Monday, May 25, 2026 06:16 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପ୍ରଣବ ମୁଖାର୍ଜୀଙ୍କୁ ଭାରତ ରତ୍ନ, ଗୀତା ମେହେଟ୍ଟାଙ୍କୁ ପଦ୍ମଶ୍ରୀ

by Our Correspondent
25 Jan, 2019- 10:59 PM
in Latest News, News
1 min read
0
ପ୍ରଣବ ମୁଖାର୍ଜୀଙ୍କୁ ଭାରତ ରତ୍ନ, ଗୀତା ମେହେଟ୍ଟାଙ୍କୁ ପଦ୍ମଶ୍ରୀ
ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ପାଇବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ତାଙ୍କ ସହ ବିଶିଷ୍ଟ ସଙ୍ଗୀତକାର ଭୁପେନ ହଜାରିକା ଏବଂ ବିଶିଷ୍ଟ ସମାଜସେବୀ ନାନାଜୀ ଦେଶମୁଖଙ୍କୁ ଭାରତ ରତ୍ନ ସମ୍ମାନରେ ଭୂଷିତ କରାଯିବ । ଏହି ଦୁଇଜଣଙ୍କୁ ମରଣୋତ୍ତର ଭାବେ ଏହି ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯିବ । ଆସନ୍ତାକାଲି ସାଧାରଣତନ୍ତ୍ର ଦିବସ ଅବସରରେ ଏହି ତିନିଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଭାରତ ରତ୍ନ ସମ୍ମାନ ପ୍ରଦାନ କରାଯିବ । ଆଜି ରାଷ୍ଟ୍ରପତି ଭବନରୁ ଏହି ସୂଚନା ମିଳିଛି ।
ଏଥିସହ ଚଳିତବର୍ଷର ପଦ୍ମ ସମ୍ମାନ ଘୋଷିତ ହୋଇଛି । ପଦ୍ମଶ୍ରୀ ତାଲିକାରେ ଅଛନ୍ତି ବିଶିଷ୍ଟ ଲେଖିକା ଶ୍ରୀମତୀ ଗୀତା ମେହେଟ୍ଟା । ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଝିଅ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟା ଜଣେ ପ୍ରସିଦ୍ଧ ଲେଖିକା ଭାବେ ଜଣାଶୁଣା । ତାଙ୍କର ଲେଖା ଆର୍ନ୍ତଜାତୀୟସ୍ତରରେ ଖୁବ୍ ଆଦୃତ ଲାଭ କରିଛି । ପ୍ରବାସୀ ଭାରତୀୟ ଭାବେ ସେ ନ୍ୟୁୟର୍କରେ ଅବସ୍ଥାନ କରୁଛନ୍ତି । ପଦ୍ମଶ୍ରୀ ତାଲିକାରେ ଓଡ଼ିଶାରୁ ତିନିଜଣ ସ୍ଥାନ ପାଇଛନ୍ତି । ସେମାନେ ହେଲେ ବିଶିଷ୍ଟ ସମାଜସେବୀ ଦୈତାରୀ ନାୟକ, ଡି.ପ୍ରକାଶ ରାଓ ଏବଂ କୃଷି କ୍ଷେତ୍ରରେ ଅବଦାନ ରଖିଥିବା କମଳା ପୂଝାରୀ । ଡି. ପ୍ରକାଶ ରାଓ କଟକରେ ଚା ବିକୁଛନ୍ତି ଏବଂ ଜଣେ ସମାଜସେବୀ ଭାବେ ସାରା ରାଜ୍ୟ ତାଙ୍କୁ ଜାଣିଛି । ଦୁଇବର୍ଷ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟକ ଆସିଥିଲା ବେଳେ ଶ୍ରୀ ରାଓଙ୍କୁ ଭେଟିଥିଲେ ।
ଚଳିତବର୍ଷ ୪ ଜଣଙ୍କୁ ପଦ୍ମବିଭୂଷଣ ସମ୍ମାନ ପାଇଁ ମନୋନୀତ କରାଯାଇଥିବା ବେଳେ ୧୪ ଜଣ ପଦ୍ମଭୂଷଣ ସମ୍ମାନ ତାଲିକାରେ ଅଛନ୍ତି । ୯୪ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ କରାଯାଇଛି ।
ପଦ୍ମଶ୍ରୀ ସମ୍ମାନ ଖବର ପାଇବା ପରେ ଶ୍ରୀମତୀ କମଳା ପୂଝାରୀ ଅସୁସ୍ଥ ହୋଇପଡ଼ିଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ଜୟପୁରସ୍ଥିତ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ରକ୍ତଚାପ ବଢ଼ିଯିବା ଯୋଗୁଁ ସେ ଅସୁସ୍ଥ ହୋଇଥିବା ଜଣାପଡ଼ିଛି ।
Previous Post

ରାଜ୍ୟର ଚାଷୀଭାଇଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

Next Post

କମାଲ୍ କଲେ ରାହୁଲ

Next Post
କମାଲ୍ କଲେ ରାହୁଲ

କମାଲ୍ କଲେ ରାହୁଲ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA