Tuesday, June 30, 2026 07:34 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସିଭିୟର୍ ସାଇକ୍ଲୋନ୍ ରୂପ ନେବ ‘ୟାସ୍’

ଉତ୍ତର ଓଡ଼ିଶାକୁ ବେଶୀ ବିପଦ ଆଶଙ୍କା

by Our Correspondent
22 May, 2021- 02:59 PM
in Latest News, News
1 min read
0
ସିଭିୟର୍ ସାଇକ୍ଲୋନ୍ ରୂପ ନେବ ‘ୟାସ୍’

ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଆଜି ସକାଳେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆସନ୍ତାକାଲି ଏହା ଡିପ୍ରେସନ୍ ବା ଅବପାତର ରୂପ ନେବ । ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୪ ତାରିଖ ସକାଳେ ଏହା ବାତ୍ୟାରେ ପରିଣତ ହେବ । କ୍ରମଶଃ ଘନୀଭୂତ ହୋଇ ୨୬ ତାରିଖ ସଂଧ୍ୟାରେ ସିଭିୟର୍ ସାଇକ୍ଲୋନ୍ ବା ଅତି ଭୀଷଣ ବାତ୍ୟା ରୂପରେ ଏହା ଉତ୍ତର ଓଡ଼ିଶା- ପଶ୍ଚିମବଙ୍ଗ ଓ ବାଲାଂଦେଶ ଉପକୂଳ ଅତିକ୍ରମ କରିବ । ସେତେବେଳେ ଘଣ୍ଟା ପ୍ରତି ପବନର ବେଗ ରହିବ ୧୨୦ ରୁ ୧୬୫ କିମି । ସ୍ଥଳବିଶେଷରେ ପବନର ବେଗ ବଢ଼ି ୧୮୫ କିମି ହୋଇପାରେ । ତେବେ ନିର୍ଦ୍ଦଷ୍ଟ ଭାବେ ବାତ୍ୟା କେଉଁଠି ଲ୍ୟାଣ୍ଡଫଲ୍ କରିବ ତାହା ଆସନ୍ତାକାଲି ସ୍ପଷ୍ଟ ହେବ ।

ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ମୁଖ୍ୟ ଡ. ମୃତ୍ୟୁଞ୍ଜୟ ମହାପାତ୍ର ଆଜି ଏହି ସୂଚନା ଦେଇଛନ୍ତି । ତାଙ୍କର ଆକଳନ ଅନୁଯାୟୀ ୨୪ ତାରିଖ ସଂଧ୍ୟାରୁ ଉପକୂଳ ଓଡ଼ିଶାରେ ୪୦ ରୁ ୫୦ କିମି ବେଗରେ ପବନ ବହିବ ଏବଂ ଧୀରେ ଧୀରେ ପବନର ବେଗ ୫୦ ରୁ ୬୦ କିମି ହେବ । ୨୬ ସକାଳେ ପବନର ବେଗ ଅଧିକ ହେବ । ଉତ୍ତର ଓଡ଼ିଶାରେ ୨୫ ତାରିଖରୁ ବର୍ଷା ଆରମ୍ଭ ହେବ ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମଧ୍ୟ ସମାନ ପୂର୍ବାନୁମାନ କରାଯାଇଛି । ସମ୍ଭାବ୍ୟ ବାତ୍ୟା ୟାସ୍ ର ଲ୍ୟାଣ୍ଡଫଲ୍ ସ୍ଥାନ ଜଣାପଡ଼ି ନ ଥିଲେ ମଧ୍ୟ ଏଥିରେ ଉତ୍ତର ଓଡ଼ିଶା ଅଧିକ ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି ।

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚାଲିଛି ଏବଂ ସବୁ ବିଭଗକୁ ସଜାଗ କରାଯାଇଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା କହିଛନ୍ତି । କୃଷକମାନେ ସେମାନଙ୍କ କୃଷିଜାତ ସାମଗ୍ରୀକୁ ସୁରକ୍ଷିତ ଜାଗାକୁ ନେଇ ଆସିବାକୁ ସେ ଅନୁରୋଧ କରିଛନ୍ତି ।

ଲୋକଙ୍କୁ ସୁରକ୍ଷିତ ଜାଗା ସ୍ଥାନାନ୍ତରଣକୁ ପ୍ରାଥମିକତା ଦିଆଯାଇଛି । ସରପଞ୍ଚ, ୱାର୍ଡ ମେମ୍ବର, ମିଶନ ଶକ୍ତି ସ୍ଥାନାନ୍ତରଣରେ ସାହାଯ୍ୟ କରିବେ । ସେହିଭଳି କୋଭିଡ୍ କଟକଣା ଭିତରେ ବାତ୍ୟା ଆଶ୍ରୟସ୍ଥଳୀ ପରିଚାଳନାକୁ ଗୁରୁତ୍ୱ ଦିଆଯାଇଛି । ଏଥିରେ ସ୍ଥାନୀୟ ପ୍ରଶାସନକୁ ଏନଜିଓମାନଙ୍କ ସହଯୋଗ ଲୋଡ଼ାଯାଇଛି । ଶେଷ ମୁହୁର୍ତ୍ତ ପର୍ଯ୍ୟନ୍ତ ଅପେକ୍ଷା ନ କରି ପ୍ରଶାସନର ନିଦେ୍ର୍ଦଶ ମାତ୍ରେ ଲୋକମାନେ ଆଶ୍ରୟସ୍ଥଳ ଯାଆନ୍ତୁ ବୋଲି ଏସଆରସି ଅନୁରୋଧ କରିଛନ୍ତି । ଆସନ୍ନ ପ୍ରସବ ଗର୍ଭବତୀ ମହିଳାମାନେ ଆଶ୍ରୟସ୍ଥଳୀ ନ ଆସି ଆଗୁଆ ମେଡିକାଲ୍ ରେ ଯାଇ ରହିବାକୁ କୁହାଯାଇଛି ।

ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ସମୀକ୍ଷା କରିବେ । ୧୪ ଜିଲ୍ଲା ପ୍ରଶାସନ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରି ପ୍ରସ୍ତୁତି କାର୍ଯ୍ୟ ତଦାରଖ କରିବେ ।

Previous Post

ଉତ୍ତର ଓଡ଼ିଶା-ସୁନ୍ଦରବନ ମଧ୍ୟରେ ଲ୍ୟାଣ୍ଡଫଲ୍!

Next Post

ଆରପାରିରେ ନବୀନ ନନ୍ଦଙ୍କ ପୁଅ ସମ୍ବିତ

Next Post
ଆରପାରିରେ ନବୀନ ନନ୍ଦଙ୍କ ପୁଅ ସମ୍ବିତ

ଆରପାରିରେ ନବୀନ ନନ୍ଦଙ୍କ ପୁଅ ସମ୍ବିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA