03:27 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ଟପିଲା

by Our Correspondent
09 Jun, 2020- 11:16 AM
in Latest News, News
1 min read
0
କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ଟପିଲା
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡ଼ି ଚାଲିଛି । ଗତ ୨୪ ଘଣ୍ଟା ଭିତରେ ୧୭ ଟି ଜିଲ୍ଲାରୁ ୧୪୬ ପଜିଟିଭ୍ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧୪୦ ରେ ପହଞ୍ଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୭ ଜଣ କ୍ୱାରେଣ୍ଟାଇନ୍ ରେ ଥିଲା ବେଳେ ୧୯ ଜଣ ସ୍ଥାନୀୟ ଅଞ୍ଚଳର । ବଡ଼କଥା ହେଉଛି ଅମ୍ଫନ୍ ବାତ୍ୟାରେ କ୍ଷତିଗ୍ରସ୍ତ କୋଲକତାକୁ ଉଦ୍ଧାର କାର୍ଯ୍ୟରେ ଯାଇଥିବା ଏନଡିଆରଏଫ ଏବଂ ଓଡ୍ରାଫ୍ ଟିମ୍ ର ୬୧ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଦୁଇଦିନ ତଳେ କରୋନାମୁକ୍ତ ହୋଇଥିବା ମାଲକାନଗିରି ଜିଲ୍ଲାକୁ ପୁଣି କରୋନା ଫେରିଛି ।
୧୪୬ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଏନଡିଆରଏଫ ଏବଂ ଓଡ୍ରାଫ୍ ଟିମ୍ ର ୬୧ ସଦସ୍ୟଙ୍କୁ ଛାଡ଼ି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୯ ଜଣ ଅଛନ୍ତି । ଗଞ୍ଜାମରୁ ଅଛନ୍ତି ୧୮ ଜଣ । ଦୁଇଦିନ ତଳେ କରୋନାମୁକ୍ତ ହୋଇଥିବା ମାଲକାନଗିରି ଜିଲ୍ଲାକୁ ପୁଣି କରୋନା ଫେରି ଜଣଙ୍କୁ ଆକ୍ରାନ୍ତ କରିଛି । ଜଗତସିଂହପୁରରୁ ୮, କେନ୍ଦୁଝର ୨, କଟକ ୨, ନୟାଗଡ଼ ୩, ଯାଜପୁର ୧, ମୟୁରଭଞ୍ଜ ୩, ଢ଼େଙ୍କାନାଳ ୧, କଳାହାଣ୍ଡି ୩, କନ୍ଧମାଳ ୨, ଦେବଗଡ଼ ୫, ବଲାଙ୍ଗୀର ୧, ସୁନ୍ଦରଗଡ଼ ୭, କେନ୍ଦ୍ରାପଡ଼ା ୨, ବାଲେଶ୍ୱରରୁ ୭ ପଜିଟିଭ୍ ଅଛନ୍ତି ।
ବର୍ତ୍ତମାନ ରାଜ୍ୟରେ ମୋଟ ୩୧୪୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୯୯୩ ଜଣ ସୁସ୍ଥ ହୋଇସାରିଲେଣି । ତେଣୁ ଆକ୍ଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୧୩୬ । କରୋନାରେ ୯ ଜଣଙ୍କର ମୃତ୍ୟୁ ହୋଇଛି । କରୋନାରେ ଆକ୍ରାନ୍ତ ଅନ୍ୟ ୨ ଜଣଙ୍କର ଅନ୍ୟ ରୋଗରେ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।
କୋଲକତାକୁ ଅମ୍ଫନ ଉଦ୍ଧାର କାର୍ଯ୍ୟରେ ଯାଇଥିବା ୧୨ ଜଣ ଅଗ୍ନିଶମ କର୍ମଚାରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି ।
ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯,୯୮୭ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୩୩୧ ଜଣଙ୍କର ମୃତ୍ୟୁ ହୋଇଛି ।
Previous Post

ଏସସିବି,ତାଳଦଣ୍ଡା କେନାଲ ରୋଡ୍ କାର୍ଯ୍ୟ ତ୍ୱରାନ୍ୱୟ ପାଇଁ ବ୍ଲୁ ପ୍ରିଣ୍ଟ୍

Next Post

ଅର୍ଜୁନ ସେଠୀଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ

Next Post
ଅର୍ଜୁନ ସେଠୀଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ

ଅର୍ଜୁନ ସେଠୀଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA