Saturday, July 11, 2026 12:02 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୧୨ ବର୍ଷର ଗାଦିରୁ ହଟିଲେ ମାଥିଭାଥନନ୍

ସଚିବସ୍ତରରେ ବଡ଼ ଅଦଳବଦଳ

by Our Correspondent
10 Jul, 2024- 11:50 PM
in Latest News, News
1 min read
0
୧୨ ବର୍ଷର ଗାଦିରୁ ହଟିଲେ ମାଥିଭାଥନନ୍

ଭୁବନେଶ୍ୱର: ନୂଆ ସରକାର ପ୍ରଥମ ଥର ପାଇଁ ସଚିବସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି । ଦୁଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଦୀର୍ଘ ୧୦ ବର୍ଷରୁ ଅଧିକ ସମୟ ଧରି ଆସ୍ଥାନ ଜମାଇଥିବା ଜି. ମାଥିଭାଥନନଙ୍କୁ ଗୋପବନ୍ଧୁ ଏକାଡେମୀକୁ ପଠାଇ ଦିଆଯାଇଛି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ପଦରେ ଥିବା ଶ୍ରୀ ମାଥିଭାଥନନ୍ ଦୀର୍ଘ ୧୨ ବର୍ଷ ହେଲା ସଂସଦୀୟ ବ୍ୟାପାର ବିଭାଗର ଦାୟିତ୍ୱରେ ଥିବା ବେଳେ ୧୦ ବର୍ଷ ହେଲା ନଗର ଉନ୍ନୟନ ବିଭାଗ ଦାୟିତ୍ୱରେ ଥିଲେ । ସେହିଭଳି ଗତ ସରକାରର ଅନ୍ୟତମ କ୍ଷମତାଶାଳୀ ଅଫିସର ଭିନୀଲ୍ କ୍ରିଷ୍ଣାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର(ଅତିରିକ୍ତ ସଚିବ) ଏବଂ କ୍ରୀଡ଼ା ସଚିବ ପଦରୁ ହଟାଇ ଦିଆଯାଇଛି । ତାଙ୍କୁ ଜମିଜମା ସମାଧାନ ଏବଂ ବନ୍ଦୋବସ୍ତ କମିସନର ଭାବେ ଅବସ୍ଥାପିତ କରାଯାଇଛି ।

ଅନ୍ୟପକ୍ଷରେ ନୂତନ ଜାଗାରେ ନିଯୁକ୍ତି ପାଇଥିବା କିଛି ସଚିବଙ୍କ ଉପରେ ଅତିରିକ୍ତ ଦାୟିତ୍ୱର ବୋଝ ପଡ଼ିଛି । ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଥିବା ଶାଶ୍ୱତ ମିଶ୍ର ଓଏସଏସଏସସିର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ସମ୍ଭାଳୁଛନ୍ତି । ତାଙ୍କୁ ପୁଣି ଅର୍ଥ ଏବଂ ଶକ୍ତି ଭଳି ଦୁଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି ।

ସଚିବଙ୍କ ବଦଳି ତାଲିକା

୧.ନିକୁଞ୍ଜ ବିହାରୀ ଧଳ- ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ଶାସନ ସଚିବ+ ଇଡକୋ ଅଧ୍ୟକ୍ଷ(ଅତିରିକ୍ତ ଦାୟିତ୍ୱ)
୨.ସୁରେନ୍ଦ୍ର କୁମାର- ଅତିରିକ୍ତ ମୁଖ୍ୟ ଶାସନ ସଚିବ(ସାଧାରଣ ପ୍ରଶାସନ), ପର୍ଯ୍ୟଟନ(ଅତିରିକ୍ତ)+ସଂସଦୀୟ ବ୍ୟାପାର(ଅତିରକ୍ତ)
୩.ଜି.ମାଥିଭାଥନନ୍- ଡିଜି, ଟ୍ରେନିଂ କୋଅର୍ଡିନେସନ୍, ଗୋପବନ୍ଧୁ ଏକାଡେମୀ
୪.ହେମନ୍ତ ଶର୍ମା- ଶିଳ୍ପ ବିଭାଗର ପ୍ରମୁଖ ସଚିବ, ଇପିକଲ୍ ଅଧ୍ୟକ୍ଷ(ଅତିରିକ୍ତ)+ଏମଏସଏମଇ(ଅତିରିକ୍ତ)
୫.ଶାଶ୍ୱତ ମିଶ୍ର- ରାଜ୍ୟପାଳଙ୍କ ପ୍ରମୁଖ ସଚିବ,ଓଏସଏସଏସସି ଅଧ୍ୟକ୍ଷ(ଅତିରିକ୍ତ)+ ଅର୍ଥ(ଅତିରିକ୍ତ)+ ଶକ୍ତି(ଅତିରିକ୍ତ)
୬.ଶ୍ରୀମତୀ ଉଷା ପାଢ଼ୀ- ଏସଡି ଏବଂ ଟିଇ ବିଭାଗର ପ୍ରମୁଖ ସଚିବ,ବାଣିଜ୍ୟ ଓ ପରିବହନ(ଅତିରିକ୍ତ)+ନଗର ଉନ୍ନୟନ(ଅତିରିକ୍ତ)
୭.ବିଶାଲ କୁମାର ଦେବ- ପ୍ରମୁଖ ସଚିବ, ଇଲେକ୍ଟ୍ରୋନିକ୍ସ ଆଣ୍ଡ ଆଇଟି ଏବଂ ଓଏଫଡିସି ଅଧ୍ୟକ୍ଷ(ଅତିରିକ୍ତ)
୮.ଭାସ୍କର ଜ୍ୟୋତି ଶର୍ମା- କମିସନର ତଥା ସଚିବ, କ୍ରୀଡ଼ା ଓ ଯୁବ କଲ୍ୟାଣ ବିଭାଗ
୯.ଆର.ଭିନୀଲ୍ କ୍ରୀଷ୍ଣା- କମିସନର, ଲ୍ୟାଣ୍ଡ ରେକର୍ଡସ୍ ଆଣ୍ଡ ସେଟଲମେଣ୍ଟ

Previous Post

ପାପ ଅଧିକ ହୋଇଗଲା !

Next Post

ଆଇପିଏସ୍ ଆଶିଷ ସିଂହଙ୍କୁ ଛାଟ

Next Post
ଆଇପିଏସ୍ ଆଶିଷ ସିଂହଙ୍କୁ ଛାଟ

ଆଇପିଏସ୍ ଆଶିଷ ସିଂହଙ୍କୁ ଛାଟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA