Sunday, May 31, 2026 06:42 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସରକାରଙ୍କୁ ଝଟକା: ପୌର ନିର୍ବାଚନରେ ୫୦%ରୁ ଅଧିକ ସ୍ଥାନ ସଂରକ୍ଷଣକୁ ନା

by Our Correspondent
28 Sep, 2018- 03:45 PM
in Latest News, News
1 min read
0
ସରକାରଙ୍କୁ ଝଟକା: ପୌର ନିର୍ବାଚନରେ ୫୦%ରୁ ଅଧିକ ସ୍ଥାନ ସଂରକ୍ଷଣକୁ ନା
Spread the love
ଭୁବନେଶ୍ୱର: ପୌର ନିର୍ବାଚନ ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟଠାରୁ ରାଜ୍ୟ ସରକାରଙ୍କୁ ଶକ୍ତ ଝଟକା ଲାଗିଛି । ନିର୍ବାଚନରେ ୫୦ ପ୍ରତିଶତରୁ ଅଧିକ ସ୍ଥାନ ସଂରକ୍ଷଣ ପାଇଁ ରାଜ୍ୟ ସରକାରଙ୍କ ଆବେଦନକୁ ସୁପ୍ରିମକୋର୍ଟ ଗ୍ରହଣ କରିନାହାନ୍ତି । ଓଡ଼ିଶା ହାଇକୋର୍ଟ ଯେଉଁ ରାୟ ଦେଇଥିଲେ ସୁପ୍ରିମକୋର୍ଟ ତାହାକୁ କାଏମ୍ ରଖିଛନ୍ତି । ପୂର୍ବରୁ ହାଇକୋର୍ଟରୁ ହାରିଲା ପରେ ରାଜ୍ୟ ସରକାର ଏହାକୁ ସୁପ୍ରିମକୋର୍ଟରେ ଚାଲେଂଜ କରିଥିଲେ । ପୌର ନିର୍ବାଚନରେ ଏସସି,ଏସଟି ଏବଂ ଓବିସିଙ୍କ ପାଇଁ ୫୦ ପ୍ରତିଶତରୁ ଅଧିକ ସ୍ଥାନ ସଂରକ୍ଷଣ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ।
ପୌର ନିର୍ବାଚନରେ ୫୦ ପ୍ରତିଶତରୁ ଅଧିକ ସ୍ଥାନ ସଂରକ୍ଷଣ ନେଇ ସୁପ୍ରିମକୋର୍ଟର କଟକଣା ସତ୍ତ୍ୱେ ବିଗତ ଦିନରେ ରାଜ୍ୟ ସରକାର ଅନେକ ଆସନରେ ୫୦ ପ୍ରତିଶତରୁ ଅଧିକ ସ୍ଥାନ ସଂରକ୍ଷଣ କରିଥିଲେ । ନୂଆପଡ଼ା ଏନଏସିରେ ସ୍ଥାନ ସଂରକ୍ଷଣ ନେଇ ଏକ ମାମଲାରେ ଓଡ଼ିଶା ହାଇକୋର୍ଟ ୫୦ ପ୍ରତିଶତ ସଂରକ୍ଷଣ ସୀମା ଅତିକ୍ରମ ନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ହାଇକୋର୍ଟ ରାୟକୁ ସୁପ୍ରିମକୋର୍ଟ କାଏମ ରଖିବା ପରେ ଅଡୁଆରେ ପଡ଼ିଯାଇଛନ୍ତି ରାଜ୍ୟ ସରକାର । ସମୟ ପୂରିଆସିଥିବାରୁ ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣକୁ ଧରି ଆଉ କେବେ ଓ କେମିତି ପୌର ନିର୍ବାଚନ କରିବେ ସରକାର ଚିନ୍ତାରେ ପଡ଼ିଛନ୍ତି ।
ସୂଚନାଯୋଗ୍ୟ, ଚଳିତ ସେପ୍ଟେମ୍ବର ୩୦ ତାରିଖରେ ୬୫ ଟି ପୌରସଂସ୍ଥାର କାର୍ଯ୍ୟକାଳ ସରୁଛି । ବ୍ରହ୍ମପୁର ମହାନଗର ନିଗମର କାର୍ଯ୍ୟକାଳ ବି ସେଦିନ ସରୁଛି । ଅନ୍ୟ ୨୨ଟି ପୌରସଂସ୍ଥାର କାର୍ଯ୍ୟକାଳ ଡିସେମ୍ବର ୧୦ ତାରିଖ ଭିତରେ ସରିବ । ସେହିଭଳି ଆସନ୍ତା ଜାନୁଆରୀ ୧୭ ତାରିଖରେ ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟକାଳ ସରୁଥିବା ବେଳେ ଫେବୃଆରୀ ୧୩ ତାରିଖରେ କଟକ ମହାନଗର ନିଗମ ଏବଂ ବାରିପଦା ମ୍ୟୁନିସିପାଲିଟିର କାର୍ଯ୍ୟକାଳ ଶେଷ ହେବ ।
Previous Post

ଆୟାରଙ୍କୁ ଗୃହ କମିଟିର ସମନ,୧୧ ରେ ହାଜର ହେବାକୁ ନିର୍ଦ୍ଦେଶ

Next Post

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାନିଲେନି ଓକିଲ; କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି

Next Post
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାନିଲେନି ଓକିଲ; କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାନିଲେନି ଓକିଲ; କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA