Tuesday, May 26, 2026 05:41 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କଂଗ୍ରେସର ନିର୍ବାଚନ ସଜବାଜ: ୪୪ ଟି ଆସନରେ ପ୍ରାର୍ଥୀ ଚୂଡ଼ାନ୍ତ

by Our Correspondent
01 Oct, 2018- 04:15 PM
in Latest News, News
1 min read
0
କଂଗ୍ରେସର ନିର୍ବାଚନ ସଜବାଜ: ୪୪ ଟି ଆସନରେ ପ୍ରାର୍ଥୀ ଚୂଡ଼ାନ୍ତ
ଭୁବନେଶ୍ୱର: ବିଳମ୍ବ ହେଲେ ବି କଂଗ୍ରେସର ତାର ପ୍ରତିଶ୍ରୁତି ରଖିଛି । ସାଧାରଣ ନିର୍ବାଚନର ବହୁ ପୂର୍ବରୁ ଦଳ ପ୍ରାର୍ଥୀ ଚୟନ କରିବ ବୋଲି ଦେଇଥିବା ପ୍ରତିଶ୍ରୁତି ଏକରକମ ପାଳନ କରିବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ ଦଳ ୪୪ ଜଣ ବିଧାୟକ ପ୍ରାର୍ଥୀଙ୍କ ନାଁ ରେ ମୋହର ମାରିଛି । ଆଜି ପ୍ରଦେଶ ନିର୍ବାଚନ କମିଟି(ପିଇସି) ବୈଠକରେ ୪୪ ଜଣିଆ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହୋଇଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି । ତେବେ ତାଲିକା କେବେ ଘୋଷଣା ହେବ ତାହା ସ୍ପଷ୍ଟ କରିନାହାନ୍ତି ପିସିସି ସଭାପତି ।
ଗତକାଲିଠାରୁ କଂଗ୍ରେସ ଭବନରେ ଦଳର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଚୟନ କସରତ ଆରମ୍ଭ ହୋଇଥିଲା । କଂଗ୍ରେସ ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଭି.ଡି.ସାଥେସାନ୍ ଅନ୍ୟ ଦୁଇ ସଦସ୍ୟଙ୍କ ସହ ରାଜ୍ୟର ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିଥିଲେ । ନିର୍ବାଚନମଣ୍ଡଳୀ ସ୍ଥିତି ଓ ପ୍ରାର୍ଥୀ ଚୟନର ଆଧାର ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଆଜି ପିସିସି ପକ୍ଷରୁ ପ୍ରସ୍ତୁତ ପ୍ରାର୍ଥୀ ତାଲିକା ଉପରେ ତର୍ଜମା ହୋଇଥିଲା । ପ୍ରଦେଶ ନିର୍ବାଚନ କମିଟି ଏହା ଉପରେ ତର୍ଜମା କଲା ପରେ ୪୪ ଟି ଆସନର ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିଛନ୍ତି । ଏହି ତାଲିକାରେ ବର୍ତ୍ତମାନର ୧୫ ଜଣ ବିଧାୟକଙ୍କ ନାଁ ରହିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । ଅନ୍ୟ ୨୯ ଟି ଆସନ ପ୍ରାୟତଃ ନିର୍ବିବାଦୀୟ । ସେଥିରୁ ଉପକୂଳ ଅଞ୍ଚଳର ୧୩ଟି ଆସନ ରହିଛି ।
ଏଆଇସିସିର ସେଣ୍ଟ୍ରାଲ୍ ଇଲେକ୍ସନ୍ କମିଟିର ଅନୁମୋଦନ ପରେ ତାଲିକା ଘୋଷଣା ହେବ । ତେବେ ଏହା କେବେ ହେବ ସେ ନେଇ ପିସିସି ସଭାପତି ନିର୍ଦ୍ଦିଷ୍ଟ ସୂଚନା ଦେଇନାହାନ୍ତି ।

ଶଗରିଆ ପଦ ଛାଡ଼ିଲେ, ଦଳ ଛାଡ଼ିଲେନି

କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ କଂଗ୍ରେସ ଛାଡ଼ିବେ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ଅବସାନ ଘଟିଛି । ସେ ଦଳ ନ ଛାଡ଼ି ଆଜି ତାଙ୍କ ପଦ ଛାଡ଼ିଛନ୍ତି । ଦିନକ ପୂର୍ବରୁ ତାଙ୍କୁ ପିସିସି ଏସସି ସେଲ୍ ଅଧ୍ୟକ୍ଷ ପଦରୁ ହଟାଯାଇ ସାଧାରଣ ସମ୍ପାଦକ ପଦରେ ନିଯୁକ୍ତ କରାଯାଇଥିଲା । ମାତ୍ର ସେ ଏହି ପଦ ଗ୍ରହଣ କରିବେ ନାହିଁ ଘୋଷଣା କରିଛନ୍ତି । ଏସସି ସେଲ୍ ଅଧ୍ୟକ୍ଷ ପଦରୁ ତାଙ୍କୁ ବିଦା କରାଯିବାକୁ ସେ ସହଜରେ ଗ୍ରହଣ କରିନାହାନ୍ତି । ଏହା ତାଙ୍କ ପ୍ରତି ଅପମାନ ବୋଲି ତାଙ୍କର ମନେ ହୋଇଛି । ଏହାର ପ୍ରତିବାଦରେ ସେ ସେହି ପଦ ଛାଡ଼ିଛନ୍ତି । ତେବେ ସେ କଂଗ୍ରେସ ଛାଡ଼ିବେନି ଏବଂ କଂଗ୍ରେସ ଟିକେଟରେ ବିଧାନସଭା ଲଢ଼ିବେ ବୋଲି ଘୋଷଣା କରିଛନ୍ତି ।
Previous Post

ଦାମଙ୍କୁ ବିଜେଡ଼ି ଷ୍ଟ୍ରୋକ୍: ନିଜ ଗଡ଼ରେ ଘାଇଲା, ଅନୁଗତ ଭୁଲିଗଲେ

Next Post

ବିଜେପିକୁ ଫମ୍ପା ମାଠିଆ କହିଲେ ନବୀନ

Next Post
ବିଜେପିକୁ ଫମ୍ପା ମାଠିଆ କହିଲେ ନବୀନ

ବିଜେପିକୁ ଫମ୍ପା ମାଠିଆ କହିଲେ ନବୀନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA