Wednesday, June 24, 2026 09:16 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଓଟିଭି କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ

ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

by Our Correspondent
04 Apr, 2025- 10:10 PM
in Crime, Latest News, News
1 min read
0
ଓଟିଭି କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର: ଓଟିଭି ଡିଜିଟାଲ୍ ସେଲସ୍ ରେ ମ୍ୟାନେଜମେଣ୍ଟ ଟ୍ରେନି ଭାବେ କାମ କରୁଥିବା ସଂକଳ୍ପ ମହାନ୍ତି(୨୫)ଙ୍କର ସନ୍ଦେହହଜନକ ଭାବେ ମୃତ୍ୟୁ ହୋଇଛି । ଜାଗମରାର ପଞ୍ଚସଖା ନଗରରେ ରହୁଥିବା ଭଡ଼ାଘର ପଛପଟୁ ତାଙ୍କର ମୃତଦେହ ଜବତ ହୋଇଛି । ତାଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ପରିବାର ଲୋକ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ସଂକଳ୍ପ ଗତକାଲି ଅଫିସରୁ ଫେରି ବିଳମ୍ବିତ ରାତି ପର୍ଯ୍ୟନ୍ତ ତାଙ୍କର ଜଣେ ବନ୍ଧୁଙ୍କ ସହ କଥା ହୋଇଛନ୍ତି । ତେବେ ସକାଳୁ ତାଙ୍କର ମୃତଦେହ ଘରର ପଛପଟେ ପଡ଼ିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ପୁଲିସ ସେଠାରେ ପହଞ୍ଚି ଶବ ଜବତ କରିବା ସହ କ୍ୟାପିଟାଲ୍ ହସ୍ପିଟାଲ୍ ଆଣିଥିଲା । ପରେ ପରିବାର ଲୋକ ସେଠାରେ ପହଞ୍ଚିଥିଲେ । ତାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସଂକଳ୍ପଙ୍କ ବାପା ଖଣ୍ଡଗିରି ଥାନାରେ ଅଭିଯୋଗ ଆଣିଛନ୍ତି । ତେବେ ପୁଲିସ ଏହାର ତଦନ୍ତ ଆରମ୍ଭ କରିଥିବାରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ସୂଚନାଥାଉକି, ଦେଢ଼ମାସ ତଳେ କିଟ୍ ରେ ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଓଟିଭି ତମ୍ବିତୋଫାନ କରିଥିଲା । ଅନ୍ୟପକ୍ଷରେ କିଟ୍ ହଷ୍ଟେଲରେ ରହୁଥିବା ପଶ୍ଚିମବଙ୍ଗର ଜଣେ ତୃତୀୟ ବର୍ଷର ଇଂଜିନିୟରିଂ ଛାତ୍ରଙ୍କର ନିକଟରେ ମୃତ୍ୟୁ ହୋଇଥିଲା । ମଞ୍ଚେଶ୍ୱରର ଏକ ନିର୍ମାଣାଧୀନ କୋଠାରୁ ତାଙ୍କର ମୃତଦେହ ଜବତ କରାଯାଇଥିଲା । ଓଟିଭି ଏହି ଖବରକୁ ନେଇ ଅଧିକ ତମ୍ବିତୋଫାନ କରିବାକୁ ଉଦ୍ୟମ କରିଥିଲା । ସଂପୃକ୍ତ ଛାତ୍ର ମଞ୍ଚେଶ୍ୱର ଯିବା ପଛରେ କିଟ୍ କର୍ତ୍ତୃପକ୍ଷଙ୍କୁ ଦାୟୀ କରି ଖବର ପ୍ରସାରଣ କରାଯାଇଥିଲା ।

ଏବେ ନିଜ ସଂସ୍ଥାର ଜଣେ କର୍ମଚାରୀଙ୍କର ସନ୍ଦେହହଜନକ ମୃତ୍ୟୁ ଏବଂ ତାଙ୍କ ପରିବାର ହତ୍ୟା ଅଭିଯୋଗ ଆଣିବା ପରେ ଓଟିଭି ଏହି ଖବରକୁ ସେଭଳି ଗୁରୁତ୍ୱ ଦେଇ କାହିଁକି ପ୍ରସାରଣ କରୁନାହିଁ ବୋଲି ଅନେକ କଟାକ୍ଷ କରିଛନ୍ତି । କିଟ୍ କୁ ବଦନାମ କରିବା ଅଭିଯାନ ଆଗକୁ ବଢ଼ାଇବାରେ ଓଟିଭିର ଦମ୍ଭ ଭାଙ୍ଗିଗଲା ବୋଲି ସେମାନେ କହିଛନ୍ତି ।

Previous Post

ବିଜେଡି ନେତା, କର୍ମୀଙ୍କ ଇଜ୍ଜତ ସହ ଖେଳିଲେ ନବୀନ!

Next Post

ପାଣ୍ଡିଆନଙ୍କୁ ଦେଖେଇ ସସ୍ମିତଙ୍କୁ ଗାଳି

Next Post
ପାଣ୍ଡିଆନଙ୍କୁ ଦେଖେଇ ସସ୍ମିତଙ୍କୁ ଗାଳି

ପାଣ୍ଡିଆନଙ୍କୁ ଦେଖେଇ ସସ୍ମିତଙ୍କୁ ଗାଳି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA