Tuesday, June 30, 2026 05:47 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସୁଲତାଙ୍କୁ ହଟାଇ ମାନସଙ୍କୁ ଦାୟିତ୍ୱ

ରାଜ୍ୟସଭାରେ ବିଜେଡି ମୁଖ୍ୟ ସଚେତକ

by Our Correspondent
04 Oct, 2023- 06:22 PM
in Latest News, News
1 min read
0
ସୁଲତାଙ୍କୁ ହଟାଇ ମାନସଙ୍କୁ ଦାୟିତ୍ୱ

ଭୁବନେଶ୍ୱର: ରାଜ୍ୟସଭାରେ ବିଜୁ ଜନତା ଦଳର ମୁଖ୍ୟ ସଚେତକ ଭାବେ ସାଂସଦ ମାନସ ମଙ୍ଗରାଜ ନିଯୁକ୍ତି ପାଇଛନ୍ତି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଆଜି ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ସାଂସଦ ସୁଲତା ଦେଓ କାର୍ଯ୍ୟ କରୁଥିଲେ । ମାତ୍ର ସଭାପତି ତାଙ୍କୁ ହଟାଇ ମାନସ ମଙ୍ଗରାଜଙ୍କୁ ସେହି ପଦବୀରେ ବସାଇଛନ୍ତି ।

ମୁଖ୍ୟ ସଚେତକ ପଦରୁ ସୁଲତା ଦେଓ ଅଚାନକ ହଟିବା ପଛର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ି ନ ଥିଲେ ମଧ୍ୟ ବିଜେଡି ଜନ ସମ୍ପର୍କ ପଦଯାତ୍ରା ଶୁଭାରମ୍ଭ ମଞ୍ଚରେ ପ୍ରୋଟୋକଲ୍ ନ ମାନି ଉପରେ ପଡ଼ି ମୁଖ୍ୟମନ୍ତ୍ରୀଙ୍କ ବେକରେ ଉତ୍ତରୀୟ ପକାଇବା ତାଙ୍କ ପାଇଁ ମହଙ୍ଗା ପଡ଼ିଲା ବୋଲି ଚର୍ଚ୍ଚା ହେଉଛି । ମୁଖ୍ୟମନ୍ତ୍ରୀଙ୍କ ଅତି ପାଖଲୋକ ଦେଖାଇ ହେବା ପାଇଁ ସଭାମଞ୍ଚରେ ଭୁବନେଶ୍ୱର ପର୍ଯ୍ୟବେକ୍ଷକ ଶ୍ରୀମୟୀ ମିଶ୍ର ଏବଂ ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କ ମଧ୍ୟରେ ପ୍ରତିଯୋଗିତାର ଏହା ପରିଣାମ ବୋଲି କୁହାଯାଉଛି ।

ସେଦିନ ସଭାମଞ୍ଚରେ ପ୍ରଥମେ ଶ୍ରୀମୟୀ ମିଶ୍ର ଏକ ଦଳୀୟ ବଟନ ଷ୍ଟିକର୍ ଧରି ମଞ୍ଚାସୀନ ମୁଖ୍ୟମନ୍ତ୍ରୀଙ୍କ ଆଡକୁ ମାଡ଼ି ଆସିଥିଲେ । ତାଙ୍କର ଏଭଳି ଆଚରଣରେ ମୁଖ୍ୟମନ୍ତ୍ରୀଙ୍କ ବିରକ୍ତି ଭାବ ସତ୍ତ୍ୱେ ସେ ଜୋର ଜବରଦସ୍ତି ତାଙ୍କ ଜାମାରେ ଲଗାଇଥିଲେ । ଶ୍ରୀମୟୀଙ୍କ ଷ୍ଟିକର୍ ପିନ୍ଧା ସରୁ ସରୁ ଆରପଟୁ ସୁଲତା ଦେଓ ଏକ ଉତ୍ତରୀୟ ଜବରଦସ୍ତି ମୁଖ୍ୟମନ୍ତ୍ରୀଙ୍କ ବେକରେ ବାନ୍ଧି ଦେଇଥିଲେ ଏବଂ ପାଦଛୁଇଁ ମୁଣ୍ଡିଆ ମାରିଥିଲେ । ମୁଖ୍ୟମନ୍ତ୍ରୀ ଏଥିରେ ଭୀଷଣ ରାଗିଯିବା ସହ ବ୍ୟାଚ୍ ଏବଂ ଉତ୍ତରୀୟ କାଢ଼ି ଦେଇଥିଲେ । ଏହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ସମାଲୋଚକମାନେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କଟୁ ମନ୍ତବ୍ୟ ଦେଇଛନ୍ତି । ଏପଟେ ଦଳୀୟ ନେତ୍ରୀଙ୍କ ଆଚରଣକୁ ନେଇ ବିଜେଡି ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି ।

 

Previous Post

ଶ୍ରଦ୍ଧା କିଏ ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ

Next Post

ଏସୀୟ କ୍ରୀଡ଼ା: କମାଲ୍ କଲେ ଓଡ଼ିଆ ପୁଅ କିଶୋର

Next Post
ଏସୀୟ କ୍ରୀଡ଼ା: କମାଲ୍ କଲେ ଓଡ଼ିଆ ପୁଅ କିଶୋର

ଏସୀୟ କ୍ରୀଡ଼ା: କମାଲ୍ କଲେ ଓଡ଼ିଆ ପୁଅ କିଶୋର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA