Tuesday, July 28, 2026 01:42 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆଧାର ବୈଧ; ସ୍କୁଲ,ବ୍ୟାଙ୍କରେ ବାଧ୍ୟତାମୂଳକ ନୁହେଁ

by Our Correspondent
26 Sep, 2018- 04:03 PM
in Latest News, News
1 min read
0
ଆଧାର ବୈଧ; ସ୍କୁଲ,ବ୍ୟାଙ୍କରେ ବାଧ୍ୟତାମୂଳକ ନୁହେଁ
ନୂଆଦିଲ୍ଲୀ: ଆଧାରର ସାମ୍ବିଧାନିକ ବୈଧତା ଉପରେ ଆଜି ସୁପ୍ରିମ୍ କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ୫ ଜଣିଆ ବେଞ୍ଚ ସେମାନଙ୍କ ରାୟରେ ଆଧାର ଆକ୍ଟ, ୨୦୧୬ କୁ ବୈଧ ଘୋଷଣା କରିଛନ୍ତି । ତେବେ ଆଧାର ଆଇନର ଧାରା ୫୭ କୁ ଉଚ୍ଛେଦ କରିଛନ୍ତି ସୁପ୍ରିମକୋର୍ଟ । ସ୍କୁଲରେ ନାମ ଲେଖାଇବା ପାଇଁ ଆଧାରକାର୍ଡ ବାଧ୍ୟତାମୂଳକ ନୁହେଁ । ଅର୍ଥାତ୍ ଆଧାର ନ ଥିଲେ ବି ଜଣେ ପିଲାର ନାମ ଲେଖାଯାଇପାରିବ । ୟୁଜିସି,ଏନଇଇଟି, ସିବିଏସଇ ପରୀକ୍ଷା ପାଇଁ ଆଧାର ବାଧ୍ୟତାମୂଳକ ନୁହେଁ ।
ବ୍ୟାଙ୍କ ଆକାଉଣ୍ଟ ଖୋଲିବା ପାଇଁ ଆଧାର ବାଧ୍ୟତାମୂଳକ ନୁହେଁ । ସେହିଭଳି ମୋବାଇଲ୍ ସିମ୍ କାର୍ଡ ପାଇବା ପାଇଁ ଆଧାର କାର୍ଡକୁ ବାଧ୍ୟତାମୂଳକ କରାଯାଇପାରିବ ନାହିଁ । କୌଣସି ମୋବାଇଲ୍ କମ୍ପାନୀ ଆଧାର ଦାବି କରିପାରିବେ ନାହିଁ । ମୋବାଇଲ୍ ନମ୍ବର ସହ ଆଧାର ଲିଙ୍କ୍ ଜରୁରୀ ନୁହେଁ ବୋଲି ସୁପ୍ରିମ୍ କୋର୍ଟ କହିଛନ୍ତି । ତେବେ ପାନ୍ ଲିଙ୍କ୍ ପାଇଁ ଆଧାରକାର୍ଡକୁ ବାଧ୍ୟତାମୂଳକ କରାଯାଇଛି ।
କୋର୍ଟଙ୍କ ବିନା ଅନୁମତିରେ ବାୟୋମେଟ୍ରିକ୍ ଡାଟାଗୁଡ଼ିକୁ କୌଣସି ଏଜେନ୍ସୀକୁ ଦିଆଯାଇପାରିବ ନାହିଁ । ଆଧାର ତଥ୍ୟ ସୁରକ୍ଷା ପାଇଁ କଡ଼ା ଆଇନ ଆଣିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଆଧାର ପାଇଁ ସର୍ବନିମ୍ନ ତଥ୍ୟ ସଂଗ୍ରହ ପାଇଁ କୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ଆଧାର ଅନ୍ୟ ସମସ୍ତ ପରିଚୟପତ୍ରଠାରୁ ଭିନ୍ନ । ଏହା ଦ୍ୱାରା ସମାଜର ଏକ ବୃହତ୍ତର ବର୍ଗ ସୁବିଧା ପାଉଛନ୍ତି । ଆଧାର କାର୍ଡ ସୁରକ୍ଷିତ । କେହି ଏହାର ଡୁପ୍ଲିକେଟ୍ କରିପାରିବେ ନାହିଁ ବୋଲି ସୁପ୍ରିମ୍ କୋର୍ଟ କହିଛନ୍ତି ।
ଆଧାରର ବୈଧତାକୁ ନେଇ ସୁପ୍ରିମକୋର୍ଟରେ ୩୧ ଟି ପିଟିସନ୍ ପଡ଼ିଥିଲା । ପ୍ରଧାନ ବିଚାରପତି ଜଷ୍ଟିସ୍ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍ ଏ.କେ.ସିକ୍ରି, ଜଷ୍ଟିସ୍ ଏ.ଏମ.ଖାନୱିଲକର୍, ଜଷ୍ଟିସ୍ ଡି.ଆଇ.ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଅଶୋକ ଭୂଷଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିଥିଲେ ।
Previous Post

ନିଜ ପରିବାରରେ ଅଛୁଆଁ! ଦାମଙ୍କ ସହ ଲଢ଼ିବାକୁ ଭାଇ ପ୍ରସ୍ତୁତ

Next Post

ଚେନ୍ନାଇରେ ଶିଳ୍ପହସ୍ତୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

Next Post
ଚେନ୍ନାଇରେ ଶିଳ୍ପହସ୍ତୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଚେନ୍ନାଇରେ ଶିଳ୍ପହସ୍ତୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA