Sunday, September 6, 2026 02:10 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ଚାକିରି ଗଲା

ତଡ଼ାଖିଆ ବାବୁ ତାଲିକାରେ ୧୫୨ ନମ୍ବର

by Our Correspondent
21 Feb, 2022- 05:46 PM
in Latest News, News
1 min read
0
ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ଚାକିରି ଗଲା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁର୍ନୀତି ବିରୋଧୀ କଠୋର ଆଭିମୁଖ୍ୟରୁ ବର୍ତ୍ତି ନାହାନ୍ତି ଅତିରିକ୍ତ ଏସପି ତ୍ରିନାଥ ମିଶ୍ର । ତାଙ୍କୁ ଚାକିରିରୁ ବିଦା କରି ଦିଆଯାଇଛି । ଦୁର୍ନୀତିଗ୍ରସ୍ତ ଏହି ବାବୁଙ୍କୁ ରାଜ୍ୟ ସରକାର ଆଜି ବାଧ୍ୟତାମୂଳକ ଅବସର ଦେଇଛନ୍ତି । ବିପୁଳ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଗତ ୧୬ ତାରିଖରେ ଭିଜିଲାନସ୍ ତାଙ୍କୁ ଗିରଫ କରିଥିଲା । ଏବେ ସେ ଚୌଦ୍ୱାର୍ ଜେଲ୍ ରେ ବନ୍ଦୀ ଜୀବନ କାଟୁଛନ୍ତି ।

ତ୍ରିନାଥ ମିଶ୍ରଙ୍କୁ ମିଶାଇ ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା ୧୫୨ ଜଣ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର ବା ବାଧ୍ୟତାମୂଳକ ଅବସର ଦେଲେଣି । ଦୁର୍ନୀତି ଅଭିଯୋଗରେ ବାଧ୍ୟତାମୂଳକ ଅବସର ଦିଆଯିବାରେ ଶ୍ରୀ ମିଶ୍ର ହେଉଛନ୍ତି ଅନ୍ୟତମ ବରିଷ୍ଠ ଅଧିକାରୀ ।

ସୂଚନାଯୋଗ୍ୟ, ୧୯୮୫ ମସିହାରେ ଓଡ଼ିଶା ପୁଲିସରେ ଏସଆଇ ଭାବେ ଚାକିରି ଜୀବନ ଆରମ୍ଭ କରିଥିବା ତ୍ରିନାଥ ମିଶ୍ର ଏବେ ଅତିରିକ୍ତ ଏସପି(ଯୋଗାଯୋଗ) ଭାବେ କାର୍ଯ୍ୟ କରୁଥିଲେ । ଚାକିରି ସରିବାକୁ ଆଉ ମାତ୍ର ବର୍ଷେ ଥିବା ବେଳେ ତାଙ୍କ ବିରୋଧରେ ପୁଳା ପୁଳା ଅଭିଯୋଗ ଭିଜିଲାନସ୍ ପାଖକୁ ଆସିଥିଲା । ଗତ ୧୫ ତାରିଖ ବଡ଼ି ସକାଳୁ ଭିଜିଲାନସ୍ ଟିମ୍ ତାଙ୍କର ଏବଂ ସମ୍ପର୍କୀୟଙ୍କର ଏକକାଳୀନ ୧୧ ଟି ଘରେ ଚଢ଼ଉ କରିଥିଲା । ତାଙ୍କର ସମ୍ପତ୍ତି ବାଡ଼ି, ଦାମୀ ଗାଡ଼ିମଟର ଭିଜିଲାନସ ଅଧିକାରୀଙ୍କ ଆଖି ଖୋସି ଦେଇଥିଲା ।

ଦୁଇଦିନର ଚଢ଼ଉ ପରେ ତାଙ୍କର ଠାବ ସମ୍ପତ୍ତି ପରିମାଣ ୧୧ କୋଟି ୨ ଲକ୍ଷ ଟଙ୍କା ବୋଲି ଆକଳନ କରାଯାଇଥିଲା । ସେଥିରୁ ୮ କୋଟି ୬୧ ଲକ୍ଷ ଆୟ ବହିର୍ଭୂତ ସମ୍ପତ୍ତି ଥିଲା । ଯାହା ତାଙ୍କ ଆୟର ୫୦୦% ଅଧିକ ବୋଲି ଜଣାପଡ଼ିଛି ।

Previous Post

ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ଭୋଟ

Next Post

ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ, ଫୁଟବଲ୍ ମ୍ୟାଚ୍ ଦେଖିଲେ

Next Post
ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ, ଫୁଟବଲ୍ ମ୍ୟାଚ୍ ଦେଖିଲେ

ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ, ଫୁଟବଲ୍ ମ୍ୟାଚ୍ ଦେଖିଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA