Monday, May 25, 2026 10:56 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କଂଗ୍ରେସ ଛାଡ଼ିଲେ ମାନସ ମଙ୍ଗରାଜ

by Our Correspondent
19 Mar, 2018- 04:53 PM
in Latest News, Politics
1 min read
0
କଂଗ୍ରେସ ଛାଡ଼ିଲେ ମାନସ ମଙ୍ଗରାଜ
ଭୁବନେଶ୍ୱର: କଂଗ୍ରେସର ଟାଣୁଆ ଯୁବନେତା, ପ୍ରଦେଶ ଯୁବ କଂଗ୍ରେସର ପୂର୍ବତନ ମୁଖ୍ୟ ମୁଖପାତ୍ର ତଥା ପୂର୍ବତନ ପିସିସି ମୁଖପାତ୍ର ମାନସ ରଞ୍ଜନ ମଙ୍ଗରାଜ ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫାପତ୍ର ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ପଠାଇଛନ୍ତି । ଏଆଇସିସି ସଭାପତି ରାହୁଲ ଗାନ୍ଧୀଙ୍କୁ ମଧ୍ୟ ନିଜ ଇସ୍ତଫା ସଂକ୍ରାନ୍ତରେ ଅବଗତ କରିଛନ୍ତି । ରାଜ୍ୟରେ କଂଗ୍ରେସ ଯେଉଁ ଅବସ୍ଥାକୁ ଆସିଛି ସେଥିରେ ତାଙ୍କଭଳି ଜଣେ ସ୍ୱାଭିମାନୀ ଯୁବକ ସମ୍ମାନର କାର୍ଯ୍ୟ କରିବା ଅସମ୍ଭବ ବୋଲି ମାନସ କହିଛନ୍ତି । ଦଳ ପ୍ରତି ନିଷ୍ଠା ଓ ଆନୁଗତ୍ୟ ରଖିଥିବା ନେତାଙ୍କୁ ଅଲୋଡ଼ା କରାଯାଇଛି ବୋଲି ସେ ଅଭିଯୋଗ କରି ସେଥିପାଇଁ ପ୍ରସାଦ ହରିଚନ୍ଦନଙ୍କୁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି । ବରିଷ୍ଠ ନେତାଙ୍କ ମଧ୍ୟରେ ଲାଗି ରହିଥିବା ଗୋଷ୍ଠୀ କନ୍ଦଳ ଯୋଗୁଁ ଦଳ ଆଜି ରସାତଳଗାମୀ ହୋଇଥିବା ମାନସ ତାଙ୍କ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି ।
ସାମ୍ବାଦିକତାରୁ ରାଜନୀତିକୁ ଆସିଥିବା ମାନସ ମଙ୍ଗରାଜ କଂଗ୍ରେସରେ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିଲେ । ଏକଦା ରାହୁଲ ଗାନ୍ଧୀଙ୍କର ଅତ୍ୟନ୍ତ ଘନିଷ୍ଠ ଓ ବିଶ୍ୱାସଭାଜନରେ ରହି ଜାତୀୟସ୍ତରରେ ଦଳୀୟ ପଦ ପଦବୀରେ କାର୍ଯ୍ୟ କରିଥିଲେ । ୨୦୦୯ ସାଧାରଣ ନିର୍ବାଚନରେ ଚିଲିକା ନିର୍ବାଚନମଣ୍ଡଳୀରୁ ସେ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ । ପ୍ରଦେଶ ଯୁବ କଂଗ୍ରେସର ମୁଖ୍ୟ ମୁଖପାତ୍ର ଭାବେ ସେ ସଫଳତାର ସହ ଦାୟିତ୍ୱ ତୁଲାଇଥିଲେ । ପରବର୍ତ୍ତୀ ସମୟରେ ପିସିସି ମୁଖପାତ୍ର ଦାୟିତ୍ୱ ନିର୍ବାହ କରିଥିଲେ । ତେବେ ନିଜ ନିର୍ବାଚନମଣ୍ଡଳୀରେ ଲୋକଙ୍କ ସହ ଉତ୍ତମ ସମ୍ପର୍କ ରଖିବା ସହ ରାଜ୍ୟସ୍ତରୀୟ ଦଳୀୟ କାର୍ଯ୍ୟକ୍ରମରେ ବେଶ୍ ସକ୍ରିୟ ଥିଲେ ମଧ୍ୟ ଦଳ ତାଙ୍କୁ ଉପେକ୍ଷା କରିବା ଆରମ୍ଭ କରିଥିଲା । ପ୍ରସାଦ ହରିଚନ୍ଦନ ପିସିସି ନେତୃତ୍ୱ ନେଲା ପରେ ମାନସଙ୍କୁ ସମ୍ପୂର୍ଣ୍ଣ କୋଣଠେସା କରିଦେଇଥିଲେ । ଦୀର୍ଘ ଦିନ ଧରି ଅସନ୍ତୋଷରେ ଜଳୁଥିବା ମାନସ ଶେଷରେ ଚରମ ପଦକ୍ଷେପ ନେଇଛନ୍ତି ।
ମାନସ ତାଙ୍କ ପରବର୍ତ୍ତୀ ରାଜନୈତିକ ପଦକ୍ଷେପ ସଂକ୍ରାନ୍ତରେ ଖୁବ୍ ଶୀଘ୍ର ନିଷ୍ପତ୍ତି ନେବେ ବୋଲି କହିଛନ୍ତି । ତେବେ ମାନସ ବିଜେଡ଼ିରେ ଯୋଗଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତାଙ୍କ ସହ ଆଉ କିଛି କଂଗ୍ରେସ ନେତା ବିଜେଡ଼ିରେ ଯୋଗଦେଉଥିବା ମଧ୍ୟ କୁହାଯାଉଛି । ଦୁଇ ତିନ ଦିନ ମଧ୍ୟରେ ଏ ନେଇ ସ୍ପଷ୍ଟ ଚିତ୍ର ମିଳିଯିବ ବୋଲି ମାନସଙ୍କ ନିକଟତମ ମହଲରୁ ଜଣାପଡ଼ିଛି ।
Previous Post

ଖୋଲିଲା ଡିଆଇଙ୍କ ଗୁମର; ପାଣ୍ଡିଆନ୍ ଙ୍କୁ ଟାର୍ଗେଟ୍ ରେ ସତ ଚାପିବା ଉଦ୍ୟମ

Next Post

କାଲିଠୁ ବିଧାନସଭା, ନେତାଙ୍କ ରଣନୀତି ତୟାର୍

Next Post
କାଲିଠୁ ବିଧାନସଭା, ନେତାଙ୍କ ରଣନୀତି ତୟାର୍

କାଲିଠୁ ବିଧାନସଭା, ନେତାଙ୍କ ରଣନୀତି ତୟାର୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA