Thursday, May 7, 2026 11:04 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିିଧାୟକଦଳ ଅଣଦେଖା, ଧର୍ମେନ୍ଦ୍ରଙ୍କୁ ଖୁସି କରିବାକୁ ପ୍ରେସମିଟ୍!

by Our Correspondent
11 Dec, 2017- 01:32 PM
in Latest News, Politics
1 min read
0
ବିିଧାୟକଦଳ ଅଣଦେଖା, ଧର୍ମେନ୍ଦ୍ରଙ୍କୁ ଖୁସି କରିବାକୁ ପ୍ରେସମିଟ୍!
ଭୁବନେଶ୍ୱର: ବିଧାୟକଦଳକୁ ଅଣଦେଖା କରି ପାର୍ଟି ଅଫିସରେ ପ୍ରେସମିଟ୍ କରିବା ବିଜେପିକୁ ମହଙ୍ଗା ପଡିବାକୁ ଯାଉଛି । ‘ମିଡ-ଡେ ଓଡ଼ିଶା’ରେ ଏ ସମ୍ପର୍କିତ ଖବର ବାହାରିବା ପରେ ଦଳ ମଧ୍ୟରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ପ୍ରଥମରୁ ନିଜର ଅସନ୍ତୋଷ ହାଇକମାଣ୍ଡଙ୍କୁ ଜଣାଇଥିଲେ ମଧ୍ୟ ତାହା ପାସଙ୍ଗରେ ପଡ଼ି ନ ଥିଲା । ମାତ୍ର ସହଯୋଗୀ ବିଧାୟକଙ୍କ ଅସନ୍ତୋଷ ତୀବ୍ର ହେବା ଦେଖି ସଭାପତି ବସନ୍ତ ପଣ୍ଡା ଏଥିରେ ହସ୍ତକ୍ଷେପ କରିଛନ୍ତି ।
ବିଧାନସଭା ଚାଲିଥିବା ବେଳେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ବିଧାୟକମାନେ ଗୃହରେ ଉତଥାପନ କରୁଛନ୍ତି । ଗଣମାଧ୍ୟମରେ ସେମାନେ ନିଜ କଥା ରଖୁଛନ୍ତି । ମାତ୍ର ସମାନ୍ତରାଳ ଭାବେ ପାର୍ଟି ଅଫିସରେ ପ୍ରେସ୍ ମିଟ୍ ଡାକି ଦଳୀୟ ନେତାମାନେ ସମାନ କଥା କହିବା ଦ୍ୱାରା ଲୋକଙ୍କ ପାଖକୁ ଭୁଲ୍ ବାର୍ତ୍ତା ଯାଉଛି । ସେଥିସହ ବିଧାୟକମାନେ ନିଜକୁ ଅଣଦେଖା ବି ମନେ କରୁଛନ୍ତି । ଏହା ରୋକିବାକୁ ବିଧାୟକଦଳ ସଭାପତିଙ୍କ ହସ୍ତକ୍ଷେପ ଲୋଡିଥିବା ସୂଚନା ମିଳିଛି ।
ରାଜ୍ୟରେ ବିଜେପି ଫେସ୍ ବନିଥିବା ଅଣବିଧାୟକମାନେ ପାର୍ଟି ଅଫିସରେ ପ୍ରେସ୍ ମିଟ୍ କରି ବିଧାନସଭା ପ୍ରସଙ୍ଗ ଗାଇବା ଦ୍ୱାରା ଦଳୀୟ ବିଧାୟକମାନେ ଅପମାନିତ ମନେ କରୁଛନ୍ତି । ସେମାନଙ୍କର ଗାରିମା ନଷ୍ଟ ହେଉଛି ବୋଲି ନିଜ ନାଁ ଗୋପନ ରଖିବା ସର୍ତ୍ତରେ ଜଣେ ବିଧାୟକ କ୍ଷୋଭ ପ୍ରକାଶ କରିଛନ୍ତି । ଦଳର ଅନ୍ୟ ଜଣେ ବରିଷ୍ଠ ନେତା କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଖୁସି କରାଇବା ପାଇଁ ତାଙ୍କ ବାହିନୀ ଉପରେ ପଡ଼ି ନିଜକୁ ଦେଖେଇ ହଉଛନ୍ତି । ରାଜ୍ୟ ସରକାରଙ୍କ ବିରୋଧରେ ନିଜର କାଟତି ଦେଖାଇ ଧର୍ମେନ୍ଦ୍ରଙ୍କୁ ଖୁସି କରାଇବା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ। ତେବେ ଏଥିରେ ଧର୍ମେନ୍ଦ୍ରଙ୍କର ଇସାରା ନ ଥିବା ସେ ସ୍ପଷ୍ଟ କରିଛନ୍ତି ।
Previous Post

ବିଜ୍ଞାପନ ବାତ୍ୟା: କାହାର ପୁଷମାସ ତ କାହାର ସର୍ବନାଶ

Next Post

ୱାନ୍ ଆଣ୍ଡ ଓନଲି ରାହୁଲ

Next Post
ୱାନ୍ ଆଣ୍ଡ ଓନଲି ରାହୁଲ

ୱାନ୍ ଆଣ୍ଡ ଓନଲି ରାହୁଲ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA