Saturday, May 9, 2026 07:59 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆଜି ବିଜେପୁର ଫଇସଲା

by Our Correspondent
24 Feb, 2018- 07:15 AM
in Latest News, News
1 min read
0
ଆଜି ବିଜେପୁର ଫଇସଲା
ଭୁବନେଶ୍ୱର: ବିଜେପୁର ସିଂହାସନ ପାଇଁ ଆଜି ହେବ ଫଇସଲା । ୨ ଲକ୍ଷ ୨୧ ହଜାର ୧୪୯ ଭୋଟର ସେମାନଙ୍କ ବିଧାୟକ ପ୍ରତିନିଧି ବାଛିବେ । ୨୮୧ ବୁଥ୍ ରେ ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ । ଆଜିର ଏହି ଉପନିର୍ବାଚନ ପାଇଁ ଅଦ୍ଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୂରା ବିଜେପୁର ନିର୍ବାଚନମଣ୍ଡଳୀକୁ କଡ଼ା ସୁରକ୍ଷା ବଳୟକୁ ଅଣାଯାଇଛି । ମୋଟ ୧୫୫ ଅତି ସମ୍ବେଦନଶୀଳ(କ୍ରିଟିକାଲ୍) ବୁଥ୍ ଚିହ୍ନଟ କରାଯାଇ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି ।
ବରଗଡ଼ ଏସପି ଙ୍କ ସୂଚନା ଅନୁଯାୟୀ ସମଗ୍ର ନିର୍ବାଚନମଣ୍ଡଳୀ ପାଇଁ ୧୨ଟି ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରାଯାଇଛି । ବିଭିନ୍ନ ସ୍ଥାନରେ ସଶସ୍ତ୍ର ଜବାନ୍ ଓ ଏକଜ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କୁ ମୁତୟନ କରାଯାଇଛି । ରାଜ୍ୟ ସଶସ୍ତ୍ର ପୁଲିସର ୩୬ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିବା ବେଳେ ବିଏସଏଫ୍ ଏବଂ ସିଆରପିଏଫ୍ ର ୫ କମ୍ପାନୀ ଫୋର୍ସ ବିଜେପୁରରେ ପହଞ୍ଚିଛନ୍ତି । ବାହାର ଜିଲ୍ଲାରୁ ୩୦ ଜଣ ଆଇଆଇସି ଏବଂ ୧୫୦ ଏସଆଇଙ୍କୁ ମୁତୟନ କରାଯାଇଛି । ୪୦ଟି ମୋବାଇଲ୍ ପାର୍ଟି ୫ଟି ଦଳରେ ବିଭକ୍ତ ହୋଇ ବୁଥୱାରୀ ତଦାରଖ କରିବେ । ୮ଟି ସ୍ୱତନ୍ତ୍ର ଷ୍ଟ୍ରାଇକିଂ ଫୋର୍ସ ଏବଂ ଗୋଟିଏ କମ୍ପାନୀ ଓଡ଼ିଶା ସ୍ୱିଫ୍ଟ ଫୋର୍ସ ମଧ୍ୟ ମୁତୟନ କରାଯାଇଛି । ୪୦ଟି ସମ୍ବେଦନଶୀଳ ଭୋଟକେନ୍ଦ୍ରରେ ମାଇକ୍ରୋ ଅବଜରଭର ରହିଛନ୍ତି । ଭୋଟଗ୍ରହଣଙ୍କୁ ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ଜିଲ୍ଲା ପ୍ରଶାସନ ସହ ମୁଖ୍ୟ ନିର୍ବାଚନ ଅଧିକାରୀ ବରାବର ଯୋଗାଯୋଗରେ ଅଛନ୍ତି ।
ଉପନିର୍ବାଚନ ପ୍ରଚାରବେଳେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଜୋତା ଫିଙ୍ଗି ଆକ୍ରମଣ ଉଦ୍ୟମ ଏବଂ ମନ୍ତ୍ରୀ ସୁଶାନ୍ତ ସିଂ ଙ୍କ ଭାଇଙ୍କ ଉପରକୁ ଫାୟାରିଂ ଘଟଣାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ବେଶ୍ ସକ୍ରିୟ ରହିଛି । ଭୋଟଗ୍ରହଣ ବେଳେ ଅଞ୍ଚଳରେ କୌଣସି ସନ୍ଦେହଜନକ ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରିବା ପାଇଁ ପୁଲିସକୁ ସଜାଗ କରାଯାଇଛି । କୌଣସି ଅପ୍ରୀତିକର ପରିସ୍ଥିତିକୁ କଡ଼ା ହସ୍ତରେ ଦମନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
Previous Post

ଧର୍ମେନ୍ଦ୍ର ଧମକେଇଲେ

Next Post

ସୋହେଲା ଫାୟାରିଂ: ଆଖି ବୁଜିଲେ ଡ୍ରାଇଭର

Next Post
ସୋହେଲା ଫାୟାରିଂ: ଆଖି ବୁଜିଲେ ଡ୍ରାଇଭର

ସୋହେଲା ଫାୟାରିଂ: ଆଖି ବୁଜିଲେ ଡ୍ରାଇଭର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA