Saturday, September 5, 2026 10:18 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପୂର୍ବତନ ସାଂସଦ ଚନ୍ଦନ ମିତ୍ରଙ୍କ ପରଲୋକ

by Our Correspondent
02 Sep, 2021- 02:13 PM
in Latest News, News
1 min read
0
ପୂର୍ବତନ ସାଂସଦ ଚନ୍ଦନ ମିତ୍ରଙ୍କ ପରଲୋକ

ନୂଆଦିଲ୍ଲୀ: ବରିଷ୍ଠ ସାମ୍ବାଦିକ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଚନ୍ଦନ ମିତ୍ରଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା । କିଛି ଦିନ ଧରି ସେ ଅସୁସ୍ଥ ଥିଲେ । ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ପୁଅ କୁଶନ ମିତ୍ର ଆଜି ସକାଳେ ଟ୍ୱିଟ୍ କରି ଜଣାଇଥିଲେ । ଚନ୍ଦନ ମିତ୍ରଙ୍କ ବିୟୋଗ ଖବର ବିଭିନ୍ନ ମହଲରେ ଶୋକର ଛାୟା ଖେଳାଇ ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ଦ ପାୟୋନିୟର୍ ର ପୂର୍ବତନ ସମ୍ପାଦକ ଚନ୍ଦନ ମିତ୍ର ସାମ୍ବାଦିକତାରୁ ରାଜନୀତିକୁ ଆସିଥିଲେ । ଲାଲକୃଷ୍ଣ ଆଡଭାନୀଙ୍କର ସେ ଥିଲେ ଅତ୍ୟନ୍ତ ବିଶ୍ୱସ୍ତ । ସେହି ଦୃଷ୍ଟିରୁ ଅଟଳ ବିହାରୀ ବାଜପେୟୀଙ୍କ ସରକାର ବେଳେ ତାଙ୍କର ଯଥେଷ୍ଟ ପତିଆରା ଥିଲା । ୨୦୦୩ରେ ତାଙ୍କୁ ରାଜ୍ୟସଭାକୁ ମନୋନୀତ କରାଯାଇଥିଲା । ୨୦୦୯ ଯାଏଁ ସେ ସାଂସଦ ଭାବେ କାର୍ଯ୍ୟ କରିଥିଲେ । ଦ୍ୱିତୀୟ ଥର ପାଇଁ ୨୦୧୦ ରେ ବିଜେପି ତାଙ୍କୁ ମଧ୍ୟପ୍ରଦେଶରରୁ ରାଜ୍ୟସଭାକୁ ପଠାଇଥିଲା । ୨୦୧୬ ପର୍ଯ୍ୟନ୍ତ ସେ ରାଜ୍ୟସଭା ସଦସ୍ୟ ଥିଲେ । ତେବେ ମୋଦି-ଶାହା ଶାସନରେ ଶ୍ରୀ ମିତ୍ରଙ୍କୁ ଦୂରେଇ ଦିଆଯାଇଥିଲା । ଦଳରେ ନିଜର ଅସ୍ଥିତ୍ୱ ହରାଇବା ଯୋଗୁଁ ୨୦୧୮ ରେ ସେ ବିଜେପି ଛାଡ଼ି ଟିଏମସିରେ ଯୋଗ ଦେଇଥିଲେ ।

୨୦୦୯ ରେ ଓଡ଼ିଶାରେ ବିଜେଡ଼ି-ବିଜେପି ମେଣ୍ଟ ଶାସନ ଭାଙ୍ଗିବା ପୂର୍ବରୁ ବିଜେପି ପକ୍ଷରୁ ମଧ୍ୟସ୍ଥି ଭାବେ ଚନ୍ଦନ ମିତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ମେଣ୍ଟ ଅତୁଟ ରହିବା ନେଇ ଚୂଡ଼ାନ୍ତ କଥାବାର୍ତ୍ତା କରିବାକୁ ଆସିଥିଲେ । ମାତ୍ର ଏହା ଫେଲ୍ ହୋଇଥିଲା । ନବୀନ ନିବାସରୁ ବାହାରି ଶ୍ରୀ ମିତ୍ର ମେଣ୍ଟ ଭାଙ୍ଗିବା ସମ୍ପର୍କରେ ଘୋଷଣା କରିଥିଲେ ।

Previous Post

ମନୋରଞ୍ଜନ ପାଣିଗ୍ରାହୀ ହେଲେ ମୁଖ୍ୟ ଆୟକର କମିଶନର

Next Post

‘ବିଗ୍ ବସ୍’ ଫେମ୍ ସିଦ୍ଧାର୍ଥ ଶୁକ୍ଲାଙ୍କ ପରଲୋକ

Next Post
‘ବିଗ୍ ବସ୍’ ଫେମ୍ ସିଦ୍ଧାର୍ଥ ଶୁକ୍ଲାଙ୍କ ପରଲୋକ

'ବିଗ୍ ବସ୍' ଫେମ୍ ସିଦ୍ଧାର୍ଥ ଶୁକ୍ଲାଙ୍କ ପରଲୋକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA