Friday, May 1, 2026 07:12 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Politics Gossips

ପାୱାର୍ ନ ଥାଇ ପାୱାରଫୁଲ୍

by Our Correspondent
23 Jul, 2017- 06:28 AM
in Gossips, Latest News, Politics
1 min read
0
ପାୱାର୍ ନ ଥାଇ ପାୱାରଫୁଲ୍

ପାୱାରଫୁଲ୍ ଯୁବମନ୍ତ୍ରୀଙ୍କୁ ନବୀନ ତାଙ୍କ ମନ୍ତ୍ରୀମଣ୍ଡଳରୁ ବିଦା କରିଛନ୍ତି ସତ ହେଲେ ସେମାନଙ୍କ ହାତରୁ ପାୱାର୍ ନେଇନାହାନ୍ତି । ମନ୍ତ୍ରୀ ନ ଥାଇ ବି ଆଜିକା ଦିନରେ ଅରୁଣ, ସଞ୍ଜୟ, ବବି ବେଶ୍ ପାୱାରଫୁଲ୍ । ସେହିଭଳି ସମ୍ ହସ୍ପିଟାଲ୍ ନିଆଁ ଯୋଗୁଁ ବର୍ଷେ ତଳୁ ଅତନୁ ତାଙ୍କ ମନ୍ତ୍ରୀ ପଦ ହରାଇଥିଲେ ମଧ୍ୟ ପାୱାର୍ ହରାଇନାହାନ୍ତି । ତୃତୀୟ ମହଲାରେ ଏହି ୪ ଯୁବବ୍ରିଗେଟ୍ ଙ୍କ ଦବଦବା ବରିଷ୍ଠ ମନ୍ତ୍ରୀଙ୍କ ପାଇଁ ଇର୍ଷାର କାରଣ ହୋଇଛି । ଦଳର ବିଭିନ୍ନ ସାଂଗଠନିକ କାର୍ଯ୍ୟକ୍ରମ ପାଇଁ ଏହି ୪ ଯୁବ ବିଗ୍ରେଡଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ପକ୍ଷରୁ ଆଗ ଖୋଜାପଡୁଛି । ସେମାନଙ୍କର ଖାଲି ପରାମର୍ଶ ନେଉନାହାନ୍ତି  ବରଂ ସେମାନଙ୍କ ହାତରେ ଦଳୀୟ କାର୍ଯ୍ୟକ୍ରମର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁ କରାଉଛନ୍ତି । ଖାଲି ସେତିକି ନୁହେଁ ଦଳରେ କାହାରିକୁ କେଉଁ ଦାୟିତ୍ୱ ଦିଆଯିବ ଯୁବ ବିଗ୍ରେଡ ତାହା ସ୍ଥିର କରୁଛନ୍ତି । ମନ୍ତ୍ରୀମଣ୍ଡଳରୁ ବିଦା ହେବାର ଦୁଃଖ ମନରୁ ଭୁଲି ସେମାନେ ସାଂଗଠନିକ କାର୍ଯ୍ୟରେ ସକ୍ରିୟ ହୋଇପଡ଼ିଥିବାରୁ ନବୀନ ବି ସେମାନଙ୍କ ଉପରେ ଭାରି ଖୁସି । ମନ୍ତ୍ରୀ ଥିଲା ବେଳେ ସେମାନଙ୍କ ଦେହରେ ଗର୍ବ, ଅହଂକାରର ଯେଉଁ ଟ୍ୟାଗ୍ ଲାଗିଥିଲା ଏବେ ତାହା ବି ହଟିଗଲାଣି । ନିଜକୁ ଅଧିକ ସୋ ବାଜି ନ କରି ସେମାନେ ଦଳୀୟ କାର୍ଯ୍ୟକ୍ରମରେ ଫୁଲ୍ ଦମ୍ ଖଟାଇବା ନବୀନଙ୍କ ମନ ହରଣ କରିନେଇଛି । ହଁ ଏକମାତ୍ର ବ୍ୟତିକ୍ରମ ରହିଛି ବବିଙ୍କ କ୍ଷେତ୍ରରେ । ବବିଙ୍କର ବେତାଳିଆ ହାବଭାବ ପୂରାପୂରି କଟିପାରିନି । ମନ୍ତ୍ରୀ ଥିଲା ବେଳେ ଯେଭଳି ଫଡ଼ଫଡ଼ ହେଉଥିଲେ ଏବେ ବି ସେୟା । ଦିନେ ଛଡ଼ା ଦିନେ ସଚିବାଳୟ ଯାଇ ତୃତୀୟ ମହଲାରେ ନିଜଆଡୁ ହାଜିରା ପକାଇ ନିଜକୁ ପାୱାରଫୁଲ୍ ଦେଖାଇବାର ଅଭ୍ୟସ୍ତ ଛାଡ଼ିପାରିନାହାନ୍ତି । ମଜାଦାର ଖବରଟି ହେଉଛି, ଗୁରୁତ୍ୱପୂର୍ଣ୍ଣ ଖବରର ସୁରାକ୍ ମିଳିଲେ ସକାଳୁ ସକାଳୁ ସେ ଅରୁଣ, ଅତନୁ ଆଉ ସଞ୍ଜୟଙ୍କ ଘର ଆଡେ ବୁଲି ପଳୋଉଛନ୍ତି । ତିନିଙ୍କଠାରୁ ଯାହା ଖବର ପାଉଛନ୍ତି ତାହାର ଏଡିଟିଂ ଭର୍ସନ୍ ଧରି ସଚିବାଳୟ ଅଫିସ ଖୋଲୁ ଖୋଲୁ ଯାଇ ପହଞ୍ଚି ଯାଉଛନ୍ତି ତୃତୀୟ ମହଲାରେ । ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ତାହାକୁ ଆଗତୁରା ଡିସପୋଜ୍ କରି ବାହାବା ଗୋଟାଉଛନ୍ତି । ଅବଶ୍ୟ ଏହା ତାଙ୍କର ପୁରୁଣା ନିଶା ଏବଂ ମନ୍ତ୍ରୀ ପଦ ଗଲା ପରେ ବି ନିଶା ଛାଡ଼ିନି । ଯାଜପୁରର ବିଜେଡ଼ି ଦୁର୍ଗ ଭୁଷୁଡ଼ିବାକୁ ବସିଥିଲା ବେଳେ ସଚିବାଳୟରେ ବବିଙ୍କ ପାୱାର୍ ସୋ ଖୋଦ୍ ସୁପ୍ରିମୋଙ୍କୁ ଖଟକା ଲାଗୁଥିବା ଜଣାପଡ଼ିଛି ।

Previous Post

ଟଙ୍କାରେ ବଙ୍କେଇବେ ଧର୍ମେନ୍ଦ୍ର ?

Next Post

ବିଜେଡ଼ି ପାଖରେ ଯୁକ୍ତି ନାହିଁ, ଖାଲି ଗାଲୁ

Next Post
ବିଜେଡ଼ି ପାଖରେ ଯୁକ୍ତି ନାହିଁ, ଖାଲି ଗାଲୁ

ବିଜେଡ଼ି ପାଖରେ ଯୁକ୍ତି ନାହିଁ, ଖାଲି ଗାଲୁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA