Thursday, May 7, 2026 08:53 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଧର୍ମେନ୍ଦ୍ରଙ୍କ ଜଗନ୍ନାଥ ତତ୍ତ୍ୱ: ଛେରାପହଁରା ଯାହା ‘ଝାଡୁ ମାରିବା’ ତାହା

by Our Correspondent
15 Jul, 2018- 08:55 PM
in Latest News, News
1 min read
1
ଭୁୁବନେଶ୍ୱର: ଗତକାଲି ମହାପ୍ରଭୁଙ୍କ ରଥଟଣା ବେଳେ ପୁରୀ ବଡ଼ଦାଣ୍ଡରେ ଉପସ୍ଥିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରବଚନ(!) ଜଗନ୍ନାଥ ସଂସ୍କୃତିକୁ ପ୍ରବଳ ଆଘାତ ଦେଇଛି । ଗଜପତିଙ୍କ ଛେରାପହଁରାକୁ ଝାଡୁ ମାରିବା ସହ କେନ୍ଦ୍ରମନ୍ତ୍ରୀ ତୁଳନା କରିଥିବା ବେଳେ ଗଜପତିଙ୍କ କାର୍ଯ୍ୟକୁ ଝାଡୁଦାର ସହ ତୁଳନା କରିଛନ୍ତି । ଖାଲି ସେତିକି ନୁହେଁ, ଗଜପତିଙ୍କ ଛେରାପହଁରାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ ସହ ଯୋଡିଛନ୍ତି କେନ୍ଦ୍ରମନ୍ତ୍ରୀ ।
ପାଠକଙ୍କ ଅବଗତି ନିମନ୍ତେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରବଚନର ଅବିକଳ ନକଲ ଆମେ ଏଠାରେ ଉଲ୍ଲେଖ କରୁଛୁ ।
“ଆମ ସମାଜର ବିନମ୍ରତାର ଅନନ୍ୟ ପ୍ରତୀକ ଝାଡୁ ମାରିବା, ସଫେଇ କରିବା । ଯାହାକୁ କି ଆଜି ଆଧୁନିକ ସମୟରେ ମାନନୀୟ ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତର ଆନ୍ଦୋଳନ କରିଛନ୍ତି । ସ୍ୱଚ୍ଛ ଭାରତର କଳ୍ପନା, ସ୍ୱଚ୍ଛତାର କଳ୍ପନା ଜଗନ୍ନାଥ ସଂସ୍କୃତି ସାଙ୍ଗରେ ଯୋଡି ହେଇକି ଅଛି । ମହାପ୍ରଭୁ ରଥାରୁଢ଼ ହେଲା ପରେ ଓଡ଼ିଆ ଜାତିର ଅନନ୍ୟା ଶ୍ରଦ୍ଧାର କେନ୍ଦ୍ର ଗଜପତି ମହାରାଜ ଆସିଥାଆନ୍ତି ରଥକୁ ଓଳେଇବା ପାଇଁ । ରଥକୁ ଝାଡୁ ମାରିବା ପାଇଁ । ସେଇ ପାଇଁ ତାଙ୍କୁ କେବେ ଝାଡୁଦାର କୁହାଯାଇଥିଲା ।..”
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏଭଳି ପାଣ୍ଡିତ୍ୟକୁ ଦେଖି ଜଗନ୍ନାଥପ୍ରେମୀ ତାଜୁବ ହୋଇଛନ୍ତି । ଗଜପତିଙ୍କ ଛେରାପହଁରାର ଅର୍ଥ କ’ଣ ଅଳିଆ ସଫା କରିବା ? ଅଳିଆ ସଫା କରିବା ବ୍ୟକ୍ତି କ’ଣ ଜଗନ୍ନାଥ ସଂସ୍କୃତିର ଗଜପତି ? ଏଭଳି ଅନେକ ପ୍ରଶ୍ନ ଏବେ ଜଗନ୍ନାଥ ପ୍ରେମୀଙ୍କୁ ଆନ୍ଦୋଳିତ କରିଛି ।
କିମ୍ବଦନ୍ତୀ କହେ, ଗଜପତିଙ୍କ ଛେରାପହଁରାକୁ କାଞ୍ଚି ରାଜା ନାପସନ୍ଦ କରିଥିବାରୁ ସ୍ୱଂୟ ଶ୍ରୀ ଜଗନ୍ନାଥ ଓ ବଡ଼ ଭାଇ ବଳଭଦ୍ର କଳା ଘୋଡ଼ା ଓ ଧଳା ଘୋଡ଼ାରେ କାଞ୍ଚି ଅଭିଯାନ କରିଥିଲେ । ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜଗନ୍ନାଥ ସଂସ୍କୃତି ନେଇ ଯେଉଁ ପାଣ୍ଡିତ୍ୟ ଦେଖାଇଛନ୍ତି, ତାହାକୁ ଜଗନ୍ନାଥ ପ୍ରେମୀ ସହ୍ୟ କରିବେ କି ବୋଲି ପ୍ରଶ୍ନ ଉଠିଛି ।
Previous Post

ସୂଚନା ଓ ଲୋକସମ୍ପର୍କ ବିଭାଗ ପଙ୍ଗୁ; ସରକାରଙ୍କ ପାଇଁ ସତର୍କ ଘଣ୍ଟି

Next Post

ସୌମ୍ୟଙ୍କୁ ନେଇ ଚିନ୍ତାରେ ବିଜେଡ଼ି

Next Post
ସୌମ୍ୟଙ୍କୁ ନେଇ ଚିନ୍ତାରେ ବିଜେଡ଼ି

ସୌମ୍ୟଙ୍କୁ ନେଇ ଚିନ୍ତାରେ ବିଜେଡ଼ି

Comments 1

  1. Niranjan Ranasingh says:
    8 years ago

    ଇଏ 2ୟ ମହାରଥୀ ହବାକୁ ଯାଉଛି

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA