Monday, May 25, 2026 04:19 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ୟାଙ୍କ ପାଇଁ ଟିକେଟ ପକ୍କା କଲେ ଧର୍ମେନ୍ଦ୍ର

by Our Correspondent
21 Apr, 2018- 06:12 PM
in Latest News, News
1 min read
0
ୟାଙ୍କ ପାଇଁ ଟିକେଟ ପକ୍କା କଲେ ଧର୍ମେନ୍ଦ୍ର
ଭୁବନେଶ୍ୱର: ଗଣମାଧ୍ୟମ ସହ ସଂପୃକ୍ତ ଜଣେ ବିଶିଷ୍ଟ ବ୍ୟକ୍ତିଙ୍କୁ ଉପକୂଳ ଓଡ଼ିଶାର ଏକ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ କରିବ । ଗତ ସପ୍ତାହରେ ଦିଲ୍ଲୀଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଂପୃକ୍ତ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଆଲୋଚନା କରିବା ପରେ ଏହା ପକ୍କା ହୋଇଛି । ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ନିବିଡ଼ ସମ୍ପର୍କରେ ଥିବା ଏହି ଭଦ୍ରବ୍ୟକ୍ତି ବିଜେଡ଼ି ସହ ବି ସମ୍ପର୍କରେ ଅଛନ୍ତି । ମାତ୍ର ତାହା ବାଧ୍ୟବାଧକତାର ସମ୍ପର୍କ । ବିଜେଡ଼ି ନେତୃମଣ୍ଡଳୀ ଏହା ଭଲ ଭାବରେ ଜାଣିଥିବାରୁ ତାଙ୍କୁ ବିଶ୍ୱାସକୁ ନେଉନାହାନ୍ତି । ତେଣୁ ଧର୍ମେନ୍ଦ୍ରଙ୍କ ହାତ ଧରି ବିଜେପି ଟିକେଟରେ ଲୋକସଭା ଲଢ଼ିବାକୁ ସେ ଆଗରୁ ମନସ୍ଥିର କରିସାରିଥିଲେ । ଯାହା ଏବେ ନିଶ୍ଚିତ ହୋଇଛି ବୋଲି ତାଙ୍କ ନିକଟତମ ମହଲରୁ ସୂଚନା ମିଳିଛି ।
ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭୋଗରାଇ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେପି ଟିକେଟରେ ଲଢ଼ିବାକୁ ଆଶା ବାନ୍ଧିଥିବା ଜନୈକ ଯୁବନେତାଙ୍କୁ ସାଙ୍ଗରେ ଧରି ସଂପୃକ୍ତ ବିଶିଷ୍ଟ ବ୍ୟକ୍ତି ଧର୍ମେନ୍ଦ୍ରଙ୍କ ପାଖରେ ଲବି କରିବାକୁ ଦିଲ୍ଲୀ ଯାଇଥିଲେ । ଏହି ଆଶାୟୀଜଣଙ୍କ କଂଗ୍ରେସ ଛାଡ଼ି ବିଜେପିରେ ମିଶିବେ ବୋଲି କଥା ହୋଇଥିଲା । ତେବେ ତାଙ୍କୁ ଭୋଗରାଇରୁ ଟିକେଟ ଦେବା ନେଇ ଧର୍ମେନ୍ଦ୍ର ନିର୍ଦ୍ଦିଷ୍ଟ ପ୍ରତିଶ୍ରୁତି ଦେଇ ନ ଥିଲେ । ତାଙ୍କୁ ମନେଇବାକୁ ନାମକରା ବ୍ୟକ୍ତି ଉଦ୍ୟମ କରିଥିଲେ ମଧ୍ୟ ଧର୍ମେନ୍ଦ୍ର ରାଜି ହୋଇ ନ ଥିଲେ । ‘ଆପଣ ନିଜ କଥା ଦେଖନ୍ତୁ ଆଉ ଲୋକସଭା ଲଢ଼ିବାକୁ ପ୍ରସ୍ତୁତ ହୋଇଯାଆନ୍ତୁ’ ବୋଲି ଧର୍ମେନ୍ଦ୍ର ଓଲଟି ପରାମର୍ଶ ଦେଇଥିଲେ । ଏଥିରେ ବିଶିଷ୍ଟ ବ୍ୟକ୍ତି ଖୁସି ହୋଇଥିଲେ ମଧ୍ୟ ଭୋଗରାଇ ଆଶାୟୀଙ୍କ ପାଇଁ ନିରାଶବାଣୀ ଶୁଣି ସାମାନ୍ୟ ଦୁଃଖ ଅନୁଭବ କରିଛନ୍ତି ।
Previous Post

ଆସନ୍ତାକାଲି କଂଗ୍ରେସ ଉତ୍ସବ

Next Post

ନେତାଙ୍କୁ ନିରଞ୍ଜନଙ୍କ ଆହ୍ୱାନ: କାନକୁହା କଥା ଛାଡ଼, ଗୋଷ୍ଠୀ ବିବାଦ ଭୁଲ

Next Post
ନେତାଙ୍କୁ ନିରଞ୍ଜନଙ୍କ ଆହ୍ୱାନ: କାନକୁହା କଥା ଛାଡ଼, ଗୋଷ୍ଠୀ ବିବାଦ ଭୁଲ

ନେତାଙ୍କୁ ନିରଞ୍ଜନଙ୍କ ଆହ୍ୱାନ: କାନକୁହା କଥା ଛାଡ଼, ଗୋଷ୍ଠୀ ବିବାଦ ଭୁଲ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA