Sunday, May 10, 2026 01:10 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ହାତ’ ଧରିଲେ ସାମ୍ବାଦିକ ସତ୍ୟ ପ୍ରକାଶ

by Our Correspondent
12 Aug, 2018- 12:30 PM
in Latest News, Politics
1 min read
0
‘ହାତ’ ଧରିଲେ ସାମ୍ବାଦିକ ସତ୍ୟ ପ୍ରକାଶ

ପିସିସି ମିଡ଼ିଆ ସେଲ୍ ମୁଖ୍ୟ ଦାୟିତ୍ୱ

ଭୁବନେଶ୍ୱର: ଓଡ଼ିଶାର ଜଣାଶୁଣା ସାମ୍ବାଦିକ ତଥା ଟିଭି ଫେସ୍ ସତ୍ୟ ପ୍ରକାଶ ନାୟକ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି । ସକାଳ ୧୦.୩୦ ମିନିଟ୍ ରେ ରାମ ମନ୍ଦିର ଛକରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସେ କଂଗ୍ରେସ ଭବନରେ ପହଞ୍ଚିଥିଲେ । ସେଠାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ,ବରିଷ୍ଠ ନେତା ସୁରେଶ ରାଉତରାୟ, ଅନନ୍ତ ସେଠୀ, ମହମ୍ମଦ ମକିମ୍, ବିଧାୟକ ଭୁଜବଳ ମାଝୀ, ଭୁବନେଶ୍ୱର ଜିଲ୍ଲା ସଭାପତି ମାନସ ଚୌଧୁରୀ ତଥା ଅନ୍ୟମାନଙ୍କ ଗହଣରେ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେଇଥିଲେ । ଦଳରେ ମିଶିବା କ୍ଷଣି ତାଙ୍କୁ କଂଗ୍ରେସ ମିଡ଼ିଆ ସେଲ୍ ର ମୁଖ୍ୟ ଦାୟିତ୍ୱ ଦିଆଯାଇଛି । ମିଶ୍ରଣ ପର୍ବରେ ପିସିସି ସଭାପତି ଏହି ଘୋଷଣା କରିଥିଲେ । ଏହି ଅବସରରେ ସତ୍ୟ ପ୍ରକାଶ କହିଛନ୍ତି, ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ସେ ତାଙ୍କର ଲଢ଼େଇ ଜାରି ରଖିବେ ।

ଉଭୟ ଜାତୀୟ ଓ ଘରୋଇ ମିଡ଼ିଆରେ ଦୀର୍ଘ ୨୦ରୁ ଅଧିକ ବର୍ଷର ଅଭିଜ୍ଞତା ରହିଛି ସତ୍ୟ ପ୍ରକାଶଙ୍କର । ଜଣେ ଫାୟାରବ୍ରାଣ୍ଡ ଜର୍ଣ୍ଣାଲିଷ୍ଟ ଭାବେ ସେ ଓଡ଼ିଶାରେ ବେଶ୍ ପରିଚତ । ଜୀ କଳିଙ୍ଗ ଟିଭିରେ ତାଙ୍କର ପ୍ରାଇମ୍ ଟାଇମ୍ ସୋ ‘ସତ୍ୟର ସାମନା’ ବେଶ୍ ଲୋକପ୍ରିୟ ହୋଇଥିଲା । ଜୀ କଳିଙ୍ଗ ଚାନେଲ୍ ସମେତ ସେ କନକ ଟିଭି ଓ ଇ ଟିଭି ଓଡ଼ିଆରେ ମୁଖ୍ୟ ସମ୍ପାଦକ ଦାୟିତ୍ୱ ତୁଲାଇଥିଲେ ।
ସତ୍ୟ ପ୍ରକାଶଙ୍କ ଯୋଗଦାନ କଂଗ୍ରେସ ମହଲରେ ଉତ୍ସାହ ସୃଷ୍ଟି କରିଛି । ତାଙ୍କୁ ସ୍ୱାଗତ କରିବା ପାଇଁ ଆଜି ଯୁବ ଓ ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ଗତ ସୋମବାର ଦିନ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ ସହ ସତ୍ୟ ପ୍ରକାଶଙ୍କ ଦିଲ୍ଲୀରେ ଭେଟଘାଟ ପରେ କଂଗ୍ରେସରେ ତାଙ୍କ ଯୋଗଦାନ ସ୍ପଷ୍ଟ ହୋଇଥିଲା ।
Previous Post

ବୈଜୟନ୍ତଙ୍କ ପାଇଁ ବିଜେପି ବାଟ ବନ୍ଦ !

Next Post

ସୋମନାଥ ଚାଟାର୍ଜୀଙ୍କ ପରଲୋକ

Next Post
ସୋମନାଥ ଚାଟାର୍ଜୀଙ୍କ ପରଲୋକ

ସୋମନାଥ ଚାଟାର୍ଜୀଙ୍କ ପରଲୋକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA