Friday, July 10, 2026 10:44 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆଇପିଏସ୍ ଆଶିଷ ସିଂହଙ୍କୁ ଛାଟ

ଗୃହ ବିଭାଗରେ ଓଏସଡି ନିଯୁକ୍ତ

by Our Correspondent
11 Jul, 2024- 05:59 PM
in Latest News, News
1 min read
0
ଆଇପିଏସ୍ ଆଶିଷ ସିଂହଙ୍କୁ ଛାଟ

ଭୁୁବନେଶ୍ୱର: ପୂର୍ବ ସରକାରରେ ପରାକ୍ରମୀ ଆଇପିଏସ୍ ଅଫିସର ଆଶିଷ କୁମାର ସିଂହ ନୂଆ ସରକାରରେ ସମ୍ପୂର୍ଣ୍ଣ ଦୁର୍ବଳ ଓ ଅସହାୟ ହୋଇଯାଇଛନ୍ତି । ରାଜ୍ୟ ସରକାର ତାଙ୍କର ଆଜି ଗୋଟିକିଆ ବଦଳି ନିର୍ଦ୍ଦେଶ ବାହାର କରିଛନ୍ତି । ଗୃହ ବିଭାଗରେ ଓଏସଡି ଭାବେ ତାଙ୍କୁ ନିଯୁକ୍ତି ଦିଆଯାଇଛି । ସାଧାରଣତଃ ଗୃହ ବିଭାଗର ଏହି ଓଏସଡି ପଦକୁ ଏକ ପନିସମେଣ୍ଟ୍ ପୋଷ୍ଟିଂ ଭାବେ ବିବେଚନା କରାଯାଏ । ଏଥିରେ ନିଜର କ୍ଷମତା ପ୍ରୟୋଗ କି କାଟତି ଦେଖାଇବାର କୌଣସି ଅବକାଶ ନାହିଁ । ଏଠି ବିନା କାମରେ ହାତବାନ୍ଧି ବସିବା କଥା ।

ଗତ ବିଜେଡି ସରକାର ଅମଳରେ ଅତି ପ୍ରଭାବଶାଳୀ ଅଧିକାରୀଙ୍କ ତାଲିକାରେ ଥିଲେ ଆଇଜି ଆଶିଷ ସିଂହ । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱ ତାଙ୍କ ହାତରେ ଥିଲା । ଖାଲି ସରକାରରେ ନୁହେଁ, ଦଳୀୟ କାମ କରୁଥିବା ନେଇ ତାଙ୍କ ବିରୋଧରେ ମାଳ ମାଳ ଅଭିଯୋଗ ରହିଥିଲା । ଗତ ସାଧାରଣ ନିର୍ବାଚନ ପୂର୍ବରୁ ସେ ମାସେ ପାଇଁ ଅଚାନକ ଛୁଟି ନେବା ଘଟଣା ତାଙ୍କୁ ବହୁତ ବିବାଦୀୟ କରିଦେଇଥିଲା । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ୪.୫.୨୦୦୪ ରୁ ଛୁଟି ନେଇଥିଲେ ମଧ୍ୟ ସେ ଛୁଟିରେ ରହି ବିଜେଡି ପାଇଁ ନିର୍ବାଚନ ପରିଚାଳନା କରୁଥିବା ଅଭିଯୋଗ ନିର୍ବାଚନ କମିସନଙ୍କ ଦୃଷ୍ଟିକୁ ଆଣିଥିଲା ବିଜେପି । ନିର୍ବାଚନ କମିସନ ଏହି ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆଶିଷ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଇଥିଲେ ।

ଇତିମଧ୍ୟରେ ମାସେ ଛୁଟି ସରିଲା ପରେ ଶ୍ରୀ ସିଂହ କାର୍ଯ୍ୟରେ ଯୋଗଦେଇଥିଲେ ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପାଖରେ ଖବର ନ ଥିଲା । ଏମିତିକି ଗୃହ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇ ପୁଲିସ ଡିଜିଙ୍କଠାରୁ ଏହାର ଉତ୍ତର ଲୋଡ଼ାଯାଇଥିଲା । ରାଜ୍ୟ ସରକାରଙ୍କ ଗୃହ ବିଭାଗ ଜଣେ କାର୍ଯ୍ୟରତ ଆଇପିଏସ୍ ଅଫିସରଙ୍କ ଖୋଜଖବର ନେବା ଘଟଣା ବେଶ୍ ଚର୍ଚ୍ଚାର ବିଷୟ ହୋଇଥିଲା ।

Previous Post

୧୨ ବର୍ଷର ଗାଦିରୁ ହଟିଲେ ମାଥିଭାଥନନ୍

Next Post

ମହାପ୍ରଭୁଙ୍କ ଖଣ୍ଡାଲାଇଟ୍ ଖଣିକୁ ବି ଲୁଟିଲେ!

Next Post
ମହାପ୍ରଭୁଙ୍କ ଖଣ୍ଡାଲାଇଟ୍ ଖଣିକୁ ବି ଲୁଟିଲେ!

ମହାପ୍ରଭୁଙ୍କ ଖଣ୍ଡାଲାଇଟ୍ ଖଣିକୁ ବି ଲୁଟିଲେ!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA